ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ତିନୋଟି ସଂକେତ ଜଣାଇବୁ ଯାହାଦ୍ୱାରା କି ଆପଣ ଜାଣିପାରିବେ କି ଏମିତି ଅଚାନକ ଆମେ ଦୁହେଁ ଦେଖାହେବା ଆଶ୍ଚର୍ଯ୍ୟ ନୁହେଁ ଏହା ବହୁତ ଆଗରୁ ହିଁ ଯୋଜନା ହୋଇ ରହିଛି । ତେଣୁ ଆପଣ ଏହାକୁ ମନ ଧ୍ୟାନ ଦେଇ ପଢ଼ନ୍ତୁ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଜଣାଇବା ।
ପ୍ରଥମ କଥା ହେଲା ଆପଣଙ୍କୁ ଦେଖାହେବା ପାଇଁ ବହୁତ ସମୟ ଲାଗିଯିବ । ଯେତେବେଳେ ସୃଷ୍ଟି ଆପଣ ଦୁହିଁଙ୍କୁ ମିସାଇବାକୁ ଚାହିଁଥାଏ ସେତେବେଳେ ବହୁତ ସମୟ ଲାଗିଥାଏ । ସେ ଗୋଟେ ବର୍ଷ , ଦୁଇ ବର୍ଷ କିମ୍ଵା ପାଞ୍ଚ ବର୍ଷ ମଧ୍ୟ ହୋଇଯାଇପାରେ । ତେଣୁ ଯଦି ଆପଣଙ୍କ ର ମିଶିବାକୁ ବିଳମ୍ବ ହେଉଛି ତେବେ ଆପଣ ବୁଝିଯିବା ଦରକାର ଯେ ଏହା ହେଉଛି ସୃଷ୍ଟି ର ଯୋଜନା । କାରଣ ଆମେ ଯାହା ଚାହିଁ ଥାଉ ତାହା ଆମେ ବହୁତ ଶୀଘ୍ର ମଧ୍ୟ କରି ପାରିଥାଉ ।
କିନ୍ତୁ ଯେତେବେଳେ ଏହି ସୃଷ୍ଟି ଆମକୁ ମିସାଇବାକୁ ଚାହିଁଥାଏ ସେତେବେଳେ ସେ ଆଗରୁ ହିଁ କିଛି ଯୋଜନା କରିଥାଏ ଏବଂ ଆମକୁ ତାହା ମିଳିବା ପାଇଁ ବହୁତ ସମୟ ଲାଗିଥାଏ । ତାହା ଆପଣଙ୍କ ର ପ୍ରେମ ହେଉ କିମ୍ଵା ଅନ୍ୟ କିଛି । ଯଦି ଆପଣଙ୍କ ର ଏମିତି ହେଉଛି ତେବେ ଆପଣ ବୁଝିଯାଆନ୍ତୁ ଯେ ଏହା ହେଉଛି ସୃଷ୍ଟି ର ଯୋଜନା । ଦ୍ୱିତୀୟ ରେ ହେଲା ଆପଣ ଯେତେବେଳେ ତାହା ସହ ମିଶିବେ ସେତେବେଳେ ଆପଣ ନିଜକୁ ନିଜେ ଜାଣିବେ । ଅର୍ଥାତ ସିଏ ଆପଣଙ୍କ ଜୀବନ କୁ ଆସିବା ପରେ ଆପଣ ସେ ସବୁ କିଛି କାମ କରିପାରିବେ ଯାହା ଆପଣ ଆଗରୁ କରି ପାରୁନଥିଲେ ।
କିମ୍ବା ସେ ସବୁ କିଛି କାମ ହେବ ଯାହା ଆଗରୁ ହୋଇ ପାରୁନଥିଲା । ଆପଣ ଆପଣଙ୍କ ସବୁ ପ୍ରକାର କାର୍ଯ୍ୟ ରେ ସଫଳତା ଲାଭ କରିବେ । ଆପଣ ଆପଣଙ୍କ ଜୀବନରେ ସବୁକିଛି ବହୁତ ସହଜ ରେ ପାଇଯିବେ । ଆପଣଙ୍କୁ କୌଣସି ବି କାର୍ଯ୍ୟ ରେ କଷ୍ଟ ଅନୁଭବ ହେବ ନାହିଁ । କାରଣ ସୃଷ୍ଟି ଯେତେବେଳେ ଆପଣ ଦୁହିଁଙ୍କୁ ମିସାଇବାକୁ ଚାହିଁଥାଏ ସେତେବେଳେ ସେ ପ୍ରଥମେ ଆପଣଙ୍କୁ ତା ଯୋଗ୍ୟତା ଅନୁଯାୟୀ ବନାଇଥାଏ ଏବଂ ପରେ ତା ସହ ମିସାଇଥାଏ ।
ତୃତୀୟ ରେ ହେଲା ଯେତେବେଳେ ସୃଷ୍ଟି କିମ୍ବା ଭଗବାନ ଆପଣଙ୍କୁ କିଛି ଦେବାକୁ ଚାହିଁଥାଏ ସେତେବେଳେ ଆପଣ ତା ସହିତ ମିଶିବା ଫଳରେ କିଛି ବହୁତ ବଡ଼ ହୋଇଥାଏ । ଏହିଠାରେ ମିଶିବା ର ଅର୍ଥ ଶାରୀରିକ ସମ୍ବନ୍ଧ ରଖିବା । ଆପଣ ଯେତେବେଳେ ଦୁହେଁ ଦୁହିଁଙ୍କ ର ନିକଟତର ହେବେ ସେତେବେଳେ କିଛି ବହୁତ ବଡ଼ ହେବ । ଯଥା ତାହା ବହୁତ ଭଲ ମଧ୍ୟ ହୋଇପାରେ ଏବଂ ବହୁତ ଖରାପ ମଧ୍ୟ ହୋଇପାରେ ।
ତେଣୁ ଆପଣ ମିଶିବା ପରେ ଏହା ଉପରେ ନଜର ଦେବେ ଯେ ଆପଣଙ୍କ ପରିବାର , ସମାଜ , ଜିଲ୍ଲା , ରାଜ୍ୟ ଆଦି ଉପରେ କଣ ପ୍ରଭାବ ପକାଉଛି । ତେବେ ଆପଣ ମାନେ ଏହା ଭାବୁଥିବେ କି ଆମେ ମିଶିବା ଦ୍ବାରା ଦେଶ ଓ ରାଜ୍ୟ ଉପରେ କଣ ପ୍ରଭାବ ପକାଇପାରେ ? ତେଣୁ ଜଣାଇଦବାକୁ ଚାହୁଁଛୁ ଯେ ଯେତେବେଳେ ସୃଷ୍ଟି ଆପଣ ଦୁହିଁଙ୍କୁ ଯୋଜନା କରି ମିସେଇଥାଏ ସେତେବେଳେ ଆପଣ ଦୁହେଁ ନିକଟତର ହେବାଦ୍ବାରା ପୁରା ବିଶ୍ୱ ଉପରେ ତାହା ପ୍ରଭାବ ପକାଇଥାଏ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।