ନିର୍ଲଜ ହୋଇ ସ୍ତ୍ରୀ ସହ କରନ୍ତୁ ଏହି 1 କାମ, ହୋଇଯିବେ କୋଟିପତି…. ପୁରୁଷ ମାନେ ଥରେ ନିଶ୍ଚୟ ଦେଖନ୍ତୁ- Chanakya Niti

ଆମେ ଆମ ଜୀବନରେ ବହୁତ କଥା, ନିୟମ ଆଦି ଶିଖି ଥାଉ । ଜୀବନରେ ସବୁ ଜିନିଷ ରୁ ବହୁତ କିଛି ଶିଖିବାକୁ ମିଳିଥାଏ । ଜୀବନ ର ଅନେକ ଛୋଟ ଛୋଟ କଥା ରୁ ବହୁତ ବଡ଼ ବଡ଼ କଥା ଶିଖିବାକୁ ମିଳେ । ଲାଜ ଏକ ଏପରି ଜିନିଷ ଯାହା ସାଧରଣ ଭାବେ ସବୁ ମନୁଷ୍ୟ ଙ୍କ ମଧ୍ୟ ରେ ଥାଏ । କିନ୍ତୁ କିଛି ଜାଗାରେ ଲାଜ କରିବା ଦ୍ୱାରା ମଣିଷ ର କ୍ଷତି ହୋଇ ଥାଏ ।

ପୁରାଣ ଓ ଶାସ୍ତ୍ର ରେ ମନୁଷ୍ୟ ର ମଙ୍ଗଳ ପାଇଁ ବହୁତ କଥା ଲେଖାଅଛି । ଯାହାକୁ ମନୁଷ୍ୟ ଯଦି ନିଜ ଦୈନଦିନ ଜୀବନ ରେ ସାମିଲ କଲେ ତାହା ଜୀବନ ସୁଖମୟ କରିଥାଏ । ସେଇ ଭଳି କିଛି ନୀତି ଚାଣକ୍ୟ ତାଙ୍କ ବାଣୀ ରେ କହିଛନ୍ତି । ମନୁଷ୍ୟ କୁ ନିଜ ଜୀବନରେ କିଛି କାର୍ଯ୍ୟ ବିନା ଲାଜ ରେ କରିବା ଦରକାର ଯାହା ଦ୍ୱାରା ଜୀବନ ସୁଖମୟ ହୋଇଥାଏ । ସେଇ ଭଳି ଚାଣକ୍ୟ ୪ ଟି କଥା ରେ ମଣିଷ କୁ ନିର୍ଲଜ ହେବାକୁ କହିଛନ୍ତି ।

୧ମ – ଶିକ୍ଷା କ୍ଷେତ୍ରରେ କେବେ ବି ଲାଜ କରିବା କଥା ନୁହେଁ । ଯେଉଁ ବିଦ୍ୟର୍ଥୀ ଶିକ୍ଷକ ଙ୍କୁ ପ୍ରଶ୍ନ ପାଚରିବାରେ ପଛଘୁଞ୍ଚା ଦେଇଥାଏ ସେ ନିଜେ ହିଁ ନିଜର କ୍ଷତି କରିଥାଏ । ଅଳ୍ପ ବିଦ୍ୟା ଭୟଙ୍କର ଅଟେ । ଅଳ୍ପ ଶିକ୍ଷା ମଣିଷ ଜୀବନକୁ ଭଲ କରେନାହିଁ ବରଂ ଏହା ଜୀବନକୁ ନଷ୍ଟ କରିଥାଏ । ତେଣୁ ଶିକ୍ଷା କ୍ଷେତ୍ରରେ କେବେ ବି ଲାଜ କରିବେ ନାହିଁ । ୨ୟ – କେବେବି ଭୋଜନ କରିବା ସମୟରେ ଲାଜ କରିବେ ନାହିଁ ।

ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ଲୋକଙ୍କ ଘର କୁ ଅତିଥି ହୋଇଗଲେ ଖାଦ୍ୟ ଖାଇବା ସମୟରେ ଲାଜ କରନ୍ତି । ଖାଲି ପେଟ ସୈତାନ ର ଘର ଅଟେ, ଯାହା ଆପଣଙ୍କ ଶରୀର ଖରାପ କରିଥାଏ । ତେଣୁ ଖାଦ୍ୟ ଖାଇବା ସମୟରେ ଲାଜ କରନ୍ତୁ ନାହିଁ । ୩ୟ – ଆପଣ ନିଜ ପଇସା ମାଗିବାରେ କେବେ ଲାଜ କରିବେନି । ଅନେକ ଲୋକ ଧାର ଆକାର ରେ ପଇସା ନେଇଥାନ୍ତି, ତେବେ ସେମାନଙ୍କ ଠାରୁ ପଇସା ମାଗିବାରେ କେବେବି ଲାଜ କରିବେନି ।

ବହୁତ ଲୋକ ପଇସା ମାଗିବାକୁ ଲାଜ କରନ୍ତି, ସେଇ ଭଳି ଲୋକମାନଙ୍କ ର ଲାଭ ଅନ୍ୟ ଲୋକମାନେ ନେଇଥାନ୍ତି । ତେଣୁ କେବେବି ପଇସା ମାଗିବାରେ ଲାଜ କରିବେନି । ୪ର୍ଥ – କେବେବି ରାତି ରେ ଶୋଇବା ସମୟରେ ନିଜ ସ୍ତ୍ରୀଙ୍କୁ ପ୍ରେମ ମାଗିବାରେ ଲାଜ କରିବେ ନାହିଁ । କାରଣ ସ୍ତ୍ରୀ କେବେବି ନିଜ ଆଡୁ ମୁହଁ ଖୋଲି କହେନାହିଁ କି ଆପଣ ତାଙ୍କୁ ପ୍ରେମ କରିବେ, କିମ୍ବା ସେ ଆପଣଙ୍କ ଠାରୁ ପ୍ରେମ ଚାହାନ୍ତି ।

ତେଣୁ ନିଜ ଆଡୁ ଆପଣ ପ୍ରେମ କରନ୍ତୁ ଏହା ଦ୍ୱାରା ସ୍ତ୍ରୀ ଖୁସି ହୋଇଥାଏ । ଏହା ଆପଣଙ୍କ ବୈବାହିକ ଜୀବନକୁ ସୁଖମୟ କରିଥାଏ । ଏବଂ ନାରୀ ଖୁସି ହେବା ଦ୍ୱାରା ଘର ସ୍ୱର୍ଗ ଭଳି ହୋଇଥାଏ । ଅର୍ଥ ଆସିଥାଏ ତେଣୁ ନାରୀଙ୍କୁ ଖୁସି ରଖନ୍ତୁ । ଏବଂ ପ୍ରେମ କରିବା ବା ମାଗିବାରେ ଲାଜ କରନ୍ତୁନି । ତେବେ ଏହି କିଛି କଥା ଚାଣକ୍ୟ କହିଛନ୍ତି ଯାହାକୁ ମାଗିବା ସମୟରେ ଆମେ କେବେବି ଲାଜ କରିବା ଅନୁଚିତ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *