ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କଣ ସୂଚନା ମିଳେ- Ajira Anuchinta

ବନ୍ଧୁଗଣ ଆମ ନୀତିଦିନ ଜୀବନରେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ କିଛି ନା କିଛି ଘଟଣାମାନ ଘଟିଥାଏ । ସାଧାରଣତ କେତେକ କଥାର ମହତ୍ଵ ଆମେ ଜାଣିଛୁ କିନ୍ତୁ ଏପରି କିଛି କଥା ଅଛି ଯାହାର କାରଣ ଏବଂ ଲକ୍ଷଣ ଆମେ ଜାଣି ନଥାଉ । କିନ୍ତୁ ବନ୍ଧୁଗଣ ସେଗୁଡିକ ଆମ ନୀତିଦିନର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ ।

ବନ୍ଧୁଗଣ ଆଜି ଆମେ କିଛି ମହତ୍ଵ ପୂର୍ଣ୍ଣ କଥା ଏବଂ ତାହାର ବିଷୟ ବସ୍ତୁ ବିଷୟରେ କହିବାକୁ ଯାଉଛୁ । ସେ ଗୁଡିକ କଣ ଆସନ୍ତୁ ଜାଣିବା । ୧- ଯେଉଁ ମାନଙ୍କର ଏଠି ସେଠି ଛେପ ପକାଇବାର ଖରାପ ଅଭ୍ଯାସ ଥାଏ । ସେମାନଙ୍କୁ କେବେ ମାନ ସନ୍ନମାନ ପ୍ରାପ୍ତ ହୋଇନଥାଏ ଏହା ଛଡା ସେମାନଙ୍କୁ ମିଳିଥିବା ସନ୍ନମାନ ମଧ୍ୟ ନଷ୍ଟ ଅଥବା କ୍ଷୟ ହୋଇଥାଏ । ତେଣୁ ଉପଯୁକ୍ତ ସ୍ଥାନରେ ଛେପ ପକାଇବା ଉଚିତ । ଏପରି କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ ।

୨- ଯେଉଁ ମାନଙ୍କର ଖାଇ ସାରିବା ପରେ ଅଇଁଠା ବାସନ ଛାଡିଯିବାର ଅଭ୍ଯାସ ଥାଏ, ସେମାନଙ୍କର ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇଥାଏ । ଅଥବା ସଫଳତା ପାଇବା ପାଇଁ ସେମାନଙ୍କୁ ବହୁତ କଷ୍ଟ ସହିବାକୁ ହୋଇଥାଏ ।

୩- ଯେଉଁ ବ୍ୟକ୍ତି ମାନଙ୍କର ସୂର୍ଯ୍ୟଉଦୟ ସମୟରେ, ସୂର୍ଯ୍ୟ ଅସ୍ଥ ସମୟରେ ଏବଂ ଦିନ ବାରଟାରେ ଖାଇବା, ଶୋଇବା କିମ୍ବା ଝଗଡା କରିବା ଅଭ୍ଯାସ ରହିଥାଏ, ସେମାନଙ୍କର ଦୁର୍ଭାଗ୍ୟ ତଥା ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । ୪- ଯେଉଁ ବ୍ୟକ୍ତିମାନେ ସର୍ବଦା ଦାନ୍ତରେ ନଖ ଛିଡାନ୍ତି, ଏହା ବ୍ୟତିତ ଖାଇ ସାରିବା ପରେ ସେହି ଥାଳିରେ ହାତ ଧୋଇଥାନ୍ତି ସେମାନଙ୍କ ପାଇଁ ତାହା ଦରିଦ୍ରତାର କାରଣ ହୋଇଥାଏ । ତାଙ୍କ ଠାରୁ ମା ଲକ୍ଷ୍ମୀଙ୍କର କୃପା ଦୂର ହୋଇଯାଏ ।

୫- ଯେଉଁ ବ୍ୟକ୍ତି ମାନଙ୍କର ଅମାବାସ୍ୟା ଦିନ ମାଂସ ଏବଂ ମଦଦ ଖାଇବାର ଅଭ୍ଯାସ ଥାଏ, ସେମାନଙ୍କର ଖୁବ ଶୀଘ୍ର ଦୁର୍ଘଟଣା ହେବାର ସମଭାବନା ଦେଖାଯାଏ ଏହା ସହିତ ଦରିଦ୍ରତା ବୃଦ୍ଧି ପାଇଥାଏ । ୬- ଯେଉଁ ପରିବାରରେ ବାହାରୁ ଆସିଥିବା ଅତିଥିଙ୍କୁ ସ୍ଵୋଛ ପାଣି ପିଇବାକୁ ଦିଆଯାଇଥାଏ, ସେମାନଙ୍କ ଉପରେ ରାହୁଦଶା ପଡିନଥାଏ କହିବାକୁ ଗଲେ ସେମାନଙ୍କର ସର୍ବଦା ମଙ୍ଗଳ ହୋଇଥାଏ । ୭- ଯେଉଁ ବ୍ୟକ୍ତି ମାନଙ୍କର ମଙ୍ଗଳ ବାର, ଗୁରୁବାର, ଶନିବାର, ଏକାଦଶୀ, ଚତୁର୍ଦସୀ, ଅମାବାସ୍ୟା ଓ ପୁର୍ନିମାରେ ବାଳ କାଟିବାର ଅଭ୍ଯାସ ଥାଏ, ସେମାନଙ୍କୁ ଘୋର ଦୁଖ ଏବଂ ଦରିଦ୍ରତା ପ୍ରାପ୍ତ ହୋଇଥାଏ ।

୮- ଖାଦ୍ଯ ଖାଇବା ସମୟରେ ସେଥିରେ ଚୁଟି ବାହାରିଲେ, ବହୁତ ଅମଙ୍ଗଳ ହୋଇଥାଏ । ଏହା ସହିତ ନାନା ପ୍ରକାରର ରୋଗର କାରଣ ମଧ୍ୟ ହୋଇଥାଏ । ୯- ଯେଉଁ ବ୍ୟକ୍ତି ମାନଙ୍କର ବାରମ୍ବାର ନିଜ କେଶକୁ ଛୁଇଁବାର ଖରାପ ଅଭ୍ଯାସ ରହିଥାଏ, ସେମାନଙ୍କର ଅମଙ୍ଗଳ ହୋଇଥାଏ । ୧୦- ଯେଉଁ ମହିଳା ମାନେ ନିଜ କେଶକୁ ବାନ୍ଧି ନରଖି ଖୋଲା କରି ବୁଲିଥାନ୍ତି, ଏହା ବହୁତ ଅମଙ୍ଗଳ ହୋଇଥାଏ । ବନ୍ଧୁଗଣ ଚୁଟି ଅଥବା କେଶ ବାନ୍ଧିକି ରଖିଲେ ତାହା ସୁନ୍ଦର ଲାଗେ ଏବଂ ଆପଣଙ୍କ ମୁହଁର ଚମକ ବଢିଥାଏ । ୧୧- କେଶ କୁଣ୍ଡାଇଲା ବେଳେ ଯଦି ହାତରୁ ପାନିଆ ଖସି ପଡେ, ତେବେ ତାହା ଅଶୁଭ ହୋଇଥାଏ । ଏବଂ ଯଦି ଆପଣଙ୍କ କାନରେ ଚୁଟି ଉଠିଥାଏ ତେବେ ତାହା ମଧ୍ୟ ଅଶୁଭ ଲକ୍ଷଣ ହୋଇଥାଏ ।

ବନ୍ଧୁଗଣ ଏହା ଥିଲା ଶାସ୍ତ୍ର ଅନୁଯାୟୀ କିଛି ବିଶେଷ କଥାର ଲକ୍ଷଣ, ଆପଣଙ୍କୁ ଏହା ଭଲ ଲାଗିଥିଲେ ଗୋଟିଏ ଲାଇକ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *