ଘରର ଅଟାରେ ଚୁପଚାପ ମିଶାଇ ଦିଅନ୍ତୁ ଏହି ଗୋଟେ ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର…. ହେବ ଏତେ ଧନର ବର୍ଷ ଆକି ସମ୍ଭାଳି ପାରିବେନି

ବନ୍ଧୁଗଣ ନମସ୍କାର । ଆପଣମାନେ ଦେଖିଥିବେ ଘରର ସଦସ୍ୟ ଯେତେ ରଜୋଗାର କଲେ ମଧ୍ୟ ଘରେ ଧନର ସମସ୍ଯା ଦେଖାଦେଇଥାଏ । ଯେତେ କମେଇଲେ ମଧ୍ୟ ତାଙ୍କର ଧନର ଅବାଭ ଦେଖା ଦେଇଥାଏ । ସେଥି ପାଇଁ ଆମେ ସବୁବେଳେ ଚିନ୍ତିତ ହୋଇଥାଉ । ବନ୍ଧୁଗଣ ଆଜି ଆପଣ ମାନଙ୍କୁ ଏମିତି ଏକ ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କର ଧନର ଅବାଭ ହେବ ନାହିଁ । ଓ ତାହା ଛଡା ଆପଣଙ୍କର ଘରର ସମସ୍ତ ସମସ୍ଯା ଦୂର ହୋଇଯିବ । ଆସନ୍ତୁ ଜାଣିବା ସେହି ଉପାୟ କଣ ଅଟେ । ବନ୍ଧୁଗଣ ଶନିବାର ଦିନ କିଛି ଅଟାରେ କଳାରଙ୍ଗର ଚଣା, 11ଟି ତୁଲସୀ ପତ୍ର ଓ 2 ଟି କେସରକୁ ସେହି ଅଟା ରେ ମିଶାଇ ପେଶୀ ଦେବେ ତାହା ପରେ ସେହି ଅଟାକୁ ସମସ୍ତ ଗହମରେ ମିଶାଇ ପେଶୀ ଦିଅନ୍ତୁ ମନେ ରଖିବେ ଶନିବାର ଦିନ ଆପଣ ଗହମ ପେଶିବେ ।

ଦେଖିବେ ଆପଣଙ୍କର ବହୁତ ଜଲଦି ଲାଗିରହିଥିବା ଧନର ଅବାଭ ଦୂର ହୋଇଯିବ । ଆପଣଙ୍କ ଘରେ ଦେଖା ଦଉଥିବା ପାରିବାରିକ ଅସାନ୍ତି ଦୂର ହୋଇଯିବ । ବନ୍ଧୁଗଣ ଯଦି ଆପଣ ଶନିବାର ଦିନ ସୋରିଷ ତେଲର ତିଆରି ରୁଟି କି ଆପଣ କଳା କୁକୁରକୁ ଖାଇବାକୁ ଦେବେ ଦେଖିବେ ଆପଣଙ୍କର ବହୁତ ଜଲଦି ଧନ ବୃଦ୍ଧି ହେବ । ଆପଣଙ୍କର ଲାଗିରହିଥିବା ଧନ ଜନିତ ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ ଯଦି ଆପଣ ପ୍ରତ୍ୟକଦିନ ତୁଲସୀ ଗଛ ମୂଳରେ ସକାଳ ,ଓ ସନ୍ଧ୍ୟା ରେ ଦୀପ ଲଗାଇବେ ଓ ତୁଲସୀ ଗଛ ସାମ୍ନାରେ ଆପଣ ଯାହା ମନସ୍କାମନା କରିବେ ଦେଖିବେ ଆପଣଙ୍କର ବହୁତ ଯଲଦି ସେହି ମନସ୍କାମନା ପୂର୍ଣ୍ଣ ହୋଇଯିବ । ଆପଣଙ୍କର ଦେଖା ଦଉଥିବା ଅର୍ଥଗତ ସମସ୍ଯା ଦୂର ହୋଇଯିବ । ଆପଣଙ୍କର ବେପାରରେ ଲାଭବାନ ହେବେ । ଘରେ ଲାଗିରହିଥିବା ସମସ୍ତ ପାରିବାରିକ ସମସ୍ଯାରୁ ମୁକ୍ତି ପାଇବେ । ଘରେ ସୁଖ ଶାନ୍ତି ଦେଖା ଦବ । ଧନର ଅବାଭ କେବେ ବି ଦେଖା ଦବ ନାହିଁ ।

ବନ୍ଧୁଗଣ ଯଦି ଆପଣ ଶନିବାର ଦିନ ଅଶୋସ୍ତ ଗଛ ମୂଳରେ ଦେଶୀ ଘିଅର ଦୀପ ଜଳାଇବେ । ଦେଖିବେ ଆପଣଙ୍କର ଅତିଶୀଘ୍ର ଲାଗିରହିଥିବା ଅର୍ଥଗତ ସମସ୍ଯାରୁ ମୁକ୍ତି ପାଇବେ । ଆପଣଙ୍କ ମନ ସ୍ତିର ରହିବ । ଗୃହରେ ଶାନ୍ତି ଶୃଙ୍ଖଳା ଦେଖାଦବ । ପରିବାରରେ ସୁଖ ଶାନ୍ତି ଦେଖାଦବ । ପରିବାରରେ ଲାଗିରହିଥିବା ସମସ୍ତ ଅସାନ୍ତି ଦୂର ହୋଇଯିବ । ତାହାଲେ ବନ୍ଧୁଗଣ ଆପଣମାନେ ଜାଣିଲେତ ଏହି ଛୋଟ ଉପାୟ କୁ ଯଦି ଆପଣମାନେ କରିବେ ତାହାଲେ ଆପଣଙ୍କର ଲାଗିରହିଥିବା ଅର୍ଥ ଗତ ସମସ୍ଯା ଦୂର ହୋଇଯିବ । ଘରେ ଲାଗିରହିଥିବା ସମସ୍ତ ସମସ୍ଯା ଦୂରେଇଯିବ । ଆପଣମନେ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିବେ ।

Leave a Reply

Your email address will not be published. Required fields are marked *