M ନାମ ଥିବା ବ୍ୟକ୍ତି ଆପଣଙ୍କ ପାଖରେ ଅଛନ୍ତି ତ ଏହକୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ନମସ୍କାର । ବନ୍ଧୁଗଣ ଆମ ସାଥିରେ ବହୁତ ଲୋକ ମିଶନ୍ତି କିଏ କୋଉ ପ୍ରକାରର ବ୍ୟକ୍ତି ଆମେ ଜାଣିପାରି ନଥାଉ । କାହାର ବ୍ୟକ୍ତିତ୍ବ କିଭଳି ଆମେ ଜାଣି ପାରିନଥାଉ । ଆସନ୍ତୁ ଜାଣିବା M ଅକ୍ଷର ଥିବା ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ବ କିଭଳି ହୋଇଥାଏ । M ଅକ୍ଷରର ବ୍ୟକ୍ତି ବହୁତ ଭାବୁକ ହୋଇଥାନ୍ତି । ଏମାନେ ବହୁତ ସମୟ କିଛି ନା କିଛି କଥାକୁ ନେଇ ଚିନ୍ତା କରିଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ ଛୋଟ କଥା ଓ ବହୁତ ବଡ କଥାକୁ ବେସୀ ଭାବନ୍ତି । ଏମାନଙ୍କର ସ୍ଵଭାବ ବହୁତ ଜିଦି ହୋଇଥାଏ ।

ସମସ୍ତ କଥାରେ ଜିଦି କରନ୍ତି । ଏମାନେ ବହୁତ ଧନୀ ହୋଇଥାନ୍ତି । ଅନ୍ୟ ବ୍ୟକ୍ତିମାନେ ଏମାନଙ୍କୁ ବହୁତ ଇଜତ ଦେଇଥାନ୍ତି । ଏମାନେ ବହୁତ ଭଲ ଲେଖକ ହୋଇଥାନ୍ତି । ଏମାନେ ନିଜ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ । ସବୁ କାର୍ଯ୍ୟରେ ଏମାନେ ବହୁତ ଲୋକପ୍ରିୟତା ହାସଲ କରନ୍ତି । M ଅକ୍ଷର ଥିବା ଜାତକର ବ୍ୟକ୍ତି ବହୁତ ଜଲଦି ପ୍ରେମରେ ପଡିଯାନ୍ତି । ଓ ତାହାକୁ ବହୁତ ଭଲ ଭାବରେ ଲିଭାଇଥାନ୍ତି । ନିଜର ଭଲପାଇବା ପାଇଁ ସେ କିଛିବି କରିପାରନ୍ତି । ଏମାନଙ୍କର ବହୁତ ଭଲ ଗୁଣ ଥିବାରୁ ଏମାନଙ୍କୁ ସମସ୍ତେ ବହୁତ ଭଲ ପାଇଥାନ୍ତି ।

ଏମାନଙ୍କର ବହୁତ ମିତ୍ର ରହିଥାନ୍ତି । ଏମାନଙ୍କର ଗୁଣ ବହୁତ ଭଲ ହୋଇଥାଏ । ଏମାନଙ୍କ ଗୁଣ ପାଇଁ ଏମାନଙ୍କୁ ସମାଜରେ ଅଲଗା ଏକ ସ୍ତାନରେ ରହିଥାନ୍ତି । ଏମାନଙ୍କର ଗୁଣ ଆସନ୍ତୁ ଜାଣିବା । ଏମାନେ ଗୁଣ ବହୁତ ଭଲ ହୋଇଥାଏ । ଯେଉଁ ବ୍ୟକ୍ତି ଭୁଲ କରନ୍ତି ଓ ଭୁଲକରୁଥିବା ବ୍ୟକ୍ତି ମାନଙ୍କୁ ଭୁଲ କରିବାକୁ ଦିଅନ୍ତି ନାହିଁ । ଏମାନେ ସମସ୍ତ କଥାକୁ ସିଧା ସିଧା କହିଥାନ୍ତି । କିଛିବି କଥା ବୁଲାଇ ବୁଲାଇ କୁହନ୍ତି ନାହିଁ ।

ଏହି କାରଣ ପାଇଁ ଅନେକ ଲୋକ ଏମାନଙ୍କର ଶତ୍ରୁ ହୋଇଥାନ୍ତି । କିନ୍ତୁ ଏମାନଙ୍କର ଏହି ଗୁଣ ପାଇଁ ସମାଜରେ ଏମାନଙ୍କୁ ବହୁତ ମାନ ସନ୍ନମାନ ମିଳିଥାଏ । ଏହି ଜାତକର ବ୍ୟକ୍ତି ମାନେ ନିଜକୁ ସର୍ବଶେଷ୍ଠ ଭାବନ୍ତି । ଏମାନେ ଯେତେ ବେଳେ କ୍ରୋଧ କରିନଥାନ୍ତି ବହୁତ ଭଲ ଥାନ୍ତି । କିନ୍ତୁ ଯଦି ଥରେ ରାଗିଯାନ୍ତି ଏମାନଙ୍କୁ ଶାନ୍ତ ହେବାକୁ ବହୁତ ସମୟ ଲାଗି ଯାଇଥାଏ । ଏମାନେ ଗୋଟେ କଥାକୁ ନେଇ ବହୁତ ଭାବନ୍ତି ।

ଏମାନଙ୍କ ବିଷୟରେ ଜୀୟ କିଛିନ କିଛି ଆଲୋଚନା କରୁଥାଏ ସେମାନେ ଏହି କଥାକୁ ସହିପାରନ୍ତି ନାହିଁ । ଏମାନେ ନିଜର ବଡପଣ ବହୁତ ଦେଖେଇ ହୁଅନ୍ତି । ଏମାନେ ସମସ୍ତଙ୍କୁ ସବୂ କିଛି ଦାନ ଦବାକୁ ବହୁତ ଭଲ ପାଇଥାନ୍ତି । ଏମାନଙ୍କ ଠାରୁ ଦାନି କୌଣସି ବ୍ୟକ୍ତି ହୋଇନଥାନ୍ତି । ତାହାଲେ ବନ୍ଧୁଗଣ ଜାଣିଲେତ ଏମ ଅକ୍ଷର ବାଲା ବ୍ୟକ୍ତି ମାନେ କେଉଁ ଶୋଭାବର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *