ମହାଭାରତରେ କୁହାଯାଇଥିବା କଥା ଯାହା କଳିଯୁଗରେ ସତ ହେଉଛି ! Truth About Kalyuga

ନମସ୍କାର ବନ୍ଧୁଗଣ । କଳିଯୁଗ ବିଷୟରେ ଧର୍ମ ଶାସ୍ତ୍ରରେ ବହୁତ କିଛି କୁହା ଯାଇଛି । କଳିଯୁଗର ସେସ ହବା ସମୟରେ ବହୁତ କିଛି ଅଧର୍ମ ବଢିବ । ମଣିଷମାନଙ୍କର ଆୟୁ କମ ହେବ । ଶେଷରେ ଭଗବାନ ଶ୍ରୀ ବିଷ୍ଣୁ କଳକୀ ଅବତାର ଗ୍ରହଣ କରି ଧରା ପୁଷ୍ଟକୁ ଅବତରଣ କରିବେ । ଓ ଧର୍ମର ସ୍ଥାପନା କରିବେ । ମହାଭାରତରେ ଯାହା ଲେଖା ଯାଇଛି ତାହା ଆଜି ସତ ହେଉଛି । ଆସନ୍ତୁ ଜାଣିବା ମହାଭାରତରେ କଳିଯୁଗର ଅନ୍ତ ବିଷୟରେ କଣ ଲେଖା ଯାଇଛି । ମହାଭାରତରେ ଗୌରବ ଓ ପାଣ୍ଡବମାନଙ୍କ ଭିତରେ ହେଉଥିବା ଯୁଦ୍ଧ ବିଷୟରେ ଲେଖା ଯାଇଛି । କିନ୍ତୁ ତାହାକୁ ଛାଡି କଳିଯୁଗର ଅନ୍ତ ବିଷୟରେ ମଧ୍ୟ କୁହା ଯାଇଛି ।

ଯେତେବେଳେ ପାଣ୍ଡବ ଗୌରବଙ୍କ ଠାରୁ ଜୁଆ ଖେଳରେ ହାରି ବନବାସ କରିବାକୁ ଗଲା ବେଳେ ଯୁଧିଷ୍ଠିର କୃଷ୍ଣନକୁ ପଚାରିଲେ  ଦ୍ଵାପରଯୁଗ ଶେଷ ହବାକୁ ବସିଲାଣି । ଦ୍ଵାପରଯୁଗ ସାରିବା ପରେ କଳିଯୁଗ କିପରି ହେବ ଓ ମଣିଷଙ୍କ ସ୍ଥିତି କିପରି ରହିବ ।   ଏହା ପରେ ଶ୍ରୀକୃଷ୍ଣ କହିଲେ ପ୍ରଥମେ ମୋ କଥା ଅନୁସାରେ ବଣକୁ ଯାଅ । ଶେଠୀ ତୁମକୁ ଯାହା ଦେଖା ଜୀବ ଆସିକି ମୋତେ କହିବ ।

ତାହା ପରେ ମୁ ତୁମ ପ୍ରସନ୍ନ ର ଉତ୍ତର ଦେବୀ । ବଣରେ ଯାଇ ପାଣ୍ଡବ ମାନେ ଯାହା ଦେଖିଲେ ସନ୍ଧ୍ୟା ରେ ଆସି ଶ୍ରୀକୃଷ୍ଣଙ୍କୁ ବଣ ରେ ଯାହା ଦେଖିଲେ ଜଣେ ଜଣେ ସେହି କଥା କହିଲେ । ଯୁଧିଷ୍ଠିର କହିଲେ ମୁ ଦୁଇଟି ଶୁଣ୍ଢ ଥିବା ହାତୀ ଦେଖି ଚକିତ ହୋଇଗଲି । ଶ୍ରୀକୃଷ୍ଣ କୁ ପଚାରିଲେ ଏହା ଅର୍ଥ କଣ ଅଟେ କଳିଯୁଗରେ ଏହାର ଲକ୍ଷଣ କଣ ଅଟେ । ଅର୍ଜୁନ କହିଲେ ମୁ ଏକ ପକ୍ଷୀର ଥଣ୍ଟରେ ବେଦ ଲେଖା ଯାଇଛି । ତାହାପରେ ଭୀମ କହିଲେ ଗୋଟେ ଗାଈ ବାଛୁରିକି ଜନ୍ମ ଦବା ପରେ ଏମିତି ତାକୁ ଚାଟୁଛି ସେ ରକ୍ତାତ ହେଇଯାଇଛି ।

ତାହା ପରେ ସହଦେବ କହିଲେ ବହୁତ କୂଅ ଦେଖିଲି କିନ୍ତୁ ସବୁ କୁଅରେ ପାଣି ଥିଲା କିନ୍ତୁ ସବୁଠାରୁ ବଡ କୂଅରେ ପାଣି ନଥିଲା । ନକୁଳ କହିଲେ ପର୍ବତ ଉପରୁ ଏକ ପଥର ଖସିବାର ଦେଖିଲେ ଯାହାକି ସେହି ପଥରକୁ କେହିବି ଅଟକେଇ ପାରୁନଥିଲେ । କିନ୍ତୁ ଛୋଟ ଗଛ ପାଖରେ ଅଟକି ଗଲା । ଏହା ପରେ ଶ୍ରୀକୃଷ୍ଣ ଯୁଧିଷ୍ଠିର ପଚାରିଥିବା ପ୍ରଶ୍ନର ଉତର ଦେଲେ କଳିଯୁଗରେ ଗୋଟେ ମଣିଷ କହିବ ଗୋଟେ କଥା ଓ କରିବ ଆଉଗୋଟେ କଥା ।

ତାହାପରେ ଅର୍ଜୁନ ପଚାରିଥିବା ପ୍ରଶ୍ନ ରଉତର ଦେଲେ କହିଲେ ଗୋଟେ ମଣିଷ ଲୋକଙ୍କ ଆଗରେ ବହୁତ ଜ୍ଞାନୀ ଥିବ କିନ୍ତୁ ଭିତରୁ ବହୁତ ଖରାପ ଚରିତ୍ରର ଲୋକ ଥିବ । ଏହା ପରେ ଭୀମ ପଚାରିଥିବା ପ୍ରଶ୍ନର ଉତର ଦେଲେ ମାମାନେ ଏମିତି ତାଙ୍କ ସନ୍ତାନକୁ ଭଲପାଇବେ ଯାହାଦ୍ୱାରା ତାଙ୍କର ସନ୍ତାନ ନିଜର ବିକାଶ କରିବେ ନାହିଁ । ଯାହା ଦ୍ଵାରା ସେମାନେ ଖରାପ ମନୁଷ୍ୟ ହେବେ ।

ଏହା ପରେ ସହଦେବ ପଚାରିଥିବା ପ୍ରଶ୍ନର ଉତର ଦେଲେ । କଳିଯୁଗରେ ଧନୀଲୋକ ତାଙ୍କ ପୁଅ ଝିଅ ବିଭାଘରେ ଅଧିକ ପଇସା ଖର୍ଚ କରିବେ କିନ୍ତୁ ପାଖ ପଡିଶାରେ ଗୋଟେ ଗରିବ ଲୋକର ଦୁଖରେ ସାହାଜ୍ଯ କରିବେ ନାହିଁ । ଏହା ପରେ ନକୁଳ ପଚାରିଥିବା ପ୍ରଶ୍ନର ଉତର ଦେଲେ କହିଲେ ମଣିଷ ବହୁତ ଖରାପ କାର୍ଯ୍ୟ କରିବେ କିନ୍ତୁ ଶେଷରେ ହରିନାମ କରିବା ଦ୍ଵାରା ତାଙ୍କର ସମସ୍ତ ପାପ ଖଣ୍ଡନ ହେବ । ତାହଲେ ବନ୍ଧୁଗଣ ଜାଣିଲେ ତ ସୃକୃଷ୍ଣ କହିଥିବା ସମସ୍ତ କାର୍ଯ୍ୟ ଆଜି ପୁରା ହଉଛି । ଆପଣମାନେ ହରିନାମ ଜପ କରନ୍ତୁ ସମସ୍ତ ପାପର ଖଣ୍ଡନ ହବ ।

Leave a Reply

Your email address will not be published. Required fields are marked *