ନିଜ ଘର ବାଡିରେ ଯଦି ଅଛି ଏହି ଗଛ ଗୁଡିକ, ତେବେ ସାବଧାନ! ହେବ ଅକାଳ ମୃତ୍ୟୁ…

ନମସ୍କାର ବନ୍ଧୁଗଣ, ସଂସାରରେ ମଣିଷ ସହ ଉଦ୍ଭିଦ ମାନଙ୍କର ମଧ୍ୟ କିଛି ପ୍ରଭାବ ପଡିଥାଏ ଆମ ଜୀବନ ଉପରେ । କାରଣ କିଛି ଉଦ୍ଭିଦ ନକରାତ୍ମକ ଶକ୍ତିଗୁଡିକୁ ଆକର୍ଷିତ କରିଥାନ୍ତି । ଯାହାଫଳରେ ସେହି ଗଛ ଗୁଡିକ ଘରେ ରହିବା ଦ୍ଵାରା ଘର ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଘର ବାଡିରେ କେଉଁ ଗଛ ରହିବା ଉଚିତ ଓ ଅନୁଚିତ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପ୍ରଥମ: ଆପଣଙ୍କ ଘର ସାମ୍ନାରେ କଣ୍ଟା ଜାତୀୟ ଗଛ କେବେ ମଧ୍ୟ ରହିବାକୁ ଦିଅନ୍ତୁ ନାହିଁ । କଣ୍ଟା ଗଛର ମୁହଁ ସବୁଦିନ ଦେଖିଲେ ଘରକୁ କେବେ ପଇସା ଅଣ୍ଟିନଥାଏ । ଯେତେ ଆୟ କଲେ ମଧ୍ୟ ବ୍ୟୟ ସର୍ବଦା ଆୟ ଠାରୁ ବେଶି ଥାଏ । କେବେ ମଧ୍ୟ ଜୀବନରେ ପଇସାର ସଞ୍ଚୟ ଆପଣ ଚାହିଁଲେ ମଧ୍ୟ କରିପାରିବେ ନାହିଁ । ଆପଣଙ୍କ ଜୀବନରେ ବହୁତ କିଛି ଅନିଷ୍ଟ ଘଟିଥାଏ ।

ଏହି କଣ୍ଟା ଗଛକୁ ନିଜ ଘର ସାମ୍ନାରେ ରହିବା ଦ୍ଵାରା । ତେଣୁ ଆପଣ କଣ୍ଟା ଜାତୀୟ ଗଛ ନିଜ ଘରେ ରଖନ୍ତୁ ନାହିଁ । ଦିତୀୟ: କନିଅର ଫୁଲ ଗଛାକୁ ଭୁଲରେ ମଧ୍ୟ ଘରର ପଛ ପଟେ ରଖନ୍ତୁ ନାହିଁ । ଏହାକୁ କୌଣସି ଦୂର ଜାଗାରେ ଲଗାନ୍ତୁ କିମ୍ବା ବାଡ ପାଖରେ ଲଗାନ୍ତୁ । ଘର ଚାରିପଟର ପାଖ ପାଖି କେବେ ମଧ୍ୟ ଏହି ଗଛକୁ ରଖନ୍ତୁ ନାହିଁ ।

କନିଅର ଗଛକୁ ରଖିବା ଦ୍ଵାରା ଆପଣଙ୍କ ଘରର କୌଣସି ସଦସ୍ୟ କେବେ ନା କେବେ ବିଷ ଖାଇବା ଭଳି ପରିସ୍ଥିତି ଆସିଥାଏ । ଘରେ ଘୋର ବିଷାଦ ଘେରିବାର ସମ୍ଭାବନା ରହିଥାଏ ଏହି ଗଛର ଘର ପାଖରେ ରହିବା ଦ୍ଵାରା । ତେଣୁ ଏହାକୁ ଘର ଠାରୁ ଦୂରରେ ଲଗାନ୍ତୁ । ତୃତୀୟ: ବରଗଛ ଓ ଓସ୍ତ ଗଛକୁ ଘର ଚାରିପଟେ ଏକାଠି ବଢିବାକୁ ଦିଅନ୍ତୁ ନାହିଁ ।

କେବେ ମଧ୍ୟ ଏହି ଦୁଇଟି ଗଛକୁ ପାଖା ପାଖି ରଖିବା ପାଇଁ ଦିଅନ୍ତୁ ନାହିଁ । ଗୋଟିଏ ଗଛ ରହିଲେ କୌଣସି ଅସୁବିଧା ନାହିଁ । କିନ୍ତୁ ଦୁଇଟି ଗଛ ରହିଲେ ଆପଣଙ୍କ ଘରେ ଅନେକ ପ୍ରକାର ସମସ୍ୟା ମାନ ଦେଖାଦେବ । ଆପଣଙ୍କ ଘର ପ୍ରତି ଅନେକ ବିପଦ ମଧ୍ୟ ଆସିବ । ତେଣୁ ଆପଣ ଦୁଇଟି ଗଛକୁ କେବେ ଘର ଚାରିପାଖରେ ରହିବା ପାଇଁ ଦେବେ ନାହିଁ ।

ଆପଣ ଏହି ସମସ୍ତ ଗଛ ଗୁଡିକୁ ଯଦି ଆପଣଙ୍କ ଘର ପାଖରେ ଦେଖନ୍ତି ତେବେ କିଛି ନ ଭାବି ନଚିନ୍ତି ପ୍ରଥମେ ସେହି ଗଛଗୁଡିକୁ ହଟାଇବା କଥା ଭାବିବା ଦରକାର । ଏହି ସମସ୍ତ କଥାକୁ ଧ୍ୟାନରେ ରଖନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ । ଆମର ଏହି ପୋଷ୍ଟଟିକୁ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *