ଏହି କାରଣ ଯୋଗୁ ବିବାହିତ ମହିଳା ମାନଙ୍କ ଆଡକୁ ଆକର୍ଷିତ ହୁଅନ୍ତି ପୁଅମାନେ ! ଜାଣିବାକୁ ଚାହୁଁଥିଲେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ଶୁଣିଥିବେ କି ପୁଅ ମାନେ ଝିଅ ମାନଙ୍କ ପେକ୍ଷା ମହିଳା ମାନଙ୍କ ଆଡକୁ ଅଧିକ ଆକର୍ଷିତ ହୁଅନ୍ତି । ଏବେ ଏହି କଥା ସତ ମଧ୍ୟ ପ୍ରମାଣିତ ହେଉଛି । ତେବେ କହି ରଖୁଛୁ କି ଆଜିକାଲିର ପୁଅ ମାନେ କୁମାରି ଝିଅ ମାନଙ୍କ ପେକ୍ଷା ବିବାହିତା ନାରୀ ଙ୍କ ପ୍ରତି ଅଧିକ ଆକ୍ଷରିତ ହେଉଛନ୍ତି । ନିଜ ଠାରୁ ଅଧିକ ବୟସର ମହିଳାଙ୍କ ସହ ସମୟ ବିତାଇବାକୁ ପୁଅ ମାନେ ପସନ୍ଦ କରୁଛନ୍ତି । ଏହା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ରେ ଆସୁଥିବ କି ଏମିତି କେଉଁ କାରଣ ପାଇଁ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସଙ୍ଖେପରେ ।

ନିଜ ଠାରୁ ବଡ ମହିଳା ମାନଙ୍କ ପ୍ରତି ପୁଅ ମାନେ ଆକର୍ଷିତ ହେବା ସାମାନ୍ଯ କଥା ଅଟେ । ଏହି ସେହି ବୟସ ଅଟେ ଯାହା ପୁଅ ମାନେ ଟିକେ ବୁଝିଥାନ୍ତି । ପ୍ରଥମ କାରଣ ହେଉଛି ବିବାହିତା ନାରୀ ମାନେ କୁମାରି ଝିଅ ମାନଙ୍କ ଅପେକ୍ଷା ବେସୀ ବୁଦ୍ଧିମାନ ହୋଇଥାନ୍ତି । କାରଣ ଏମାନଙ୍କୁ ଜୀବନ ବଞ୍ଚିବାର ଅଭିଗତା ଅଧିକ ରହିଥାଏ । ବିବାହିତା ନାରୀ ଅଧିକ ଅନୁଭବି ହୋଇଥାନ୍ତି । ଏହି କାରଣରୁ ପୁଅ ମାନେ ଅଧିକ ପସନ୍ଦ କରିଥାନ୍ତି । କୁହା ଅଯାଇଛି ବିବାହ ପରେ ଝିଅମାନେ ବେସୀ ସୁନ୍ଦର ଦେଖା ଯାଇଥାନ୍ତି ।

ଏହି କଥା ବିଲକୁଲ ସତ ଅଟେ । ମହିଳା ମାନଙ୍କର ବିବାହ ପରେ ଶାରୀରିକ ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ ମହିଳା ମାନେ ପୁଅ ମାନଙ୍କୁ ବେସ ଆକର୍ଷିତ କରିଥାନ୍ତି । ବିବାହ ପରେ ଝିଅ ମାନଙ୍କର ମୁହଁ ବେସ ସୁନ୍ଦର ଲାଗିଥାଏ । ବିବାହିତ ନାରୀ ସଜବାଜ ହୋଇ ବେସୀ ସୁନ୍ଦରୀ ଦେଖା ଯାଇଥାଏ । ଅନ୍ୟ ଏକ କାରଣ ହେଉଛି ଆଜିକାଲିର ହିଆ ମାନଙ୍କର ନଖରା ଅଧିକ ରହିଥାଏ ଆଉ କଥା କଥା ରେ ରାଗି ଯାଇଥାନ୍ତି ।

ସେଠାରେ ଦେଖିବାକୁ ଗଲେ ବିବାହିତ ନାରୀ ମାନେ କମ ରାଗିଥାନ୍ତି ଓ ସବୁ କଥା ବୁଝିବାକୁ ଚେଷ୍ଟା କରିଥାନ୍ତି । ଏଥିପାଇଁ ବିବାହିତା ନାରୀ ପୁଅ ମାନଙ୍କୁ ବେସୀ ପସନ୍ଦ ଆସିଥାନ୍ତି । ଅନ୍ୟ ଏକ କାରଣ ହେଉଛି ଝିଅ ମାନଙ୍କୁ ସବୁଦିନ କିଛି ନୂଆ ଜିନିଷ ଦରକାର ଯେମିତି ଖାଇବା, ପିଇବା, ବୁଲିବା, ନୂଆ ଡ୍ରେସ ଇତ୍ୟାଦି । ବିବାହିତା ନାରୀ ମାନେ କମ ଖର୍ଚ୍ଚରେ ବେସୀ ଖୁସିରେ ରୁହନ୍ତି । ବିବାହ ପରେ ମହିଳା ମାନେ ଆବଶ୍ୟକତା ଅନୁଯାୟୀ ଖର୍ଚ୍ଚ କରିଥାନ୍ତି ।

ଅନ୍ୟ ଏକ କାରଣ ହେଉଛି ବିବାହିତା ମହିଳା ମାନେ ଖୋଲା ବିଚାରଧାରା ହୋଇଥାନ୍ତି । ସେଥିପାଇଁ ସେମାନେ ନିଜର କଥାକୁ ସ୍ପଷ୍ଟ ଭାବେ କହି ପାରନ୍ତି । ମନରେ କୌଣସି ପ୍ରକାରର କଥା ରଖନ୍ତି ନାହି । ସେଥିପାଇଁ ବିବାହିତ ନାରୀ ଙ୍କୁ ବୁଝାଇବା ପାଇଁ ବେସୀ ସମୟ ଲାଗେ ନାହି । ପୁଅ ମାନେ ମଧ୍ୟ ନିଜ ମନ କଥା କହି ପାରନ୍ତି । କିନ୍ତୁ ସବୁ ପୁଅ ଏମିତି ହୋଇ ନ ଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *