ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏହି 5ଟି ନାମର ଝିଅମାନେ – Jyotisha Shastra

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ଯିଏ ତାଙ୍କର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତ ଙ୍କୁ ରାଜଗାଦି ରେ ବସାଇଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ରେ ଅନେକ କଥା ଉଲେଖ କରା ଯାଇଛି । ଅଜହର ବିଶେଷ ମହତ୍ଵ ରହିଛି । ଦୁନିଆରେ ଝିଅ ମାନଙ୍କୁ ଚିହ୍ନିବା ଏହେ ସହଜ ନୁହେଁ । ଝିଅ ମାନଙ୍କର ବ୍ୟବହାର ଏତେ ଅଲଗା ରହିଥାଏ କି ସେମାନେ କେଉଁ ସମୟରେ କିଭଳି ପ୍ରତିକ୍ରିୟା ଦେଇଥାନ୍ତି ତାହା କେହି ଜାଣି ପାରନ୍ତି ନାହି । ଦୁନିଆରେ ଏମିତି ଝିଅ ଅଛନ୍ତି ଯେଉଁ ମାନେ ଚାଲାକ ହୋଇଥାନ୍ତି ତ ଆଉ କେତେକ ସୁନ୍ଦର ଓ ସୁଶୀଳ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ୫ ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ପବିତ୍ର ହୋଇଥାନ୍ତି ।

୧- B ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ଏହି ଅକ୍ଷର ରୁ ଆରମ୍ଭ ହୋଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି । ଏମାନେ ସାନ୍ତ ସ୍ବଭାବର ହେବ ସହ ନିଜ ସାଥି ଙ୍କ ପ୍ରତି ବଫାଦାର ହୋଇଥାନ୍ତି । ଏମାନେ କଠିନ ସ୍ଥିତି ରେ କେବେ ବି ନିଜ ସାଥିଙ୍କ ହାତ ଛାଡନ୍ତି ନାହି । ଏମାନଙ୍କର ବ୍ୟବହାର ଖୁବ କୋମଳ ହୋଇ ଥିବାରୁ ଏମାନେ ଗଙ୍ଗା ଜଳ ଭଳି ପବିତ୍ର ହୋଇଥାନ୍ତି ।

୨- N ନାମର ଝିଅ ମାନେ : ଯେଉଁ ଝିଅର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଖୁବ ତେଜ ସ୍ଵଭାବର ହୋଇଥାନ୍ତି । ଏମାନେ ପରିବାର ଓ ସାଥିଙ୍କ ଭଲ ଭାବେ ଧ୍ୟାନ ରଖିଥାନ୍ତି । ଏମାନେ କେବେ ବି ଏମିତି କିଛି କାମ କରନ୍ତି ନାହି ଯାହା ଦ୍ଵାରା ଏମାନଙ୍କର ପରିବାରର ନାଁ ଖରାପ ହେବ । ଏମାନଙ୍କର ସ୍ଵଭାବ ଭଲ ହୋଇଥିବାରୁ ଏମାନଙ୍କୁ ପବିତ୍ର ମାନାଯାଏ ।

୩- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସଂପର୍କକୁ ବାନ୍ଧି ରଖିବାରେ ଖୁବ ମାହିର ହୋଇଥାନ୍ତି । ଏମାନେ ଛୋଟ ହୁଅନ୍ତୁ କି ବଡ ହୁଅନ୍ତୁ ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି । ଏମାନେ କେବେ ବି କାହାକୁ ଦୁଖ ଦିଅନ୍ତି ନାହି । ଏମାନେ ସମସ୍ତଙ୍କ ସହ ପ୍ରେମରେ କଥା ହେଇଥାନ୍ତି । ଯାହା କାରଣରୁ ଏମାନଙ୍କୁ ପବିତ୍ର ମାନାଯାଏ ।

୪- V ନାମର ଝିଅମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନେ ଖୁବ ଲାଜକୁଳୀ ହୋଇଥାନ୍ତି । ତଥାପି ନିଜ ପରିବାରକୁ ଖୁସି ରେ ରଖିବା ଓ ତାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ପ୍ରୟାସ କରିଥାନ୍ତି । ଏମାନେ ସବୁ ପରିସ୍ଥିତିରେ ନିଜ ସାଥିଙ୍କର ସାଥ ଦେଇଥାନ୍ତି ।

୫- Y ନାମର ଝିଅମାନେ : ଦୁନିଆରେ ଏହି ନାମର ଝିଅ ମାନେ ମିଳିବା ଖୁବ କମ ହୋଇଥାଏ । ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ ଭଲ ହେବା ସହ ଅନ୍ୟ ସହ ସମ୍ମାନରେ କଥା ହୋଇଥାନ୍ତି । କେବେ ବି କାହାର ନିରାଦର କରନ୍ତି ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *