ଘରରର କେଉଁ ସ୍ଥାନରେ ପୂଜା ଘର ହେବା ଉଚିତ ? Vastu Shastra

ଭାରତୀୟ ସଂସ୍କୃତି ଅନୁସାରେ ଘର ଜେଭଳି ଭି ହେଉ ଘର ଘର ହୋଇ ଥାଏ । କେବଳ ଏତିକି ନୁହେଁ ଭାରତରେ ଏହା ମଧ୍ୟ ମାନ୍ୟତା ଅଛି କି ଯଦି ଘରେ ମନ୍ଦିର ସ୍ଥାପନା ହୁଏ କିମ୍ବା ପୂଜା ଘରର ସ୍ଥାପନା ହୁଏ ତେବେ ଆପଣ ଜାଣି ନିଅନ୍ତୁ କି ଏହା ଖୁବ ଭଲ ଅଟେ । ଏହା ସହ ଆପଣ ଏହା ମଧ୍ୟ ଜାଣି ନିଅନ୍ତୁ କି ଆମ ଘରେ ହେଉଥିବା ପୂଜା ଦ୍ଵାରା ହି ଅନେକ ନାକାର୍ତ୍ମକ ଶକ୍ତି ଏହା ମଧ୍ୟରେ

ପ୍ରବବେଶ କାରୀ ପାରନ୍ତି ନି । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ମଧ୍ୟ କୁହା ଯାଇଛି କି ଏହା କେଊନ ଦିଗକୁ ମୁହଁ କରି ରହିବା ଆବଶ୍ୟକ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମନ୍ଦିର କିମ୍ବା ଘରେ ଥିବା ପୂଜା ଘର ଉତ୍ତର, ପୂର୍ବ ଦିଗରେ ରହିବା ଆବଶ୍ୟକ ଅଟେ ।

ଏହି ଜାଗାରେ ଆମେ ମାନେ ମନ କଥା କୁ ଭଗବାନ ଙ୍କ ପାଖେ ପହଞ୍ଚାଇ ଥାଉ । ଯଦି ଆମେ କହିବା କି ଆମେ ଭୁଲ ଜାଗାରେ ଅଜାଣତା ବଶତଃ ପୂଜା ଘର ବନେଇଛୁ ତାହେଲେ ମଧ୍ୟ ଏହା ଖୁବ ଖରାପ ପ୍ରଭାବ ପକାଇ ଥାଏ । ଏହି ସ୍ଥାନରେ ବସିଲେ ଆମେ ମଧ୍ୟ ଓଲଟା ପରିଣାମ ପାଇ ଥାଉ । ତେବେ ପୂଜା କେବଳ ପୂଜା ଘରେ କଲେ ସୁନ୍ଦର ଦେଖା ଯାଏ । ସେହିଭଳି ପୂଜା ଘରର ସ୍ଥାନ ମଧ୍ୟ ଉତ୍ତର ଓ ପୂର୍ବ ଦିଗକୁ ରହିବା ଆବଶ୍ୟକ ଅଟେ ।

ଏହା ଇଶାନ କଣରେ ରହିବା ଆବଶ୍ୟକ ଅଟେ କୁହା ଯାଏ କି ଯେତେବେଳେ ବାସ୍ତୁ ପୁରୁଷ ପୃଥିବୀ କୁ ଆସିଥିଲେ ସେ ଉତ୍ତର ପୂର୍ବ କିମ୍ବା ଇଶାନ କଣରେ ନିଜର ମୁଣ୍ଡ କରିଥିଲେ । ତେବେ ଏହି କଣରେ ଭଗବାନ ଙ୍କର ନିବାସ ତଥା ଏହି ଦିଗରେ ବୁଧଙ୍କ ବାସସ୍ଥାନ ବୋଲି ମଧ୍ୟ କୁହା ଗଲା । ତେଣୁ କରି କୁହା ଯାଇଛି କି ଇଶାନ କଣରେ ପୂଜା ଘର କରିବା ଆବଶ୍ୟକ । ଯଦି କିଛି କାରଣରୁ ଆପଣ ଏହି ତିନୋଟି କଣ ମଧ୍ୟରୁ କିଛି ଭି ପାଇ ପାରି ନାହାନ୍ତି ।

ତେବେ ଆପଣ ଆଗ୍ନେୟ କଣ କୁ ବାଛି ପାରିବେ ଏହା ପୂର୍ବ ଓ ଦକ୍ଷିଣ କାନକୁ ବୁଝାଇ ଥାଏ । ଭୁଲ ରେ ଆପଣ କେବେବି ଦକ୍ଷିଣ ଦିଗକୁ ମୁହଁ କରି ମନ୍ଦିର ନିର୍ମାଣ କରିବେନି । ଏହି ଦିଗ ହେଉଛି ଯମର ଦିଗ । ମାନେ କହିବାକୁ ଗଲେ ଏହି ଦିଗରେ ଯମ ଦେବଙ୍କ ବାସସ୍ଥାନ ଅଟେ । ଏହା ଛଡା ଆପଣଙ୍କ ପୂଜା ଘର ତଳ ଘରେ ହେବା କଥା ନୁହେଁ । ଏହା ସହ ଆପଣଙ୍କ ପୂଜା ଘର ଗାଧୋଇବା ଘର କିମ୍ବା ରୋଷେଇ ଘର ପାଖରେ ରହିବା କଥା ନୁହେଁ ।

ଏହା ସହ ପୂଜା ଘର ଶୋଇବା ଘର ମଧ୍ୟରେ ରହିବା ଆବଶ୍ୟକ ନୁହେଁ । ଏବେ ଆସନ୍ତୁ ଜାଣିବା କେଉଁ ଦିଗକୁ ମୁହଁ କରି ପୂଜା କରିବା କଥା । ଆପଣ ପୂଜା କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗ ଆଡକୁ ମୁହଁ କରି ରହିବା ଆବଶ୍ୟକ । ଏହା କରିବା ଦ୍ଵାରା ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହେ ଓ ସବୁ ଲୋକମାନେ ନିଜ ଜିଆନକୁ ଖୁବ ଆନନ୍ଦରେ ବଞ୍ଚନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *