ଘର ଉପରେ ଏହି ଗଛର ଛାଇ ପଡିଲେ ହୋଇଥାଏ ଘୋର ଅନର୍ଥ, ଆଣିଥାଏ ମୃତ୍ୟୁ- Vaastu Tips

ବାସ୍ତୁ ଶାସ୍ତ୍ରର ବ୍ୟକ୍ତି ଜୀବନରେ ବିଶେଷ ମହତ୍ଵ ରହିଥାଏ । ଘର କ୍ରୟ କରିବା ଠାରୁ ଆରମ୍ଭ କରି ଜିନିଷ ରଖିବା ଯାଏଁ ବାସ୍ତୁ ଶାସ୍ତ୍ର ମୁଖ୍ୟ ଭୂମିକା ନିଭାଇଥାଏ । ମାନ୍ୟତା ରହିଛି ଘରର ମୁଖ୍ୟ ଦ୍ଵାରର ଦିଶା ଭୁଲ ହୋଇଥିଲେ ବ୍ଯକ୍ତିର ଉନ୍ନତି ରାହିଜାଏ । ବାସ୍ତୁ ଶାସ୍ତ୍ର ବ୍ଯକ୍ତିର ଜୀବନର ଅନେକ ସମସ୍ଯା ଦୂର କରିବାରେ ସହାୟକ ହୋଇଥାଏ । ଘରର ପ୍ରତେକ ରୁମର ନିଶ୍ଚିନ୍ତ ଦିଶା ନିର୍ଧାରିତ କରାଯାଏ । ଆଜି ଆମେ ଆପଣଙ୍କୁ କେଉଁ ଗଛର ଛାୟା ଘର ଉପରେ ପଡିଲେ ମୃତ୍ୟୁର କାରଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଧ୍ଵଜ ଛାୟା ବେଦ ଅନୁଯାୟୀ ମନ୍ଦିର ର ଆଖ ପାଖରେ ୧୦୦ ଫିତୀ ଭିତରେ ତିଆରି ହୋଇଥିବା ଘର ଧ୍ଵଜ ଛାୟା ଅନ୍ତର୍ଭୁକ୍ତ ହୋଇଥାଏ । କିନ୍ତୁ ମନ୍ଦିରର ଉଚ୍ଚତା କମ ଓ ପତାକାର ଛାୟା ଘରେ ଉପରେ ନ ପଡିଲେ ଏହାର କୌଣସି ପ୍ରଭାବ ଘର ଉପରେ ପଡିବ ନାହି । ଯଦି ପତାକାର ଉଚ୍ଚତାର ଦୁଇ ଗୁଣା ଛାଡି ଘର ନିର୍ମାଣ କରାଯାଏ ତେବେ ବାସ୍ତୁ ଦୋଷର କାରଣ ହୋଇଥାଏ । ସକାଳ ୧୦ଟା ରୁ ଦ୍ଵିପହର ୩ଟା ଯାଏଁ କୌଣସି ମନ୍ଦିର ର ଛାୟା ଘର ଉପରେ ପଡୁଥାଏ ତେବେ ଏଥିପାଇଁ ଗୃହରେ ଅସାନ୍ତି, ବ୍ୟବସାୟରେ ହାନି, ବିବାହରେ ବାଧା ଆସିଥାଏ ।

ଛାୟା ବେଦ ଅନୁଯାୟୀ ପୂର୍ବ ଦିଶାରେ ଥିବା କୌଣସି ପାହାଡ ବା ଉଚ୍ଚ ବିଲଡିଙ୍ଗ ର ଛାୟା ଆପଣଙ୍କ ଘର ଉପରେ ପଡିଲେ ଅଶୁଭ ମାନା ଯାଇଥାଏ । ଏହା ଦ୍ଵାରା ଜୀବନରେ ମାନ ସମାନ ହାନି ହେବା ସହ ସଫଳତାରେ ବାଧା ଆସିଥାଏ । ଯଦି ଆପଣଙ୍କ ଘର ପାଖରେ ବୋରିଙ୍ଗ କରା ଯାଇଛି ବ କୂଅ ରହିଛି ତେବେ ଏଥିରେ ପଡୁଥିବା ଛାୟା କାରଣରୁ ଆର୍ଥିକ ସମସ୍ଯା ସୃଷ୍ଟି ହୋଇଥାଏ । ମାନା ଯାଇଥାଏ କି କାହା ଘର ଉପରେ ଅନ୍ୟ ଘରର ଛାୟା ପଡିଲେ ପରିବାରର ମୁଖ୍ୟ ବ୍ୟକ୍ତିଙ୍କର ବିନାଶ ହୋଇଥାଏ । ଏହି ଛାୟା ଅଧିକ ସମୟ ଯାଏଁ ପଡିବା ଉଚିତ ନୁହେଁ ।

ନଚେତ ଏହା ବହୁତ ଅଶୁଭ ହୋଇଥାଏ । ଛାୟା ବେଦ ଅନୁଯାୟୀ ଯଦି ସକାଳ ୩ଟା ରୁ ଦ୍ଵିପହର ୩ଟା ଯାଏଁ କୌଣସି ଗଛର ଛାୟା ଘର ଉପରେ ପଡିଥାଏ ତେବେ ଏହା ଅଶୁଭ ହୋଇଥାଏ । କିନ୍ତୁ ଏଥିରେ ଦିଶା କେଉଁ ଦିଗରେ ରହିଛି ତାହା ଜାଣିବା ଦରକାର । ଏମିତି ହେଲେ ଜୀବନରେ ଅସଫଳତା ମିଳିଥାଏ । ଘରର ଅଗ୍ନି କୋଣରେ ବଟ ଗଛ, ଓସ୍ତ ଗଛ, ଶିମଲ ଗଛ ଓ ଗୁଲାର ଗଛ ରହିବା ଦ୍ଵାରା ଜୀବନରେ ସମସ୍ଯା ଆସିଥାଏ ।

ଏଥିପାଇଁ ବ୍ଯକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ । ତେଣୁ ଧ୍ୟାନ ରଖିବା ଦରକାର ଆପଣଙ୍କ ଘରର ଗଣି କୋଣରେ ଏହି ସବୁ ଗଛ ନ ରହିବା ଉଚିତ ଯାହାର ଛାୟା ଅଧିକ ସମୟ ଯାଏଁ ଆପଣଙ୍କ ଘର ଉପରେ ପଡୁଥିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *