ଘରର ଏହି ଦିଗରେ ଜୋତା- ଚପଲ ଭୁଲରେ ବି ରଖନ୍ତୁ ନାହିଁ, ଆଣିଥାଏ ଦାରିଦ୍ର୍ୟତା

ଘର ଏହି ସ୍ଥାନରେ ଜୋତା ଚପଲ ଭୁଲରେ ରଖନ୍ତୁ ନାହିଁ । ଏହା ବାସ୍ତୁ ଦୋଷ ନିର୍ମାଣ କରିଥାଏ । ଆଉ ଘରର ଦରିଦ୍ରତାର କାରଣ ବନିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ସବୁ ଜିନିଷର ନିଶ୍ଚିତ ସ୍ଥାନ ଓ ଦିଗ ରହିଥାଏ । କାରଣ ସବୁ ଜିନିଷରେ ସକାରାତ୍ମକ ଓ ନକରାତ୍ମକ ଦୁଇଜି ଜିନିଷ ରହିଥାଏ । ପ୍ରତେକ ଜିନିଷ ଗୋଟେ ବିଶିଷ୍ଟ ପ୍ରକାର ଭାଇବ୍ରେସନ ନିର୍ମାଣ କରିଥାଏ । ଆଉ ଆଜିର ବିଜ୍ଞାନ ମଧ୍ୟ ଏହାକୁ ମାନି ଥାଏ । ଯାହା ଆମର ମୁନି ରୁଷି ମାନେ ହଜାର ବର୍ଷ ପୂର୍ବେ କହିଥିଲେ । ଶାସ୍ତ୍ର ହିସାବରେ ଯଦି ଏହି ନିଶ୍ଚିତ ଜିନିଷକୁ ଠିକ ସ୍ଥାନରେ ରଖା ନଯାଏ ତେବେ ଏହା ନକରାତ୍ମକ ଊର୍ଜା ଛାଡି ଥାଏ ।

ଯାହାର ପ୍ରଭାବ ପରିବାର ଲୋକଙ୍କ ଉପରେ ପଡିଥାଏ । ଖାସ କରି ଏହି ଜିନିଷର ଧ୍ୟାନ ରଖିବେ ଯାହାର ସମ୍ପର୍କ ପଞ୍ଚ ତତ୍ଵ ସହିତ ରହିଥାଏ ତେବେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ । ଏହା ସବୁଠୁ ଅଧିକ ନକରାତ୍ମକତା ଛାଡି ଥାଏ ।

ଯେମିତିକି ଜଳ ଅଗ୍ନି ଓ ବାୟୁ ସହିତ ଜଡିତ ଜିନିଷ । ଆଜି ଆମେ ଜାଣିବା ଜୋତା ଓ ଚପଲ ରଖିବାର ଠିକ ଜାଗା । ଜୋତା ଚାପ ପାଇଁ ଗୋଟିଏ ଦିଗ ନିର୍ନୟ କରାଯାଇଛି । କାରଣ ଘର ଭିତରେ ସବୁଠୁ ଅଧିକ ନକରାତ୍ମକତା ଜୋତା ଓ ଚପଲ ଛାଡିଥାନ୍ତି । ଜେଇନ ଜିନିଷକୁ ଆମେ ପଦରେ ପିନ୍ଧିଥାନ୍ତୁ ଓ ତାକୁ ବହୁତ ଜାଗାରେ ବୁଲିକି ଆସିଥାଉ ଶେଥି ପାଇଁ ତାକୁ ରଖିବା ପାଇଁ ଖାସ ଧ୍ୟାନ ରଖିବା ଦରକାର ହୋଇଥାଏ ।

ପ୍ରାୟତଃ ଲୋକ ନିଜ ଜୋତା ଚପଲକୁ ଘରର ଭିତରେ ମଧ୍ୟ ଉତାରି ଥାନ୍ତି କିନ୍ତୁ ବସ୍ତୁ ଅନୁସାରେ ଏହିଭଳି କରିବା ଅନୁଚିତ ହୋଇଥାଏ । ଏହା ଘରେ କ୍ଲେଶ ନିର୍ମାଣ କରିଥାଏ । ଆଉ ଘରୁ ଦେବୀ ଦେବତା ପଳାଇ ଥାନ୍ତି । ଯେଉଁ ଘରେ ଜୋତା ଚପଲ ଆଡେ ସାଡେ ପଡିଥାଏ ସେଠାରେ ଶନୀଙ୍କର ଅଶୁଭ ପ୍ରଭାବ ପଡିଥାଏ । କାରଣ ଶନିକୁ କାରକ ମନା ଯାଇଥାଏ । ପଦରେ ପିନ୍ଧା ଯାଉଥିବା ଜିନିଷ ଠିକ ଭାବରେ ରଖିବା ଦରକାର ହୋଇଥାଏ । ସାନି ଅନୁଶାସନ ପ୍ରିୟ ଦେବତା ହୋଇଥାନ୍ତି । ଘରେ ଜୋତା ଚପଲ ଠିକ ଜାଗାରେ ରଖିବା ଦରକାର ହୋଇଥାଏ ।

ତାକୁ ଆଡେ ସାଡେ ପକାନ୍ତୁ ନାହିଁ । ଘର ବାହାରେ ଅବ୍ୟବସ୍ତିତ ରୂପରେ ପଡି ଥିବା ଜୋତା ଚପଲ ନକରାତ୍ମକ ଊର୍ଜା ଉତପନ କରିଥାଏ । ଆଉ ଓଲଟା ପଡିଥିବା ଜୋତା ଚପଲ ମନୁଷ୍ୟ ପାଇଁ ଅଶୁଭ ସମାଚାର ଆଣିଥାଏ । ନିଜ ଜୋତା ଚପଲ ଜମା କରି ଗୋଟିଏ କୋଣରେ ରଖିବା ଦରକାର ହୋଇଥାଏ । ଯଦି ଘରେ ପୁରୁଣା ଜୋତା ଚାପଲ ଥାଏ ତାକୁ ତୁରନ୍ତ ତାକୁ ଘର ବାହାରକୁ ପକାଇ ଦିଅନ୍ତୁ । ଯଦି କିଛି ପୁରୁଣା ଜୋତା ଚପଲ ଥାଏ ତାକୁ ନ ଫୋପାଡି ଗରିବଙ୍କୁ ଦାନ କରିଦିଅ ଅଅଏହା ଦ୍ଵାରା ଶନିଦେବଙ୍କ କୃପା ମିଳିଥାଏ । ପୁରୁଣା ଜୋତା ଚପଲ ରଖିବା ଦ୍ଵାରା ଘରେ ନକରାତ୍ମକତା ଆସିଥାଏ ।


ଜୋତା ଚପଲର ଷ୍ଟାଣ୍ଡ ରୋଷେଇ ଘର କି ଠାକୁର ଘର ପାଖା ପାଖୀ ରଖନ୍ତୁ ନାହିଁ । ଏମିତି କରିବା ଅଶୁଭ ହୋଇଥାଏ । ଘରର ପୂର୍ବ ଉତ୍ତର, ଇଶାନ ବା ଏଈଶାନ୍ୟ କୋଣରେ ଜୋତାର ଆଲମାରି କେବେବି ବନାନ୍ତୁ ନାହିଁ । ଏହା ଦ୍ଵାରା ପରିବାର ସଦସ୍ୟଙ୍କ ଭିତରେ କ୍ଲେଶ ବଢିଥାଏ । ଆଉ କାର୍ଯ୍ୟରେ ସଫଳତା ମିଳିନଥାଏ । ଜୋତା ରଖିବା ପାଇଁ ଦକ୍ଷିଣ ପଶ୍ଚିମ ଦିଗ ଠିକ ସ୍ଥାନ ବୋଲି କୁହାଯାଇଥାଏ । ଠାକୁରଙ୍କ ପୂଜା କରୁଥିବା ଲୋକ ଚମଡା ଜୋତା ପିନ୍ଧିବା ଉଚିତ ନୁହେଁ । ଏହା ପଶୁ ମାନଙ୍କର ପ୍ରାଣ ନେଇକି ବନା ଯାଇଥାଏ । ଆଉ ଏହା ପାପ ମଧ୍ୟ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *