ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ ଶୁଭ ଓ ଅଶୁଭ ଅନେକ ଦିନରୁ ଯଦି ତ ହୋଇ ରହିଛି ଆମ ସହ ଆମେ ଏହାକୁ ଆଜି ଯାଏ ମଧ୍ୟ ଛାଡି ପାରିନେ । କେଉଁ ପୁରୁଣା କାଳରୁ ଆମେ ମାନେ ଏହାକୁ ମାନ୍ୟତା ଦେଇ ଆସୁଛେ ରାମାୟଣ ଓ ମହାଭାରତ ସମୟରୁ ମଧ୍ୟ ଏହା ଚାଲିଛି । ଏହା ସହ ଆପଣମାନ ଏହା ଜାଣି ଥିବେ କି ଋଷି ମୁନି ମାନେ ମଧ୍ୟ ଏହାକୁ ମାନୁଥିଲେ । ଏବେ ଭି ଏହି ଶୁଭ ଅଶୁଭ ସମୟର ଅନେକ ଚର୍ଚ୍ଚା ମାନ ହୁଏ ଆପଣ ଏହାକୁ କିଛି ଜଣଙ୍କୁ କିଛି ଖରାପ ପରିଣାମ ପାଇବାର ମଧ୍ୟ ଦେଖି ଥିବେ ।
ଘର ଆରମ୍ଭ କରିବାର ଶୁଭ ସମୟ , ମାଟି ଖୋଲିବାର ଶୁଭ ସମୟ , ଘରୁ ଯିବାର ସମୟ ଓ ବିବାହ ପାଇଁ ଶୁଭ ସମୟ ଏହି ବହଳି ଅନେକ ସମୟ ରେ ଶୁଭ ସମୟ ଓ ଅଶୁଭ ସମୟ କୁ ଦେଖା ଯାଇଥାଏ । ତେବେ ଏହା ମଧ୍ୟ କୁହାଯାଇଛି କି ମଣିଷ ପ୍ରକୃତି ରୁ ସୃଷ୍ଟି ହୋଇ ଥାଏ ତେବେ ପ୍ରକୃତି ନିଜ ଜନ୍ମିତ ସବୁ ଜୀବ ଜନ୍ତୁଙ୍କ ପାଇଁ ସଂକେତ ରଖୀ ଥାଏ ।
ଅଶୁଭ ସମୟ ହେଉ କିମ୍ବା ଶୁଭ ସମୟ ହେଉ ଏହା ଆରମ୍ଭ ହେବା ଆଗରୁ ଆମକୁ କିଛି ସଂକେତ ମିଳିଥାଏ । ତେବେ ଆସନ୍ତୁ ଜାଣିବା କି କେଉଁ ଭଳି ଜାଣିବା ସମୟ ବିଷୟରେ । ଗାଇକୁ ଆମେ ପୂଜା କରିଥାଉ କିଛି ଜଣ ଏହାକୁ ପାଳନ ମଧ୍ୟ କରିଥାନ୍ତି ।
ଯଦି ଆପଣଙ୍କ ଘରେ ଗାଈ ଅଛି କିମ୍ବା ଆପଣଙ୍କ ଘରେ ଯଦି କୌଣଶୀ ଗାଈ ନିଜ ପ୍ରସାବ କରୁଛି ତେବେ ଆପଣ ଜାଣି ରଖନ୍ତୁ କି ଏହା ଆପଣଙ୍କ ପାଇଁ ଭଲ ହୋଇ ଥାଏ ଏହା ବଂଶ ବୃଦ୍ଧିର କାରଣ ହୋଇଥାଏ । ଏହା ପରେ ଯଦି ଆପଣଙ୍କ ଘରେ ଚୁଚୁନ୍ଦ୍ରା ମାନେ ଅଧିକ ହେଉଛନ୍ତି ତେବେ ଏହା ଭଲ କଥା ନୁହେଁ କିଛି ବେମାରି ବଢି ପାରେ ।
ସେହି ଭଳି ଭାବେ ଘରେ ଯଦି ଆପଣଙ୍କର ଅଧିକ ବାଦୁଡି କିମ୍ବା ମହୁମାଛି ର ଆଦା ଜମି ବାରେ ଲାଗିଛି ଏହା ମଧ୍ୟ ଆପଣଙ୍କ ପାଇଁ ଖରାପ ହୋଇ ଥାଏ । ଯେଉଁ ଘର ଆଗରେ ଗାଈ ମନକୁ ଯାଇକି ଖାଇବା ଖାଇ ଥାଏ ତେବେ ଏହା ଭଲ ଲକ୍ଷଣ ହୋଇଥାଏ ।
ଏହା ପରେ ଆସେ କି ଯଦି ଆପଣଙ୍କ ଘରେ ବାହର ଜଙ୍ଗଲି ଚଢେଇ କିମ୍ବା ପାରା ଆସିକି ନିଜର ବସା ବନାଇ ଥାଏ ତେବେ ଏହା ମଧ୍ୟ ଭଲ ହୋଇ ନଥାଏ । ଆପଣଙ୍କୁ ଏହା ପାଇଁ ନିଜ ଘର ଛାଡିବାକୁ ମଧ୍ୟ ପଡିଥାଏ । ଯଦି ଘରର ବିଲେଇ କାହା ଘର ଆଗରେ ଝଗଡା କରିଥାନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ସେମାନଙ୍କ ଘର ଗଣ୍ଡୋଗଳ ବଡିବାରେ ଲାଗିବ । ଆପଣ ଯଦି ନିଜ ଘରେ ଗଧ ପାଳିଛନ୍ତି ଏହା ଆପଣଙ୍କ ଘର ଆଡକୁ ଦେଖିକି ବୋବାଇବାରେ ଲାଗୁଛି ଜାଣି ନିଅନ୍ତୁ କି କିଛି ଖରାପ ହେବ ଅପାଇନ ଯାଉଛି ।
ରାତିରେ ଯଦି କୁକୁର ଘର ବାହାରକୁ ଯାଇକି କବାଟ ଆଡକୁ ମୁହଁ କରିକି କାନ୍ଦିବା ପାଇଁ ଲାଗିଥାଏ ଘରକୁ ସମସ୍ଯା ଆସିବାର କାରଣ ହୋଇ ଯାଇଥାଏ ଏହା ଏହା ସହ କାହାର ମୃତ୍ୟୁ ମଧ୍ୟ ହୋଇ ପାରେ । ଯଦି ଆପଣଙ୍କ ଘର ପାହାଡିଆ ଜାଗାରେ ଓ ଆପଣ କୋକିଶିଆଳି ର ଆବାଜ ଶୁଣୁଛନ୍ତି ତେବେ ଆପଣଙ୍କ ପଡୋଶିର କିଛି ଖରାପ ହୋଇ ପାରେ ।