ଘରର ଅଭାବ ଦୂର କରିବା ପାଇଁ ୨ଟି ଛୋଟ ଉପାୟ, ଥରେ ନିଶ୍ଚୟ କରିକି ଦେଖନ୍ତୁ

ଜୀବନରେ ସବୁ କିଛି ପାଇବାର ଆଶା ସମସ୍ତଙ୍କୁ ହୋଇଥାଏ କିନ୍ତୁ କିଛି ଲୋକ ନିଜ ଭାଗ୍ୟ ଏବଂ ପରିଶ୍ରମ ଦ୍ଵାରା ପ୍ରାପ୍ତ କରିଥାନ୍ତି, ସମସ୍ତେ ଜାଣିଛନ୍ତି ଯେ ସବୁ କିଛି ପାଇବା ବହୁତ କଷ୍ଟକର କିନ୍ତୁ ସମସ୍ତେ ନିଜ ଅନୁଯାଇ ପରିଶ୍ରମ କରନ୍ତି କିନ୍ତୁ ପରିଶ୍ରମ ସହ ଭାଗ୍ୟ ରହିଲେ ସଫଳତା ପ୍ରାପ୍ତ ହୋଇଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ପରେ ଆପଣଙ୍କୁ ସଫଳତା ଏବଂ ଧନ ଦୁଇଟି ପ୍ରାପ୍ତ ହବ । ଘର ହେଉ ବା ଦୋକାନ ମେନ କବାଟ ପାଖରେ କୌଣସି ପ୍ରକାର ଅଇନା ବା କାଚ ଜିନିଷ ରଖିଲେ ଘର ଭିତରୁକୁ ନକାରାତ୍ମକ ଊର୍ଜା ପ୍ରବେଶ କରିନଥାଏ ।

ଏବଂ ଆପଣଙ୍କୁ ସଫଳତା ସହଜରେ ପ୍ରାପ୍ତ ହୋଇଥାଏ । ଘରେ ବା ଅଫିସରେ ଯେଉଁ ଜାଗାରେ କମ୍ପ୍ୟୁଟର ଅଛି ସେହି ଜାଗାରେ ଅଇନା ବା କାଚ ଜିନିଷ ରଖିବା ଉଚିତ ନୁହ ଏହା ଦ୍ଵାରା କଳି ଝଗଡା ଲାଗିଥାଏ ଏବଂ ଆପଣଙ୍କୁ ବହୁତ ସମସ୍ଯା ସାମ୍ନା କରିବାକୁ ପଡିଥାଏ ।

ତେବେ ସିଢି ଉପରେ ହେଉ ବା ତଳେ କେବେ ବି କାଚ ଜିନିଷ ବା ଅଇନା ରଖନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ଘର ଉନତ୍ତି ହୋଇନଥାଏ, ଆପଣଙ୍କ ଘରେ ବହୁତ ପ୍ରକାର ଅସୁବିଧା ବାସ କରିଥାଏ ।

୧. ଯଦି ଆପଣ ଯେତେ କଷ୍ଟ କରି ଟଙ୍କା ଆଣିଲେ ମଧ୍ୟ ଆପଣଙ୍କୁ ଏହା ପ୍ରାପ୍ତ ହେଉ ନାହିଁ ବା ଆପଣ ଟଙ୍କା ସଠିକ ଭାବରେ ବ୍ୟବହାର କରି ପାରୁ ନାହାନ୍ତି ତେବେ ଗୋଟେ ପିତଳ ଢାଳ ଆଣନ୍ତୁ ଏହା ଭିତରେ କୌ ଣସି ପ୍ରକାର ଟଙ୍କିକିଆ ବା ଡି ଟ ଙ୍କିଆ ପକାଇ ଏହାକୁ ଭର୍ତି କରି ଘର ପଶ୍ଚିମ ଦିଗରେ ରଖି ସବୁ ଦିନ ପ୍ରଣାମ କରନ୍ତୁ । ଦେଖିବେ ଆପଣଙ୍କ ଆର୍ଥିକ ସମସ୍ଯା ଏବଂ ଖର୍ଚ ସମସ୍ଯା ସମାପ୍ତ ହୋଇଯିବ ଆପଣଙ୍କୁ ଆଉ କୌଣସି ପ୍ରକାର ଅସୁବିଧା ହବ ନାହିଁ ।

୨. ଆପଣ ଗୋଟେ ଅଶ୍ବସ୍ତ ପତ୍ର ଆଣି ଏହାକୁ ଗଙ୍ଗା ଜଳରେ ଧୋଇ ଏହା ଉପରେ କେସର ଦ୍ଵାରା ଶ୍ରୀ ଲେଖି ନିଜ ପର୍ସରେ ରଖି ଦିଅନ୍ତୁ ଆପଣଙ୍କୁ ବହୁତ ପ୍ରକାର ସମସ୍ଯା ଠାରୁ ଆପଣଙ୍କୁ ରକ୍ଷା କରିଥାଏ । ଏହି ଉପାୟ ସମସ୍ତଙ୍କ ପାଇଁ ଲାଭକାରୀ ଅଟେ ଓ ସମସ୍ତେ ଏହାକୁ ଉପଯୋଗ କରି ପାରନ୍ତି ଓ ଲାଭ ପାଇ ପାରନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *