GK- ସ୍ତ୍ରୀ ନିଜ ସ୍ଵାମୀ କୁ ସବୁ କିଛି ଦେଇଥାଏ କିନ୍ତୁ ଗୋଟେ ଜିନିଷ କେବେ ବି ଦିଏ ନାହିଁ । ତାହା କଣ ? ଏହା ସହ ଆହୁରି କିଛି GK Quiz

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଆସନ୍ତୁ ଆରମ୍ଭ କରିବା ।

୧- ଏମିତି କଣ ଅଜିନିଷ ଅଛି ଯାହାକୁ କାଟିବା ପରେ ଲୋକେ ଗୀତ ଗାଇଥାନ୍ତି ?

ଉତ୍ତର- ଜନ୍ମଦିନ କେକ ।

୨- କେଉଁ ଦେଶରେ ଗାଳି ଦେଲେ ୫ ବର୍ଷ ପାଇଁ ଦଣ୍ଡ ମିଳିଥାଏ ?

ଉତ୍ତର- କ୍ୟୁବା ।

୩- ସୁନାର ପାହାଡ କେଉଁ ଦେଶରେ ଅଛି ?

ଉତ୍ତର- କଙ୍ଗୋ ।

୪- ସବୁଠାରୁ ଅଧିକ ଦିନ ଯାଏଁ କେଉଁ ଜୀବ ବଞ୍ଚିଥାଏ ?

ଉତ୍ତର- କଇଁଛ ।

୫- କେଉଁ ଦେଶରେ ଦୁଇଟି ବିବାହ କରିବା ଅନିବାର୍ଯ୍ୟ ଅଟେ ?

ଉତ୍ତର- ଆଇସଲ୍ୟାଣ୍ଡ ।

୬- ମୃତ୍ୟୁ ପରେ ମଣିଷର ମସ୍ତିସ୍କ କେତେ ସମୟ ଯାଏଁ ଜୀବିତ ରହିଥାଏ ?

ଉତ୍ତର- ୧୦ ମିନିଟ ।

୭- ଭାରତର ଦ୍ଵିତୀୟ ତାଜମହଲ କାହାକୁ କୁହାଯାଏ ?

ଉତ୍ତର- ବିବି କା ମକବରା ।

୮- ଏମିତି କେଉଁ ପ୍ରାଣୀ ଅଛି ଯାହାର ୩ଟି ହୃଦୟ ଓ ୯ଟି ମସ୍ତିକ ଅଛି ?

ଉତ୍ତର- ଅକ୍ଟୋପସ ।

୯- ବିଶ୍ଵରେ କଳା ହଂସ କେଉଁ ଠାରେ ଅଛି ?

ଉତ୍ତର- ଅଷ୍ଟ୍ରେଲିୟା ।

୧୦- ଏମିତି କେଉଁ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହିଁ ?

ଉତ୍ତର- ଧୋଖା ।

୧୧- ଗରିବୀର ବାଦାମ କାହାକୁ କୁହାଯାଏ ?

ଉତ୍ତର- ଚିନାବାଦାମ ।

୧୨- ଭାରତର ସବୁଠାରୁ ଉଚ୍ଚ ଇମାରତ କଣ ଅଟେ ?

ଉତ୍ତର- ପ୍ଲେ ରୟାଲ ।

୧୩- କଳ୍ପନା ଚାୱଲା ଅନ୍ତରିକ୍ଷ ରେ କେତେ ସମୟ ବିତାଇଥିଲେ ?

ଉତ୍ତର- ୩୧ ଦିନ ୧୪ ଘଣ୍ଟା ୫୪ ମିନିଟ ।

୧୪- ଏମିତି କଣ ଅଛି ଯାହା ନିମ ଓ କଲରା ଠାରୁ ଅଧିକ ପିତା ଲାଗେ ?

ଉତ୍ତର- ସତ କଥା ।

୧୫- ତାଜମହଲ ନିର୍ମାଣ ସମୟରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ?

ଉତ୍ତର- ୩୨ କୋଟି ।

୧୬- ଭାରତରେ ସବୁଠୁ ଲମ୍ବା ଟ୍ରେନର ନାଁ କଣ ?

ଉତ୍ତର- ସେସନାଗ ।

୧୭- ଭାରତର ଐତିହାସିକ ସ୍ମାରକ ଚାର୍ମିନାର କେଉଁଠି ଅଛି ?

ଉତ୍ତର- ହାଇଦ୍ରାବାଦ ।

୧୮- ନେପାଳର ସବୁଠୁ ଧନୀ ବ୍ୟକ୍ତି କିଏ ଅଟନ୍ତି ?

ଉତ୍ତର- ବିନୋଦ ଚୌଧୁରୀ ।

୧୯- ଦ ଗ୍ରେଟ ଖଲି ଙ୍କ ପ୍ରକୃତ ନାଁ କଣ ?

ଉତ୍ତର- ଦିଲ୍ଲୀପ ସିଂ ରାଣା ।

୨୦- ସ୍ତ୍ରୀ ନିଜ ସ୍ଵାମିକୁ ସବୁ କିଛି ଦେଇଥାଏ କିନ୍ତୁ ଗୋଟେ ଜିନିଷ କେବେ ବି ଦିଏ ନାହିଁ । ତାହା କଣ ?

ଉତ୍ତର- ନିଜର ସରନେମ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *