ଗୋଟେ ସପ୍ତାହରେ ପେଟର ଚର୍ବି ମହମ ପରି ତରଳିଯିବ, ବାସ୍ ସକାଳୁ ପିଅନ୍ତୁ ଏହି ପାଣି

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମୋଟାପା କମ ହେବାର ଏକ ରେମେଡି ବିଷୟରେ କହିବାକୁ ଯାଉଛୁ । ଖାସ କରି ପ୍ରେଗନେନ୍ସି ପରେ ମହିଳା ମାନଙ୍କର ପେଟ ବାହାରି ଯାଇଥାଏ , ଥାଇରଏଡ ରୋଗୀ, ୱେଟ ଲସ ପାଇଁ ବହୁତ କଷ୍ଟ ହେଉଛି, ଯେଉଁ ମାନେ ଜିମ ଯାଇପାରୁ ନାହାନ୍ତି ଏମାନଙ୍କ ପାଇଁ ଏହି ରେମେଡି ବହୁତ ଲାଭଦାୟକ ରହିବ । ଆଜି ଆମେ ଆପଣଙ୍କୁ ଏମିତି ଏକ ଡ୍ରିଂକ୍ସ ବିଷୟରେ କହିବୁ ଯାହାକୁ ପ୍ରତି ଦିନ ସକାଳୁ କରିବା ଦ୍ଵାରା ପେଟର ଚର୍ବି କମିବାରେ ଲାଗିବ ।

ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଜୀରା । ଯାହା ଆପଣଙ୍କର ପାଚନ କ୍ରିୟା କରିବା ସହ ଏସିଡିଟି କୁ ଶେଷ କରିଥାଏ । ଜୀରା ମୋଟପା କମ କରିବାକୁ ଅଭୁତ ସହାୟକ ହୋଇଥାଏ । ଜୀରା ସେବନ ଦ୍ଵାରା ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି ହୋଇଥାଏ । ଆଉ ଶରୀର ର ଚର୍ବି କମ ହୋଇଥାଏ । ଏହା ପରେ ଆବଶ୍ୟକ ରହିଛି ଅଦା ଯାହା ଆମର ମେଟାବେଲିଜିୟମ କୁ ବଢାଇଥାଏ ଓ ମୋଟାପା କମ କରିଥାଏ । ଏହା ପରେ ଆବଶ୍ୟକ ରହିଛି ଲେମ୍ବୁ ଯେଉଁଥିରେ ଭିଟାମିନ-ସି ଥାଏ ।

ଯାହା ଶରୀରରୁ ଟକସିନ ବାହାର କରି ମୋଟାପା କମ କରିବାରେ ସାହାଜ୍ଯ କରିଥାଏ । ଶେଷ ସାମଗ୍ରୀ ହେଉଛି ମହୁ । ମହୁ ଆଣ୍ଟି ଅକ୍ସିଡେଣ୍ଟ ରେ ଖଜାନା ହୋଇଥାଏ ଯାହା ଚର୍ବି କମ କରିବାରେ ସାହାଜ୍ଯ କରେ । ଏକ ପାତ୍ର ରେ ଏକ ଗ୍ଳାସ ପାଣି ନିଅନ୍ତୁ । ପାଣିକୁ ଭଲ ଭାବେ ଫୁଟାଇବା ପରେ ଏକ ଚାମଚ ଜୀରା ପକାଇ ୪ରୁ ୫ ମିନିଟ ଫୁଟାନ୍ତୁ । ଏହା ପରେ ଖଣ୍ଡେ ଅଦା ପକାନ୍ତୁ । ପାଣିକୁ ଭଲ ଭାବେ ଫୁଟାନ୍ତୁ ଯେତେ ଯାଏଁ ପାଣିର ରଙ୍ଗ ନ ବଦଳିଛି । ଏହା ପରେ ପାଣିକୁ ଅଳ୍ପ ଥଣ୍ଡା ହେବା କୁ ଦିଅନ୍ତୁ ।

ଏହା ପରେ ଅନ୍ୟ ଏକ ପାତ୍ରରେ ପାଣିକୁ ଛାଣି ଦିଅନ୍ତୁ । ଏହି ପାଣିରେ ଫାଳେ ଲେମ୍ବୁ ଓ ଏକ ଚାମଚ ମହୁ ଆଡ କରନ୍ତୁ । ଏହାକୁ ଭଲ ଭାବେ ମିକ୍ସ କରନ୍ତୁ । କେବେ ବି ଗରମ ପାଣି ବା କ୍ଷୀର ରେ ମହୁ ଆଡ କରିବେ ନାହି ଆମ ଶରୀର ପାଇଁ ଭଲ ନୁହେଁ । ତେବେ ଏହିପରି ଭାବେ ମ୍ୟାଜିକାଲ ୱେଟ ଲସ ଡ୍ରିଂକ୍ସ ରେଡି କରିବେ । ଏହାକୁ ଆପଣ ସକାଳୁ ଖାଲି ପେଟରେ ସେବନ କରିବେ । ଏହା ପରେ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଦିନକୁ ଦୁଇ ଥର ଏହି ପାଣି ର ସେବନ କରନ୍ତୁ ।

ମାତ୍ର ଗୋଟେ ମାସରେ ଆପଣ ଦେଖିଲେ କେମିତି ଆପଣଙ୍କ ପେଟ ର ଚର୍ବି କମି ଯିବ । ଏହି ଡ୍ରିଂକ୍ସ ଖାଲି ମୋଟାପା କମ କରିବାରେ ସାହାଜ୍ଯ କରିନ ଥାଏ ବରଂ ପାଚନ ଶକ୍ତି କୁ ଇମ୍ପ୍ପୃଭ କରିଥାଏ । ଏହାକୁ ପିଇବା ଦ୍ଵାରା  ଶରୀର ରେ ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *