ଗୋଟିଏ ସ୍ତ୍ରୀ ସ୍ଵାମିକୁ ସବୁ କିଛି ଦେଇପାରେ, କିନ୍ତୁ ଗୋଟିଏ ଜିନିଷ ଦେଇ ପାରେ ନାହିଁ, କୁହନ୍ତୁ ତାହା କଣ ?

ସାଙ୍ଗମାନେ ଏହି କଥା ତ ଆପଣ ସମସ୍ତେ ଜାଣିଥିବେ କି ଇଣ୍ଟରଭ୍ୟୁ ହେଉଛି ଭାରତର ସବୁଠୁ କଠିନ ଏକ୍ଜାମ ବୋଲି ଜଣା ଯାଇଥାଏ , ଇଣ୍ଟରଭ୍ୟୁରେ ପଚରା ଯାଇଥିବା ପ୍ରଶ୍ର ଉତ୍ତର ଦେବାରେ ଲୋକଙ୍କର ମୁଣ୍ଡ ବୁଲାଇ ଥାଏ କାହିଁକି ନା ଏଥିରେ ଏମିତି ପ୍ରଶ୍ନ ପଚରା ଯାଏ ଯାହାର ଉତ୍ତର ଦେବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ ।

IAS ପରୀକ୍ଷା ଦେଶର ସବୁଠୁ କଠିନ ପରୀକ୍ଷା ଭିତରୁ ଗୋଟେ ଅଟେ ଓ ଏହା ଠାରୁ ବି ବଡ଼ କଠିନ ଅଟେ ଯେତେବେଳେ ଆମକୁ ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ । ଇଣ୍ଟରଭ୍ୟୁରେ ପଚରା ଯାଇଥିବା ପ୍ରଶ୍ନ ବହୁତ କଠିନ ହୋଇଥାଏ ଯାହାର ଉତ୍ତର ଦେବା କଠିନ ହୋଇଥାଏ । ଏକ୍ଜାମରେ ଆମକୁ ଏତିକି ଜଣା ଥାଏ କି ଯେତେ କଠିନରୁ କଠିନ ପ୍ରଶ୍ନ କାହିଁକି ନା ଆସୁନୁ , କିନ୍ତୁ ଆସିବ ତ ଆମରି ବହିରୁ ହିଁ , କିନ୍ତୁ କୌଣସି ଇ୍ଟର୍ଭିଉରେ ସାମ୍ନାରେ ବସିଥିବା ବ୍ୟକ୍ତି ଆମକୁ କଣ ପଚାରିବ ଆମକୁ ଜଣା ନଥାଏ ,

କେତେ ଥର ଇଣ୍ଟରଭ୍ୟୁରେ ଏମିତି ତେଢା ମେଢା ପ୍ରଶ୍ନ ପଚରା ଯାଇଥାଏ ଯାହାର ଉତ୍ତର ଦେବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇନଥାଏ । ଯେତେବେଳେ କୌଣସି ବ୍ୟକ୍ତିକୁ ପ୍ରଶ୍ନ ପଚାରା ଯାଏ ତେବେ ତାକୁ ଭାବିବା ପାଇଁ ସମୟ ମଧ୍ୟ ଦିଆ ଯାଇଥାଏ କିନ୍ତୁ ଗୋଟେ ସାଧାରଣ ପ୍ରଶ୍ନକୁ ଏମିତି ପଚରା ଯାଇଥାଏ କି ଆମ ମୁଣ୍ଡକୁ ତାର ଉତ୍ତର ସହଜରେ ଆସି ନଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ହିଁ ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ , ଯାହା ହୋଇଥାଏ ସହଜିଆ କିନ୍ତୁ ଆମେ ତାକୁ ଡିଫିକଲ୍ଟ କରି ଦେଇଥାଉ ଓ ଏହି ସରଳ ଓ ଟ୍ରିକି ପ୍ରଶ୍ନର ଇଣ୍ଟରଭ୍ୟୁ ଜରିଆରେ କ୍ୟାଣ୍ଡିଡେଟଙ୍କ Iq ଟେଷ୍ଟ କରା ଯାଇଥାଏ , ଯାହାକୁ ଆପଣ ପଢ଼ିବେ ଯଦି ଆଶ୍ଚର୍ଯ୍ୟ ହୋଇଯିବେ ।

୧. ମୋର ଦୋକାନ ଅଛି,

ମୋର କଲେଜ ବି ଅଛି,

ମୋର ଷ୍ଟୁଡେଣ୍ଟ ବି ଅଛନ୍ତି

ଓ ମୋର ସ୍ଟୋର ବି ଅଛି

କୁହନ୍ତୁ ମୁଁ କିଏ ?

ଉତ୍ତର – ମେଡିକାଲ

୨. କୁହନ୍ତୁ ତାହା କଣ ଅଟେ ଯାହା ସବୁବେଳେ ତଳକୁ ଆସିଥାଏ କିନ୍ତୁ ଉପରକୁ ଯାଏ ନାହିଁ ?

ଉତ୍ତର – ବର୍ଷା

୩. ମିଠାଇ ନୁହଁ କିନ୍ତୁ ମିଠା ଅଟେ

ହତିଆର ନୁହଁ କିନ୍ତୁ ସିଧା ଅଟେ

ମୋତେ ଖାଇ ପାରିବନି ତଥାପି ଖାଅ

ଓ ପୁରା ଖାଇବା ପୂର୍ବରୁ କାଢି ଦିଅ

କୁହନ୍ତୁ ମୁଁ କିଏ ?

ଉତ୍ତର – ଆଖୁ

୪. ତାହା କଣ ଅଟେ ଯାହା ଆପଣଙ୍କ ପାଖରେ ଯେତେ ଅଧିକ ହେବ ସେତିକି ହିଁ ଆପଣଙ୍କୁ କମ ଦେଖାଯିବ ?

ଉତ୍ତର – ଅନ୍ଧାର

୫. ୧:- କେଉଁ କାରଣରୁ କ୍ଷୀର ଛିଣ୍ଡି ଯାଇଥାଏ?

ଉତ୍ତର:- ଜୀବାଣୁ ପାଇଁ କ୍ଷୀର ଛିଣ୍ଡି ଯାଇଥାଏ ।

୬. ଟର୍ଚ୍ଚ କୁ ହିନ୍ଦୀ ରେ କଣ କୁହା ଯାଏ?

ଉତ୍ତର:- ଟର୍ଚ୍ଚ କୁ ହିନ୍ଦୀ ରେ ମଶାଲ କୁହା ଯାଏ ।

୭. ପୃଥିବୀ ରେ ସବୁଠାରୁ ବେଶୀ କେଉଁ ଗ୍ୟାସ୍ ଅଛି?

ଉତ୍ତର:- ପୃଥିବୀରେ ସବୁଠୁ ବେଶି ଅକ୍ସିଜେନ୍ ଗ୍ୟାସ୍ ଅଛି ।

୮. କେଉଁ ପକ୍ଷୀ ନିଜ କାନ ଦ୍ଵାରା ଦେଖୁଥାଏ?

ଉତ୍ତର:- ବାଦୁଡି ନିଜ କାନ ଦ୍ଵାରା ଦେଖିଥିଲେ ।

୯. ଗୋଟେ ସ୍ତ୍ରୀ କେତେ ଥର ଛୁଆ ଜନ୍ମ କରି ପାରିବ?

ଉତ୍ତର:- ଗୋଟେ ସ୍ତ୍ରୀ ୪୦ ଥର ଛୁଆ ଜନ୍ମ କରି ପାରେ ।

୧୦. ଗୋଟିଏ ସ୍ତ୍ରୀ ସ୍ଵାମିକୁ ସବୁ କିଛି ଦେଇପାରେ କିନ୍ତୁ ଗୋଟିଏ ଜିନିଷ କେବେ ବି ଦେଇପାରେ ନାହିଁ ?

ଉତ୍ତର – ସ୍ଵାମୀ ମରିବା ପରେ ସ୍ତ୍ରୀ ତାକୁ କାନ୍ଧ ଦେଇପାରେ ନାହିଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଜ୍ଞାନ ବର୍ଦ୍ଧକ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *