ଗୁରୁବାର ଦିନ କରନ୍ତୁ ନଡିଆ ଓ କର୍ପୁରର ଏହି ଉପାୟ- ବିଷ୍ଣୁଙ୍କ କୃପାରୁ ମିଳିବ ଅପାର ଧନ, ହେବେ ମାଲାମାଲ

ନମସ୍କାର ବନ୍ଧୁଗଣ , ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ନଡିଆ ଓ କର୍ପୁରର ଏକ ଏଭଳି ଉପାୟ କହିବାକୁ ଯାଉଛୁ ଯାହା ପଣଙ୍କର ଧନ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର କରି ପାରିବ । ଯେତେବେଳେ ଲୋକମାନଙ୍କୁ ଧନ ଯୁକ୍ତ କୌଣସି ସମସ୍ୟା ଦେଖାଯାଏ ତେବେ ନିଜର ଭାଗ୍ୟକୁ ଦୋଷ ଦିଅନ୍ତି । ଏକ ତରଫାରେ ନିଜର ଭାଗ୍ୟରେ ଥିଲେ ହିଁ ଧନ ମିଳିଥାଏ । ଖରାପ ଭାଗ୍ୟ ସବୁ କାର୍ଯ୍ୟକୁ ବିଗାଡି ଦିଏ, ଏହା ନିଜ ଭାଗ୍ୟରେ ଥିବା ଦରକାର, ଯାହା ନିଜର ପରିଶ୍ରମ ଓ ଭାଗ୍ୟର ତାଳମେଳ ରହିବା ଦରକାର । ନିଜ ଖରାପ ଭାଗ୍ୟରେ ଚିନ୍ତା ବା ଟେନଶନ୍ ହୁଅନ୍ତୁ ନାହିଁ ।

ଆପଣଙ୍କୁ ଧନ ବୃଦ୍ଧି ଓ ଭାଗ୍ୟରେ ଉନ୍ନତି ହେବା ପାଇଁ ସଠିକ ଉପାୟ କୁହାଯାଇଛି । ଧନ ସମ୍ବନ୍ଧିତ ସମସ୍ୟା ସମାଧାନ ମାତା ଲକ୍ଷ୍ମୀଙ୍କ ପୂଜା ପାଠ କରାଯାଏ । ବହୁତ କମ୍ ଲୋକ ଜାଣିଛନ୍ତି ଯେ ଭଗବାନ ବିଷ୍ଣୁଙ୍କୁ ପୂଜା ଆରାଧନା କରି ଧନ ବୃଦ୍ଧି କରିପାରିବେ । ଏହା ଗୁରୁବାର ଦିନ ପୂଜା କରାଯାଏ ।

ଏହି ଉପାୟରେ ୩ଟି ଜିନିଷ ବ୍ୟବହାର କରାଯାଏ, ଏହା ନଡିଆ, କର୍ପୁର ଓ ଗୋଟିଏ ଟଙ୍କା । ଗୁରୁବାର ଦିନ ସ୍ନାନ କରି ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଏକ ନଡିଆ ଭାଙ୍ଗନ୍ତୁ । ନଡିଆରୁ ସଢେଇ ଖୋଳପାକୁ ଭଲରେ ବାହାର କରନ୍ତୁ ଯେପରିକି ନ ଭାଙ୍ଗିବ । ସେହି ଫାଳ ନଡିଆକୁ ବିଷ୍ଣୁଙ୍କ ପାଦତଳେ ରଖନ୍ତୁ । ବାହାର କରାଯାଇଥିବା ସଢେଇରେ ଏକ ପଇସା ରଖି କର୍ପୁର ରଖି ଜଳାଇ ଆଳତି କରନ୍ତୁ ।

ଅନ୍ୟ ଫାଳ ନଡିଆଟିରେ ଏକ ପଇସା ଓ କର୍ପୁର ରଖି ଆଳତି କରି ନଡିଆଟିକୁ ଭଗବାନଙ୍କ ପାଦତଳେ ରଖନ୍ତୁ । ଅନ୍ୟ ସଢେଇରେ ଦୀପ ସଜାଡି ଆଳତି କରନ୍ତୁ । ଭଗବାନ ବିଷ୍ଣୁଙ୍କ ସାମ୍ନାରେ ପ୍ରଣାମ କରି ନିଜର ଧନ ଯୁକ୍ତ ସମସ୍ୟା କୁହନ୍ତୁ । ପରଦିନ ସେହି ନଡିଆରେ ଥିବା ପଇସାଟିକୁ ଆଣି ମାତା ଲକ୍ଷ୍ମୀଙ୍କ ପାଦତଳେ ରଖନ୍ତୁ ଓ ମାତାଙ୍କ ଆଳତି କରନ୍ତୁ ।

ପରେ ସେହି ପଇସାଟିକୁ ଆଣି ନିଜ ଆଲମୀରା ବା ବାକ୍ସରେ ରଖନ୍ତୁ । ଏହିପରି କରିଲେ ଧନ ଯୁକ୍ତ ସମସ୍ୟା ଦୂର ହୋଇଯାଏ ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *