ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ, ଥରେ ନିଶ୍ଚୟ ଦେଖନ୍ତୁ

ଜନ୍ମ ହେବା ପରେ ପରେ ଆମେ ସାଧାରଣ ଭାବେ ଆମ ପିଲା ମାନଙ୍କ ଜନ୍ମ କୁଣ୍ଡଳି ବାହର କରି ଦେଇ ଥାଉ କଣ ଆପଣ ଜାଣି ଛନ୍ତି କି ଏହା ସହ କେଉଁ ବାରରେ ସେମାନେ ଜନ୍ମ ହୋଇ ଥାନ୍ତି ଏହା ମଧ୍ୟ ମାନେ ରଖୀ ଥାଏ ତେବେ ଆସନ୍ତୁ ଜାଣିବା ଏହି ଭଳି ଏକ ବାରରେ ଜନ୍ମ ହୋଇ ଥିବା ଲୋକଙ୍କ ବିଷୟରେ । ଗୁରୁବାଗର କୁ ଗୁରୁ ଗ୍ରହ ଦେବା ଗୁରୁ ବୃହଷ୍ପତ୍ତି ଙ୍କ ବାର ବୋଲି କୁହାଯାଇ ଥାଏ ଏହା ସହ କିଛି ଜଣ ଏହି ବାରକୁ ମା ଲକ୍ଷ୍ମୀ ଙ୍କ ବାର ମଧ୍ୟ କହି ଥାନ୍ତି ।

ତେବେ ଏହି ବାରରେ ଜନ୍ମ ନେଇ ଥିବା ଅପିଲା ମାନେ କିବଭଳି ଥାନ୍ତି ଆଜି ଆମେ ସେଇ ବିଷୟରେ କହିବା ପାଇଁ ଯାଉଛୁ । ଏମାନଙ୍କ ଭାଗ୍ଯବାନ ଦିନ ଏହା ସହ ଏମାନଙ୍କ ନମ୍ବର ସହ ଏମାନଙ୍କ ରଙ୍ଗ ମଧ୍ୟ କହିବା ଆଜି ଆମେ ଆପଣଙ୍କୁ ତେବେ ଆସନ୍ତୁ ଜାଣିବା ଏହି ବିଶାୟରେ ।

ଏମାନଙ୍କ ଲକି ନମ୍ବର ହେଉଛି 4 ଏହାଙ୍କ ଲକି ବାର ହେଉଛି ମଙ୍ଗଳ ବାର, ଗୁରୁବାର ଓ ଲକି ନମ୍ବର ହେଉଛି ହଳଦିଆ । ଏହି ଦିନ ଜନ୍ମ ହୋଇ ଥିବା ଲୋକମାନେ ବହୁତ ବୁଦ୍ଧିଆ ହୋଇ ଥାନ୍ତି । ଏମାନେ ଯାହାଭି କରିଥାନ୍ତି ଅନ୍ୟ ମାନଙ୍କୁ ପ୍ରଭାବିତ କରିଥାଏ ।

ଏହା ମଧ୍ୟ କୁହାଯାଇ ଥାଏ କି ଯେଉଁ ମାନେ ଏହାଙ୍କ ମନ କୁ ପସନ୍ଦ ଆସିଥାନ୍ତି ସେମାନେ ଏହାଙ୍କ ସହ କାମ କରିବା ପାଇଁ ଭଲ ପାଇ ଥାନ୍ତି । ଏହାଙ୍କ ପାଖରେ ଅନ୍ୟକୁ ଆକର୍ଷିତ କରିବା ପାଇଁ ମଧୂର କଥା ମାନେ ମଧ୍ୟ ଥାଏ । ଏମାନେ ସବୁ ବେଳେ ଚେଷ୍ଟା କରିଥାନ୍ତି କି ସେମାନେ ନିଯେ ରିଶ୍ରମ କରି ନିଜର ଭାଗ୍ୟକୁ ବଦଳାଇବା ପାଇଁ ଚେଷ୍ଟା କରି ଥାନ୍ତି ।

ସେମାନେ ମା ଲକ୍ଷ୍ମୀ ଙ୍କ ଦୟା ଥିବାରୁ ଯେତେ ଅଧିକା ବିପଦ ଆସିଲେ ମଧ୍ୟ ନିଜକୁ ପଛକୁ ନେବା ଶିଖି ନଥାନ୍ତି ଆଗକୁ ବଢିବା ପାଇଁ ସବୁ ବେଳେ ଚେଷ୍ଟା କରି ଥାନ୍ତି ଏମାନେ । ଏମାନେ ସବୁ ବେଳେ ନିଜ ବାପା ମା ଙ୍କ ପ୍ରତି ସମରପିତ ଥାନ୍ତି । ଏମାନେ ସବୁ ବେଳେ ଖୁଶି ରେ ରହିବା ପାଇ ଭଲ ପାଇ ଥାନ୍ତି ।

ଏମାନେ ଦେଖିବା ପାଇ ସାଧାରଣ ଭାବେ ଲାମ୍ବା ଓ ଗୋରା ହୋଇ ଥାନ୍ତି । ଏହା ସହ ଏହା ମଧ୍ୟ କୁହାଯାଏ ଏହି ଦିନ ଜନ୍ମ ନେଇ ଥିବା ମହିଳାମାନେ ସବୁ ବେଳେ ଖୁଶିରେ ରହିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ନିଜ ବାପା ମା ଙ୍କ ଆଗରେ ସବୁ କଥା ଖୋଲା ଖୋଲି ଭାବେ ରଖି ଦେଇ ଥାନ୍ତି । ଏମାନେ ଅନ୍ୟକୁ ଖୁଶି କରିବା ପାଇଁ ସବୁ ବେଳେ ଭଲ ପାଇ ଥାନ୍ତି ଏମାନେ ଅନ୍ୟକୁ ଦୋଷ ଦେବା ଆଗରୁ ନିଜକୁ ଭଲ ଭାବେ ଦେଖି ଥାନ୍ତି ।

ଏହାଙ୍କ ସହ ଏମାନେ କିଛିଭି କାମ କରିବା ଆକୁ ଡଋ ନଥାନ୍ତି । ଏମାନେ ସବୁ ବେଳେ ଭବିଷ୍ୟତ ଓ ଅତୀତ କୁ ଚିନ୍ତା କରି ନଥାନ୍ତି । ଏମାନେ ସବୁ ବେଳେ ବର୍ତ୍ତମାନ କୁ ଅଧିକ ଗୁରୁତ ଦେଇଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ଲୋକମାନେ ଧନୀ ହେବା ସହ ସମାନ ମଧ୍ୟ ବହୁତ ପାଇ ଥାନ୍ତି । ଏହାଙ୍କ ସହ କିଛି ଏହି ଭଳି ଲୋକମାନେ ଥାନ୍ତି ଯେଉଁ ମାନେ ଏହି ଲୋକଙ୍କ ପାଇ କିଛି ଭି କରୀ ପାରନ୍ତି ।

Leave a Reply

Your email address will not be published. Required fields are marked *