ଗୁରୁବାର ଦିନ ଏହି ଗଛକୁ ପୂଜା କଲେ ଧନ ପ୍ରାପ୍ତି ହୋଇଥାଏ | Odia Anuchinta

ପ୍ରତେକ ଲୋକମାନେ କିଛି ନା କିଛି ଧନ ସଞ୍ଚୟ କରିବା ପାଇଁ ଚାହାଁନ୍ତି । କିନ୍ତୁ ସବୁ ଲୋକଙ୍କୁ ଏହି ସୁଯୋଗ ମିଳି ନଥାଏ । ପ୍ରତେକ୍କ ଲୋକ ମାନେ ଧନୀ ହେବା ପାଇଁ ଚାହାଁନ୍ତି ତେଣୁ ଏହା ପାଇଁ ସେମାନେ ଅନେକ ଚେଷ୍ଟା ମଧ୍ୟ କରି ଥାନ୍ତି କିନ୍ତୁ ଅନେକ ସମୟରେ ସେମାନେ ବିଫଳ ମଧ୍ୟ ହୋଇଥାନ୍ତି । ତେବେ ଆଜି ଆମେ କହିବା ପାଇ ଯାଉଛୁ କି କେଉଁ କାମ କରିବବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ମିଳିବ ଆପଣଙ୍କୁ ।

ଆପଣ କେଉଁ ଉପାୟ ଦ୍ଵାରା ନିଜ ଧନ କୁ ବୃଦ୍ଧି କରି ପାରିବେ । ଏହି ଉପାୟ କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଗମନ ହୋଇ ଥାଏ ଆପଣଙ୍କ ଘରକୁ ।

ଆପଣ ତ ଜାଣି ଥିବେ କି ମା ଲକ୍ଷ୍ମୀ ଙ୍କୁ ସବୁ ବେଳେ ସଫା ସୁତୁରା ପସନ୍ଦ ତେଣୁ କରି ଆପଣ ଯଦି ସକାଳୁ ଉଠି ସ୍ନାନ କରିବେ ଓ ଘର ଦ୍ଵାରକୁ ସଫା କରି ଆପଣ ଏହାକୁ ଗଙ୍ଗାଜଳ ଦ୍ଵାରା ପବିତ୍ର କରିବେ ତେବେ ଆପଣ ଜାଣି ପାରିବେ କି ମା ଲକ୍ଷ୍ମୀ ଙ୍କ ଆଗମନ ଆରମ୍ଭ ନିଶ୍ଚିତ ହୋଇ ଗଲାଣି । କେବଳ ସେତିକି ନୁହେଁ । ଆପଣ ମା ଲକ୍ଷ୍ମୀ ଙ୍କ ବାର ଗୁରୁ ବାର ରେ ହଳଦୀ ଲଗାଇ ଗାଧୋଇବା ଉଚିତ ଅଟେ ।

ଆପଣ ଯଦି ଏହି ଦିନ କଦଳୀ ଗଛ ମୂଳରେ ହଳଦୀ ପଣି ନେଇ ସେଠାରେ ଢାଳିବେ ତାହେଲେ ମଧ୍ୟ ଆପଣ ଜାଣି ପାରିବେ କି ଆପଣଙ୍କ ଘରେ ଥିବା ସମସ୍ଯା ମାନ ଦୂର ହେବାରେ ଲାଗିଛି । ଆପଣ ଏହି ଗୁରୁବାର ଦିନ ଉପବାଷ କରନ୍ତୁ । ଏହି ଦିନ ଦୁଆର ମୁହଁ କୁ ଆସିଥିବା ଭିକାରି ମାନଙ୍କୁ କିମ୍ବା ପଶୁ ମାନଙ୍କୁ ନିଶ୍ଚିତ ଭାବେ ଖାଇବା ଦିଅନ୍ତୁ । ଆପଣ ଏହି ଭଳି କରିବା ଦ୍ଵାର ମା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କୁ ମିଳି ଥାଏ । ଆପଣ ଯଦି ଗୁରୁବାର ଦିନ ଉପବାଷ ରଖୁଛନ୍ତି ତେବେ ଏହି ଦିନ କାହା ସହ ଝଗଡା କିମ୍ବା କଳହ କରନ୍ତୁ ନି ପିଲା ମାନଙ୍କୁ ବାଡେଇବା କିମ୍ବା ପାଟି କରିବା ଭଳି କାମ କରନ୍ତୁ ନି ।

ଆପଣ ଯଦି ଏହି ଦିନ ଉପବାଷ କରୁଛନ୍ତି ତେବେ ଆପଣ ଓସ୍ତ ଗଛ ପାକହକୁ ଯାଇକି ସେଠାରେ ପୂଜା କରନ୍ତୁ ଓ ଆପଣ ସେହି ଜାଗାରେ କିଛି ତେଲ କିମ୍ବା ହଳଦୀ ପାଣି ଢାଲୀ ଆପଣ ଦୀପ ଲଗାଇବା ପରେ ସେଠାରେ କିଛି ନାଲି ରଙ୍ଗର ବସ୍ତ୍ର କିମ୍ବା ସୂତା ଯାହା ଆମେ ହାତରେ ବାନ୍ଧି ଥାଉ ତାକୁ ବାନ୍ଧନ୍ତୁ । ଦେଖିବେ ମା ଲକ୍ଷ୍ମୀ ଙ୍କ କୃପା ନିଶ୍ଚିତ ଭାବେ ଆପଣ ପାଇବେ । ଆପଣ କେବଲଲ ସେତିକି ନୁହେଁ ଆହୁରି ଅନେକ ଜିନିଷ ମାନେ ରଖିବେ ଜେଭଳି ଆପଣ କାହାକୁ କଟୁ ବଚନ କହିବେ ନି । ଆପଣ ସେହି ଦିନ ଦିନ ସମୟରେ ସୟନ ମଧ୍ୟ ତ୍ୟାଗ କରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *