ହାତରେ ଥିବା ଧନ ରେଖାରୁ ଜାଣନ୍ତୁ ଆପଣ କେତେ ଧନୀ- Hasta Rekha Shastra

ଆମ ହାତରେ ଅନେକ ପ୍ରକାର ରେଖା ଅଛି । ଯାହା ଦ୍ଵାରା ଆମେ ଜାଣି ପାରିବା କି ଆମ ପରିଶ୍ରମ ଆମକୁ କେଉଁ ଆଡକୁ ନେବ । ଭାଗ୍ଯର ହାତ ରେଖା ସବୁ ଆମକୁ ଧର୍ଯ୍ୟ ଓ ସାହାଶ ଦେଇ ଥାଏ ମାତ୍ର ଆମକୁ ଭି ଏହା ପାଇଁ ଚେଷ୍ଟା କରିବା କୁ ପଡିବ । ସଭିଏଁ ଏହା ଜାଣିବା ପାଇଁ ଚାହିଁ ଥାନ୍ତି । ମାତ୍ର ଆପଣ ଏତେ ରେଖା ମଧ୍ୟରୁ କେଉଁ ରେଖା ଆମ ଭାଗ୍ୟର ରେଖା ହାତର କେଉଁ ରେଖା ଆମକୁ ଧନ ଦେବ ।

ଏହା ବିଷୟରେ ସମୁଦ୍ରଶାସ୍ତ୍ର ମଧ୍ୟ ବର୍ଣ୍ଣନା କରାଯାଇଛି । କିଛି ଲୋକଙ୍କ ହାତରେ ଅଲଗା ଲଗା ଧନ ରେଖା ଥାଏ । ଅଲଗା ଅଲଗା ଜାଗାରେ ମଧ୍ୟ ଏହା ଥାଏ । ଆଜି ଆମେ ଆପଣଙ୍କୁ ଏହା କହିବା କେଉଁ ଜାଗାରେ ଏହା ଥାଏ ଏହାକୁ କିଭଳି ଜାଣିବା ।

ପ୍ରଥମ ରେଖା ହେଉଛି ମଣିବନ୍ଧ ରେଖା । ଏହା ଆମ ହାତର ତଳ ଆଡୁ ଆରମ୍ଭ ହୋଇଯାଇ ଥାଏ । ଏହା ଆମ ଶନି ପର୍ବତ ରୁ ଆରମ୍ଭ ହୋଇକି ଆଉ ଏକ ଚନ୍ଦ୍ର ପର୍ବତ ରୁ ଆରମ୍ଭ ହୋଇକି ସୂର୍ଯ୍ୟ ପର୍ବତ ଯାଏ ଥାଏ ।

ଏହା ଅନାମିକା ଆଙ୍ଗୁଳି ଯାଏ ରହିଥାଏ । ଏହାକାଉ ମହାଲକ୍ଷ୍ମୀ ଯୋଗ କୁହାଯାଏ । ଏମାନଙ୍କୁ ମା ଲକ୍ଷ୍ମୀ ଙ୍କ ଯୋଗ ହୋଇଥାଏ । ଏବେ କହିବା କେଉଁ ଲୋକଙ୍କ ଲକ୍ଷ୍ମୀ ରେଖା ଖୁବ ସ୍ପଷ୍ଟ ଥାଏ । ଯେଉଁ ମାନଙ୍କ ବୁଦ୍ଧ, ଗୁରୁ, ଚନ୍ଦ୍ର, ସୂର୍ଯ୍ୟ ପର୍ବତ ଉଠିକି ଥାଏ ।

ତାଙ୍କ ଜୀବନରେ ରାଜଲକ୍ଷ୍ମୀ ଯୋଗ ହୋଇଥାଏ । ଏମିତି ଲୋକମାନେ ରାଜାଙ୍କ ଭଳି ସୁଖ ପାଇ ଥାନ୍ତି । ଏମାନଙ୍କ ଉପରେ ମା ଲକ୍ଷ୍ମୀ ଦୟା ସବୁ ବେଳେ ଥାଏ । ସବୁ କାମରେ ସଫଳତା ପାଇ ଥାନ୍ତି , ଏମାନେ ଯାହାଭି କରିଥାନ୍ତି ବହୁତ ଭାବି ଚିନ୍ତି କାମ କରିଥାନ୍ତି ।

ଆଉ ଏକ ମଣିବନ୍ଧ ଜାଗାରୁ ସୂର୍ଯ୍ୟ ପର୍ବତ, ଚନ୍ଦ୍ର ପର୍ବତ, ବୁଦ୍ଧ ପର୍ବତ କୁ ଯୋଗ କରାଯାଇ ଥାଏ । ତେବେ ଆପଣ ନିଶ୍ଚିତ ହୋଇ ଯାଅନ୍ତୁ ଏହା ହେଉଛି ନବଲକ୍ଷ୍ମୀ ଯୋଗ କୁହାଯାଏ । ଏମିତି ଲୋକମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ନିଜ ପରିଶ୍ରମ କରିକି ସବୁ ଜାଗାରେ ଉପରକୁ ଯାଇଥାନ୍ତି । ଆପଣଙ୍କ ମଝି ଆଙ୍ଗୁଳି ରେ ଯଦି ବର୍ଗ ଭଳି ଚିହ୍ନ ଥାଏ ।

ଏହାଙ୍କୁ ଧନର ଲାଭ ହୋଇ ଥାଏ । ଯାହାର ଗୁରୁ ପାରାବତ ରେ ବର୍ଗ ଚିହ୍ନ ଥାଏ ସେମାନେ ବହୁତ ଧନ କମେଇ ଥାନ୍ତି । ଜୀବନ ରେଖାର ଶେଷ ରେ ବର୍ଗ ଥାଏ ତ ସେହି ମାନେ ବହୁତ ଧନ କମେଇବା ପାଇଁ ଯୋଗ ମନକୁ ମନକୁ ଖୋଲି ଯାଇ ଥାଏ ।

Leave a Reply

Your email address will not be published. Required fields are marked *