ହିନ୍ଦୁ ଧର୍ମ ଅନୁସାରେ ସ୍ଵାମୀ-ସ୍ତ୍ରୀ ରାତ୍ରିର କେଉଁ ସମୟରେ ସମ୍ବୋଗ କରିବା ଉଚିତ ?

ବନ୍ଧୁଗଣ ଆମ ଧର୍ମ ଗ୍ରନ୍ଥ ରେ ଏମିତି ଅନେକ କାମ ବିଷୟରେ କୁହା ଯାଇଛି ଯାହାକୁ ରାତି ରେ ବିଳମ୍ବିତ ଯାଏଁ କରିବା ଉଚିତ ନୁହେଁ । ରାତିଏ କେଉଁ ସମୟରେ ସ୍ଵାମୀ ସ୍ତ୍ରୀ ବା ଦମ୍ପତି ଶାରୀରିକ ସମ୍ପର୍କ ରଖିବା ଉଚିତ ତାହାକୁ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଭଗବାନ କୃଷ୍ଣ ରାତି ର ଏମିତି ଏକ ସମୟ ବିଷୟରେ କହିଛନ୍ତି ଯାହାକୁ ସଂଭୋଗ କରୁଥିବା ବ୍ୟକ୍ତି କେବେ ବି ନିର୍ଧନ ହୁଏ ନାହିଁ ।

ମଣିଷ ଠାରେ ପ୍ରେମର ଭାବନା ରାତି ସମୟରେ ଅଧିକ ହୋଇଥାଏ । ରାତି ସମୟରେ ଅନେକ ସମୟରେ ସଂଭୋଗ କରିବା ଖୁବ ଆନନ୍ଦ ପୂର୍ବକ ହୋଇଥାଏ । କିନ୍ତୁ ଭଗବାନ କୃଷ୍ଣ କହିଛନ୍ତି ଯେ ରାତି ର 12ଟା ରୁ 3 ଟା ଯାଏଁ ସଂଭୋଗ କରିବା ସବୁଠାରୁ ଉତ୍ତମ ସମୟ ଅଟେ । ଏହି ସମୟରେ ପ୍ରେମ ସମ୍ପର୍କ ରଖିବା ଲାଭକାରୀ ହୋଇଥାଏ । ଏହି ସମୟରେ ଯେଉଁ ବ୍ୟକ୍ତି ସଂଭୋଗ କରିଥାନ୍ତି ସେମାନଙ୍କ ଜୀବନରେ ଧନର ଅଭାବ କେବେ ହୁଏ ନାହିଁ ।

କିନ୍ତୁ ଏହି ସମୟ ଅବଧି ରେ ସଂଭୋଗ କରିବା ଉଚିତ ନୁହେଁ । ଏହା ଦ୍ଵାରା ଦୁଷ୍ପରିଣାମ ର ସାମ୍ନା କରିବାକୁ ପଡିଥାଏ । କାରଣ ଶାସ୍ତ୍ର ଅନୁଯାୟୀ ରାତି 3 ଟା ପରେ ସମସ୍ୟାକୁ ବ୍ରହ୍ମ ମୂହୁର୍ତ୍ତ ବୋଲି ମାନା ଯାଇଛି । ଏହି ସମୟରେ ଭଗବାନ ଙ୍କ ପୂଜା, ଅର୍ଚ୍ଚନା ଓ ଆରତୀ ପାଇଁ ହୋଇଥାଏ । ତେଣୁ ରାତି 3 ଟା ପର ଠାରୁ ସଂଭୋଗ କରୁଥିବା ବ୍ୟକ୍ତି ସଂଭୋଗ କରିବା ଉଚିତ ନୁହେଁ ।

ଏହା ସହ ଭଗବାନ କୃଷ୍ଣ ଆଗକୁ କହିଛନ୍ତି ଯେ ରାତି ର ଅଧିକ ସମୟ ଯାଏଁ ଏମିତି କିଛି ଘଟଣା ଘଟିଲେ ଶୁଭ ହେବା ବଦଳରେ ଅଶୁଭ ହୋଇଥାଏ । ଯାହାର ଉଦାହରଣ ଗରୁଡ ପୁରାଣ ରେ ବର୍ଣ୍ଣିତ ଅଛି । ଗରୁର ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ବିନା ସମୟ ଦେଖି ରାତି ର ବିଳମ୍ବିତ ଯାଏଁ ପୂଜା ପାଠ କରିଲେ ତାକୁ ଏହାର ଲାଭ ହୁଏ ନାହିଁ । କାରଣ ଏହି ସମୟରେ କରା ଯାଉଥିବା ପୂଜା ଭଗବାନ ଙ୍କୁ ନୁହେଁ ବରଂ ଭୁତ ପ୍ରେତ ଙ୍କୁ କରା ଯାଇଥାଏ ।

ରାତି 12 ଟା ପରେ ଖରାପ ଶକ୍ତି ଅଧିକ ସକ୍ରିୟ ହୋଇଥାନ୍ତି । ତେଣୁ ଭୁଲରେ ବି ଏହି ସମୟରେ କେହି ବି ପୂଜା ପାଠ କରିବା ଉଚିତ ନୁହେଁ । ଗରୁଡ ପୁରାଣ ଅନୁଯାୟୀ ରାତି ସମୟରେ କେବେ ବି ଅଇଁଠା ବାସନ ପକାଇ ରଖିବା ଉଚିତ ନୁହେଁ । ଏହା ଅଭିଶାପ ର କାରଣ ହୋଇଥାଏ । ଏହାର ପରିଣାମ ସ୍ୱରୂପ ମା ଲକ୍ଷ୍ମୀ କେବେ ବି ଗୃହକୁ ପ୍ରବେଶ କରନ୍ତି ନାହିଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *