IAS ଇଣ୍ଟରଭିୟୁ ପ୍ରଶ୍ନ : ତାହା କେଉଁ ଜିନିଷ ଅଟେ ଯାହା ପାଣିରେ ଓଦା ହୋଇ ନ ଥାଏ , ୯୯ % ଲୋକମାନେ ଦେଲେ ଭୁଲ ଜବାବ ??

କୌଣସି ବି ପ୍ରତିଯୋଗୀତା ପରୀକ୍ଷାର ପ୍ରସ୍ତୁତି କରୁଥିବା ବ୍ୟକ୍ତିକୁ ଜଣା ଅଛି କି ଏହାକୁ କ୍ରାକ କରିବା କେତେ କଠିନ ଅଟେ । ଏଥିପାଇଁ ଦିନ – ରାତି ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ଏହି ପରୀକ୍ଷା ପାଇଁ ରିଟିନ ର ପ୍ରସ୍ତୁତି କରିବା ସହିତ ଆପଣଙ୍କୁ ଇଣ୍ଟରଭ୍ୟୁର ବି ପ୍ରସ୍ତୁତି କରିବା ଉଚିତ, କାରଣ ଏହି ପରୀକ୍ଷାରେ ଇଣ୍ଟରଭ୍ୟୁ ମୁଖ୍ୟ ହୋଇଥାଏ । କେତେ ଥର ଇଂଟରଭ୍ୟୁର କ୍ୟାଣ୍ଡିଡେଟ ର ଜବାବ ଓ ଆଇକ୍ୟୁ କୁ ଚେକ କରିବା ପାଇଁ ଟ୍ରିକି ପ୍ରଶ୍ନ ବି ପଚାରି ଥାନ୍ତି । ଯାହାକୁ ଶୁଣି ଇଣ୍ଟରଭ୍ୟୁ ଦେଉଥିବା ବ୍ୟକ୍ତିର ମୁଣ୍ଡ ବୁଲାଇବାକୁ ଲାଗେ ।

ତେବେ ଆସନ୍ତୁ କାଣିବା କିଛି ଏହିଭଳି ପ୍ରଶ୍ନ ଓ ସେଗୁଡିକର ଜବାବ ବିଷୟରେ ।

ପ୍ରଶ୍ନ : ଗୋଟିଏ ଅପରାଧୀକୁ ମୃତ୍ୟୁର ଦଣ୍ଡ ମିଳିଲା, ଏହା ପରେ ତାକୁ ତିନୋଟି ରୁମ ରୁ ଗୋଟିଏ ବାଛିବାର ଅଛି । ପ୍ରଥମ ରୁମରେ ନିଆଁ ଜଳୁଛି । ଦ୍ଵିତୀୟ ରୁମ ବନ୍ଧୁକ ସହିତ ଅପରାଧୀମାନେ ଅଛନ୍ତି ଓ ତୃତୀୟ ରୁମରେ ସିଂହମାନେ ଅଛନ୍ତି, ଯେଉଁମାନେ ତିନି ବର୍ଷ ହେବ ଭୋକିଲା ଅଛନ୍ତି । ତାହା ପାଇଁ କେଉଁ ରୁମଟି ସୁରକ୍ଷିତ ହେବ ।

ଉତ୍ତର : ତୃତୀୟ ରୁମ ତାହା ପାଇଁ ସୁରକ୍ଷିତ ହେବ କାରଣ ତିନି ବର୍ଷ ପର୍ଯ୍ୟନ୍ତ ଭୋକିଲା ରହିବା ଦ୍ଵାରା ସିଂହ ଜୀବିତ ବଞ୍ଚିବ ନାହିଁ ।

ପ୍ରଶ୍ନ : ଆପଣଙ୍କ ପାଖରେ ଦୁଇଟି ଗାଈ ଓ ଚାରୋଟି ଛେଳି ଅଛି ତେବେ କୁହନ୍ତୁ ଆପଣଙ୍କ ପାଖରେ କେତୋଟି ଗୋଡ ଅଛି ।

ଉତ୍ତର : ଗୋଟିଏ ମଣିଷ ପାଖରେ ତ ଦୁଇଟି ହିଁ ଗୋଡ ରହିବ ।

ପ୍ରଶ୍ନ : ଦୁଇଟି ଯାଁଳା ପିଲା ଆଦର୍ଶ ଓ ଅନୁପମ ମେ ରେ ଜନ୍ମ ହୋଇଥିଲେ, କିନ୍ତୁ ତାଙ୍କର ଜନ୍ମଦିନ ଜୁନ ରେ ଅଟେ । ଏହା କେମିତି ସମ୍ଭବ ଅଟେ ?

ଉତ୍ତର : ଏହା ସମ୍ଭବ ଅଟେ, କାରଣ, ମେ ଏକ ଜାଗାର ନାମ ଅଟେ ।

ପ୍ରଶ୍ନ : ଯଦି ଆପଣଙ୍କର ଗୋଟିଏ ହାତରେ ୩ଟି ଆପେଲ, ୪ ଟି କମଳା ଓ ଦ୍ଵିତୀୟ ହାତରେ ୪ ଟି ଆପେଲ ଓ ୩ ଟି କମଳା ଅଛି, ତେବେ ଆପଣଙ୍କ ପାଖରେ କଣ ଅଛି ?

ଉତ୍ତର : ବହୁତ ବଡ ହାତ

ପ୍ରଶ୍ନ : ଇଂରାଜୀର ୩ଟି ଅକ୍ଷର ବିଶିଷ୍ଟ ତାହା କେଉଁ ଶବ୍ଦ ଅଟେ ଯାହା ଗୋଟିଏ ଝିଅକୁ ମହିଳା କରି ଦିଏ ?

ଉତ୍ତର : AGE

ପ୍ରଶ୍ନ : ଦୁନିଆରେ ଏମିତି କେଉଁ ଜିନିଷ ଅଛି ଯାହାକୁ କହିବା ମାତ୍ରେ ହିଁ ତାହା ଭାଙ୍ଗି ଯାଏ ?

ଉତ୍ତର : ଶାନ୍ତି ଓ ନୀରବ ରହିବା, କହିବା ମାତ୍ରେ ହିଁ ତାହା ଭାଙ୍ଗି ଯାଇଥାଏ ।

ପ୍ରଶ୍ନ : କେଉଁ ଫଳ ମିଠା ହେବା ସତ୍ତ୍ୱେ ବି ବଜାରରେ ବିକ୍ରି ହୋଇ ନ ଥାଏ ?

ଉତ୍ତର : ପରିଶ୍ରମ ର ଫଳ ବହୁତ ମିଠା ହୋଇଥାଏ ଯାହାକି ବଜାରରେ ମିଳି ନ ଥାଏ ।

ପ୍ରଶ୍ନ : ଜେମ୍ସ ବନ୍ଡକୁ ବିନା ପାରାଚ୍ୟୁଟରେ ଏକ ପ୍ଲେନରୁ ବାହାର କରି ଦିଆ ଯାଉଛି । କିନ୍ତୁ ସେ ବଞ୍ଚି ଯାଉଛନ୍ତି, କେମିତି ?

ଉତ୍ତର : କାରଣ ପ୍ଲେନଟି ସେହି ସମୟରେ ରନୱେରେ ଥିଲା ।

ପ୍ରଶ୍ନ : କୁହନ୍ତୁ ଏମିତି କେଉଁ ଜିନିଷ ଅଛି ଯାହା ପାଣିରେ ଓଦା ହୋଇ ନ ଥାଏ ?

ଉତ୍ତର : ମଣିଷର ଛାଇ

ପ୍ରଶ୍ନ : ଇଂଟରଭ୍ୟୁଅର କ୍ୟାଣ୍ଡିଡେଟ ପାଇଁ ଗୋଟିଏ କପ କଫି ମଗାଇଲେ । କଫି କପ କ୍ୟାଣ୍ଡିଡେଟ ସାମ୍ନାରେ ରଖି ପଚାରିଲେ – what is before YOU ?

ପ୍ରଶ୍ନ : କ୍ୟାଣ୍ଡିଡେଟ TEA ରେ ଜବାବ ଦେଲେ । ଯେତେବେଳେ କି ଇଂଟରଭ୍ୟୁଅର ପଚାରି ଥିଲା ‘U'(alphabet) ର ପୂର୍ବରୁ କଣ ଆସିଥାଏ ? ତେବେ ‘U’ ପୂର୍ବରୁ ‘T'(alphabet) ଆସିଥାଏ । ସେଥିପାଇଁ କ୍ୟାଣ୍ଡିଡେଟ ଚା’ କହିଛନ୍ତି ।

ପ୍ରଶ୍ନ : ଗୋଟିଏ ବ୍ୟକ୍ତି ୮ ଦିନ ବିନା ଶୋଇ କେମିତି ରହି ପାରିବ ?

ଉତ୍ତର : କାରଣ ସେ ରାତିରେ ଶୋଇ ଥାଏ ।

ପ୍ରଶ୍ନ : ଭାରତରେ ସବୁଠୁ ଅଧିକ ଗତିରେ ଯାଉଥିବା ଟ୍ରେନର ନାମ କଣ ଅଟେ ?

ଉତ୍ତର : ଶତାବ୍ଦୀ ଏକ୍ସପ୍ରେସ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *