୫ଟି କଦଳୀ କୁ ନ କାଟି ବା ନ ଭାଙ୍ଗି କିପରି ୭ଜଣ ଲୋକଙ୍କ ମଧ୍ୟରେ ବାଣ୍ଟି ହେବ ? Interesting Questions & Answers

ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି ।

ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ୟୁପିଏସି ପରୀକ୍ଷାରେ ପଚରା ଯାଇଅଛି ।

(୧) ବିଶ୍ୱର ସବୁଠୁ ଦାମୀ ଜୀବ କେଉଁଟି ଅଟେ ?

ଉତ୍ତର – ରେଶ ର ଘୋଡା

(୨) ଭାରତର କେଉଁ ନଦୀ ଓଲଟା ବହିଥାଏ ?

ଉତ୍ତର – ନର୍ମଦା ନଦୀ

(୩) କେଉଁ ଦେଶରେ କୃତିମ ସୁର୍ଯ୍ୟ – ଚାନ୍ଦ ବନାଯାଏ ?

ଉତ୍ତର – ଚୀନ

(୪) ହିନ୍ଦୁସ୍ଥାନ ର ତୋତା କାହାକୁ କୁହନ୍ତି ?

ଉତ୍ତର – ଅମୀର ଖୁସରୋ

(୫) ବିଶ୍ୱର ଗରିବ ଦେଶ କେଉଁଟି ଅଟେ ?

ଉତ୍ତର – ଭୁଟାନ

(୬) କେଉଁ ଦେଶରେ କୁକୁର ପାଳନ କରିବା ଅପରାଧ ଅଟେ ?

ଉତ୍ତର – ଆଇଶଲ୍ୟାଣ୍ଡ

(୭) ଦାସ କ୍ୟାପିଟାଲ କାହାର ରଚନା ଅଟେ ?

ଉତ୍ତର – କାର୍ଲ ମାର୍କସ

(୮) ଦିଲ୍ଲୀ ର ଲାଲ କିଲ୍ଲା ର ନିର୍ମାଣ କିଏ କରାଇଥିଲେ ?

ଉତ୍ତର – ସାହାଜାହାନ

(୯) ଭାରତରେ ୨୫ ପଇସା କେବେ ବନ୍ଦ ହୋଇଥିଲା ?

ଉତ୍ତର – ୨୦୦୫

(୧୦) ସବୁଠାରୁ ବେଶୀ ଭୂକମ୍ପ କେଉଁ ଦେଶରେ ହୋଇଥାଏ ?

ଉତ୍ତର – ଜାପାନ

(୧୧) କେଉଁ ସାପ ବସା ବନାଇଥାଏ ?

ଉତ୍ତର – କିଙ୍ଗ କୋବ୍ରା

(୧୨) କବାଡ଼ି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?

ଉତ୍ତର – ବାଙ୍ଗଳାଦେଶ

(୧୩) ଭାରତର ପଶ୍ଚିମ ବିନ୍ଦୁ କେଉଁଟି ଅଟେ ?

ଉତ୍ତର – ଗୁଜୁରାଟ

(୧୪) ଭାରତରେ ରେଲୱେ । ର ଜନକ କିଏ ?

ଉତ୍ତର – ଲର୍ଡ଼ ଡ଼ଲହୋଜି

(୧୫) ଆରବ ସାଗର ରାଣୀ କାହାକୁ କୁହନ୍ତି ?

ଉତ୍ତର – କୋଚ୍ଚି

(୧୬) ସବୁଠାରୁ ଛୋଟ ମହାଦ୍ବୀପ କେଉଁଟି ?

ଉତ୍ତର – ଅଷ୍ଟ୍ରେଲିଆ

(୧୭) ସବୁଠାରୁ ଅଧିକ ମନ୍ଦିର କେଉଁ ଦେଶରେ ଅଛି ?

ଉତ୍ତର – ଭାରତ

(୧୮) ବିଶ୍ୱର ସବୁଠୁ ବଡ଼ ସଂଗ୍ରହଳୟ କେଉଁଠି ଅଛି ?

ଉତ୍ତର – ଲଣ୍ଡନ

(୧୯) ବିଲେଇ ମାନଙ୍କ ପୂଜା କେଉଁଠି କରାଯାଏ ?

ଉତ୍ତର – ଇଜିପ୍ଟ

(୨୦) କେଉଁ ଦେଶ ର ଲୋକମାନେ ଷଣ୍ଢ ସହ ଲଢେଇ କରନ୍ତି ?

ଉତ୍ତର – ସ୍ପେନ

(୨୧) ଗହମ ର ଷ୍ଟୋର ହାଉସ କାହାକୁ କୁହନ୍ତି ?

ଉତ୍ତର – ହଂଗରି

(୨୨) ବ୍ରହ୍ମ ସମାଜର ସ୍ଥାପନା କିଏ କରିଥିଲେ ?

ଉତ୍ତର – ରାଜା ରାମମୋହନ ରାୟ

(୨୩) କେଉଁ ଜୀବ ର ରକ୍ତ ର ରଙ୍ଗ ଧଳା ଅଟେ ?

ଉତ୍ତର – ଅସରପା

(୨୪) ବନ ଅନୁସନ୍ଧାନ କେଉଁଠି ଅଛି ?

ଉତ୍ତର – ଡେରାଡୁନ

(୨୫) ଜାଳିୟାନ ବାଗ ହତ୍ୟାକାଣ୍ଡ କେବେ ହୋଇଥିଲା ?

ଉତ୍ତର – ୧୯୧୯

(୨୬) ଲେମ୍ବୁରେ କେଉଁ ଅମ୍ଳ ମିଲିଥାଏ ?

ଉତ୍ତର – ସାଇଟ୍ରିକ ଅମ୍ଳ

(୨୭) ରଡ଼ାର ର ଆବିଷ୍କାର କେଉଁ ଦେଶ ରେ ହୋଇଥିଲା ?

ଉତ୍ତର – ସ୍କଟଲ୍ୟାଣ୍ଡ

(୨୮) ଭାରତର ସବୁଠାରୁ ଥଣ୍ଡା ଜିଲ୍ଳା କେଉଁଟି ଅଟେ ?

ଉତ୍ତର – ଶ୍ରୀନଗର

(୨୯) ବଗିଚାର ସହର କାହାକୁ କୁହାଯାଏ ?

ଉତ୍ତର – କପୁରଥଳା

(୩୦) ସଂସାରର ସବୁଠାରୁ ବଡ଼ ନଦୀ କେଉଁଟି ଅଟେ ?

ଉତ୍ତର – ଅମେଜନ ନଦୀ

(୩୧) କାଳୀ ମରଣ କାହାକୁ କୁହନ୍ତି ?

ଉତ୍ତର – ପ୍ଲେଗ ରୋଗ

(୩୨) ମହାଭାରତ ର ରଚୟିତା କିଏ ?

ଉତ୍ତର – ବେଦବ୍ୟାସ

(୩୩) ଗୁଗୁଲ କେଉଁ ଦେଶ ର କମ୍ପାନୀ ?

ଉତ୍ତର – ଆମେରିକା

(୩୪) ୫ଟି କଦଳୀ କୁ ନ କାଟି ବା ନ ଭାଙ୍ଗି କିପରି ୭ଜଣ ଲୋକଙ୍କ ମଧ୍ୟରେ ବାଣ୍ଟି ହେବ ?

ଉତ୍ତର – ଶେକ କରି ବା ରସ ବନାଇ

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *