ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି ।
ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ୟୁପିଏସି ପରୀକ୍ଷାରେ ପଚରା ଯାଇଅଛି ।
(୧) ବିଶ୍ୱର ସବୁଠୁ ଦାମୀ ଜୀବ କେଉଁଟି ଅଟେ ?
ଉତ୍ତର – ରେଶ ର ଘୋଡା
(୨) ଭାରତର କେଉଁ ନଦୀ ଓଲଟା ବହିଥାଏ ?
ଉତ୍ତର – ନର୍ମଦା ନଦୀ
(୩) କେଉଁ ଦେଶରେ କୃତିମ ସୁର୍ଯ୍ୟ – ଚାନ୍ଦ ବନାଯାଏ ?
ଉତ୍ତର – ଚୀନ
(୪) ହିନ୍ଦୁସ୍ଥାନ ର ତୋତା କାହାକୁ କୁହନ୍ତି ?
ଉତ୍ତର – ଅମୀର ଖୁସରୋ
(୫) ବିଶ୍ୱର ଗରିବ ଦେଶ କେଉଁଟି ଅଟେ ?
ଉତ୍ତର – ଭୁଟାନ
(୬) କେଉଁ ଦେଶରେ କୁକୁର ପାଳନ କରିବା ଅପରାଧ ଅଟେ ?
ଉତ୍ତର – ଆଇଶଲ୍ୟାଣ୍ଡ
(୭) ଦାସ କ୍ୟାପିଟାଲ କାହାର ରଚନା ଅଟେ ?
ଉତ୍ତର – କାର୍ଲ ମାର୍କସ
(୮) ଦିଲ୍ଲୀ ର ଲାଲ କିଲ୍ଲା ର ନିର୍ମାଣ କିଏ କରାଇଥିଲେ ?
ଉତ୍ତର – ସାହାଜାହାନ
(୯) ଭାରତରେ ୨୫ ପଇସା କେବେ ବନ୍ଦ ହୋଇଥିଲା ?
ଉତ୍ତର – ୨୦୦୫
(୧୦) ସବୁଠାରୁ ବେଶୀ ଭୂକମ୍ପ କେଉଁ ଦେଶରେ ହୋଇଥାଏ ?
ଉତ୍ତର – ଜାପାନ
(୧୧) କେଉଁ ସାପ ବସା ବନାଇଥାଏ ?
ଉତ୍ତର – କିଙ୍ଗ କୋବ୍ରା
(୧୨) କବାଡ଼ି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?
ଉତ୍ତର – ବାଙ୍ଗଳାଦେଶ
(୧୩) ଭାରତର ପଶ୍ଚିମ ବିନ୍ଦୁ କେଉଁଟି ଅଟେ ?
ଉତ୍ତର – ଗୁଜୁରାଟ
(୧୪) ଭାରତରେ ରେଲୱେ । ର ଜନକ କିଏ ?
ଉତ୍ତର – ଲର୍ଡ଼ ଡ଼ଲହୋଜି
(୧୫) ଆରବ ସାଗର ରାଣୀ କାହାକୁ କୁହନ୍ତି ?
ଉତ୍ତର – କୋଚ୍ଚି
(୧୬) ସବୁଠାରୁ ଛୋଟ ମହାଦ୍ବୀପ କେଉଁଟି ?
ଉତ୍ତର – ଅଷ୍ଟ୍ରେଲିଆ
(୧୭) ସବୁଠାରୁ ଅଧିକ ମନ୍ଦିର କେଉଁ ଦେଶରେ ଅଛି ?
ଉତ୍ତର – ଭାରତ
(୧୮) ବିଶ୍ୱର ସବୁଠୁ ବଡ଼ ସଂଗ୍ରହଳୟ କେଉଁଠି ଅଛି ?
ଉତ୍ତର – ଲଣ୍ଡନ
(୧୯) ବିଲେଇ ମାନଙ୍କ ପୂଜା କେଉଁଠି କରାଯାଏ ?
ଉତ୍ତର – ଇଜିପ୍ଟ
(୨୦) କେଉଁ ଦେଶ ର ଲୋକମାନେ ଷଣ୍ଢ ସହ ଲଢେଇ କରନ୍ତି ?
ଉତ୍ତର – ସ୍ପେନ
(୨୧) ଗହମ ର ଷ୍ଟୋର ହାଉସ କାହାକୁ କୁହନ୍ତି ?
ଉତ୍ତର – ହଂଗରି
(୨୨) ବ୍ରହ୍ମ ସମାଜର ସ୍ଥାପନା କିଏ କରିଥିଲେ ?
ଉତ୍ତର – ରାଜା ରାମମୋହନ ରାୟ
(୨୩) କେଉଁ ଜୀବ ର ରକ୍ତ ର ରଙ୍ଗ ଧଳା ଅଟେ ?
ଉତ୍ତର – ଅସରପା
(୨୪) ବନ ଅନୁସନ୍ଧାନ କେଉଁଠି ଅଛି ?
ଉତ୍ତର – ଡେରାଡୁନ
(୨୫) ଜାଳିୟାନ ବାଗ ହତ୍ୟାକାଣ୍ଡ କେବେ ହୋଇଥିଲା ?
ଉତ୍ତର – ୧୯୧୯
(୨୬) ଲେମ୍ବୁରେ କେଉଁ ଅମ୍ଳ ମିଲିଥାଏ ?
ଉତ୍ତର – ସାଇଟ୍ରିକ ଅମ୍ଳ
(୨୭) ରଡ଼ାର ର ଆବିଷ୍କାର କେଉଁ ଦେଶ ରେ ହୋଇଥିଲା ?
ଉତ୍ତର – ସ୍କଟଲ୍ୟାଣ୍ଡ
(୨୮) ଭାରତର ସବୁଠାରୁ ଥଣ୍ଡା ଜିଲ୍ଳା କେଉଁଟି ଅଟେ ?
ଉତ୍ତର – ଶ୍ରୀନଗର
(୨୯) ବଗିଚାର ସହର କାହାକୁ କୁହାଯାଏ ?
ଉତ୍ତର – କପୁରଥଳା
(୩୦) ସଂସାରର ସବୁଠାରୁ ବଡ଼ ନଦୀ କେଉଁଟି ଅଟେ ?
ଉତ୍ତର – ଅମେଜନ ନଦୀ
(୩୧) କାଳୀ ମରଣ କାହାକୁ କୁହନ୍ତି ?
ଉତ୍ତର – ପ୍ଲେଗ ରୋଗ
(୩୨) ମହାଭାରତ ର ରଚୟିତା କିଏ ?
ଉତ୍ତର – ବେଦବ୍ୟାସ
(୩୩) ଗୁଗୁଲ କେଉଁ ଦେଶ ର କମ୍ପାନୀ ?
ଉତ୍ତର – ଆମେରିକା
(୩୪) ୫ଟି କଦଳୀ କୁ ନ କାଟି ବା ନ ଭାଙ୍ଗି କିପରି ୭ଜଣ ଲୋକଙ୍କ ମଧ୍ୟରେ ବାଣ୍ଟି ହେବ ?
ଉତ୍ତର – ଶେକ କରି ବା ରସ ବନାଇ
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।