ଯଦି ଆପଣ ବହୁତ ଟଙ୍କା ଚାହୁଛନ୍ତି ତାହାଲେ ସକାଳେ ଉଠିବା ମାତ୍ରେ 3 ଥର ଏହି ମନ୍ତ୍ର ଜପ କରନ୍ତୁ  ।

ନମସ୍କାର ବନ୍ଧୁଗଣ । ଆପଣ ଯଦି ବହୁତ ଧନ କମେଇବାକୁ ଚାହୁଛନ୍ତି ତାହାଲେ ସକାଳେ ଉଠି ଏହି ମନ୍ତ୍ରକୁ ଜପ କରନ୍ତୁ ଦେଖିବେ ଆପଣଙ୍କର ଧନର ଅଭାବ ହେବ ନାହିଁ । ଆସନ୍ତୁ ଜାଣିବା ସେହି ମନ୍ତ୍ର କଣ ଅଟେ । ବନ୍ଧୁଗଣ ସମସ୍ତେ ଚାହାନ୍ତି ସକାଳୁ ସୋଇକି ଉଠିବା ପରେ ଏମିତି ଏକ ବ୍ୟକ୍ତିର ମୁହଁ ଚାହିବେ ଯାହା ଦ୍ୱାରା ତାଙ୍କର ସେହି ଦିନଟି ବହୁତ ଭଲରେ କଟି ଯାଉ । ଆପଣ ନିଜର ପ୍ରିୟ ଲୋକଙ୍କ ମୁହଁ ସକାଳୁ ଉଠି ଦେଖିବାକୁ ପସନ୍ଦ କରନ୍ତି ଯାହାଦ୍ୱାରା ଆପଣଙ୍କର ଦିନଟି ବହୁତ ଭଲରେ କଟିଥାୟ ।

ଆଉ କିଛି ବ୍ୟକ୍ତି ଦେଖିଥିବେ ସୋଇକି ଉଠି ନିଜର ଫୋନ ଦେଖନ୍ତି ।କିନ୍ତୁ ବନ୍ଧୁଗଣ ଯଦି ଆମେ ସକାଳୁ ଉଠି ଭଗବାନଙ୍କ ନାମ ସ୍ମରଣ କରିବା ତା ହେଲେ ଆମର ଦିନଗୁଡିକ ବହୁତ ଭଲ ରେ କଟିବ । ବନ୍ଧୁଗଣ ଆପଣ ସକାଳୁ ଉଠି ଏହି କାମ କରନ୍ତୁ ଆପଣଙ୍କର ଦିନ ବହୁତ ଭଲରେ କାଟିବ। ଆପଣ ସକାଳୁ ଉଠି ନିଜର ହାତର ପାପୁଲି କି ଦର୍ଶନ କରନ୍ତୁ । ଏହାକୁ କିପରି କରିବେ ଆସନ୍ତୁ ଜାଣିବା । ସକାଳୁ ସୋଇକି ଉଠି ଆପଣଙ୍କ 2 ହାତକୁ ଭଲ ଭାବେ ରଗଡି ତାହାକୁ ଆପଣ ନିଜର 2 ଆଖିରେ ସ୍ପର୍ଶ କରିବେ ।

ତାହା ପରେ ଆପଣଙ୍କର ହାତକୁ ଏକ ବହି ପରି ଯୋଡି ଏହାର ଦର୍ଶନ କରିବେ । ତାହାପରେ ଆପଣ ॥ କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ଵତୀ ॥ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନ ॥ ଏହି ମନ୍ତ୍ରକୁ ଆପଣ 3 ଥର ଜପ କରିବେ । ଏହା କରିବା ଦ୍ଵାରା ଆପଣ ସକାଳୁ ମାତା ସରସ୍ଵତୀ , ଗୋବିନ୍ଦ , ଓ ମାତା ଲକ୍ଷ୍ମୀଙ୍କୁ ଦର୍ଶନ କଲେ। ଏହା କରିବା ଦ୍ଵାରା ଆପଣଙ୍କର ପୁରା ଦିନ ବହୁତ ଭଲରେ କଟିଥାଏ ।

ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ , ସରସ୍ଵତୀ , ଭଗବାନ କୃଷ୍ଣ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।  ଆପଣଙ୍କର କେବେ ବି କୌଣସି ଜିନିଷରେ ଅଭାବ ହୋଇ ନ ଥାଏ । ଯେଉଁ ବ୍ୟକ୍ତି ପରିଶ୍ରମ କରନ୍ତି ଭଗବାନ ତାଙ୍କୁ କେବେ ବି କୌଣସି ସମସ୍ଯା ରେ ପକାନ୍ତି ନାହିଁ ।  ଏହି କାମ କରିବା ଦ୍ଵାରା ଆପଣଙ୍କ ଘରେ ଧନ , ଧର୍ମ କାମ ,ରେ ଅଭାବ ହୁଏ ନାହିଁ । ଆପଣଙ୍କର ଘରେ କୌଣସି ସମସ୍ଯା ଦେଖା ଯାଏ ନାହିଁ । ଆପଣଙ୍କର ଦିନ ଗୁଡିକ ବହୁତ ଭଲରେ କଟିଥାଏ । ଆପଣ ବହୁତ ଭଲରେ ଜୀବନ ଅତି ବାହିତ କରନ୍ତି । ତେଣୁ  ବନ୍ଧୁଗଣ ଆପଣ ଜାଣିଲେ ତ ସକାଳୁ ଉଠି ଏହି ମନ୍ତ୍ରକୁ 3 ଥର ଜପ କରନ୍ତୁ ଆପଣଙ୍କର ଦିନ ବହୁତ ଭଲରେ କଟି ଯିବ ।

Leave a Reply

Your email address will not be published. Required fields are marked *