ଯଦି ଆପଣଙ୍କ ନାମ ବି A, C, M, P, K, S ଅକ୍ଷରରୁ ଆରମ୍ଭ ହେଉଛି ତେବେ ନିଶ୍ଚୟ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ।

ବନ୍ଧୁଗଣ ଅଙ୍ଗ ଜ୍ଯୋତିଷ ର ବିଶେଷ ମହତ୍ଵ ବିଷୟରେ କୁହା ଯାଇଛି । ଅଙ୍ଗ ଜ୍ଯୋତିଷ ଅନୁସାରେ ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ବ୍ୟକ୍ତିତ୍ବ କୁ ପ୍ରଭାବିତ କରିଥାଏ । ନାମର ପ୍ରଥମ ଅକ୍ଷର ରୁ ବ୍ଯକ୍ତିର ଚରିତ୍ର, ଗୁଣ, ବ୍ୟବହାର ଓ ସ୍ଵଭାବ ବିଷୟରେ ଜାଣି ହୁଏ । ଆଜି ଆମେ ଆପଣଙ୍କୁ ଏମିତି 6ଟି ନାମର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ଉପରେ ଆଜି ଠାରୁ ପ୍ରଭୁ ହନୁମାନ ଙ୍କ କୃପା ବର୍ଷା ହେବାକୁ ଯାଉଛି ।

1- A ନାମର ଲୋକ : ଏହି ନାମର ବ୍ୟକ୍ତି ସବୁ କାମକୁ କରିବା ପାଇଁ ରେଡି ଥାନ୍ତି । ଏମାନେ ସର୍ବଦା ସତ କହିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କର ଏହି ଅଭ୍ଯାସ କାରଣରୁ କେତେ ଲୋକ ଚିନ୍ତାରେ ରହିଥାନ୍ତି । ମଙ୍ଗଳବାର ଠାରୁ ଆପଣଙ୍କ ଜୀବନରେ ଅନେକ ଆରିବାର୍ତ୍ତା ହେବ ପ୍ରଭୁ ହନୁମାନ ଙ୍କ କୃପାରୁ । ଆପଣଙ୍କୁ ଜୀବନରେ ସଫଳତା ପ୍ରାପ୍ତ ହେବ । ପରିବାରରେ ଖୁଶିର ମାହୋଲ ରହିବ । ଅଚନକ ଧନ ଲାଭ ହେବ ।

2- C ନାମର ଲୋକ : ମଙ୍ଗଳବାର ରାତି ଠାରୁ ଆପଣଙ୍କ ଭାଗ୍ୟ ବଦଳିଯିବ । ଆପଣଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଆପଣଙ୍କୁ ଧନ ଲାଭ ହେବ । ଅଟକିଥିବା କାମ ସଂପୂର୍ଣ୍ଣ ହେବ । ସବୁ କାମରେ ସଫଳତା ମିଳିବ ।

3- M ନାମର ଲୋକ ; ମଙ୍ଗଳବାର ରାତି ଠାରୁ ଆପଣଙ୍କୁ ଧନ ଲାଭର ଯୋଗ ଅଛି । ସବୁ ସମସ୍ୟାର ସମାଧାନ ହେବ । ଆପଣଙ୍କ ଘରେ ଖୁଶିର ମାହୋଲ ରହିବ । ଅନେକ ଚେଞ୍ଜେସ ଆସିବ । ଆପଣଙ୍କୁ ସବୁ କାମରେ ସଫଳତା ପ୍ରାପ୍ତ ହେବ ।

4- S ନାମର ଲୋକ : ଏହି ନାମର ବ୍ୟକ୍ତି ସବୁ କାମ କରିବାକୁ ସର୍ବଦା ରେଡି ରହିଥାନ୍ତି । ଏମାନେ ବହୁତ ମିଶାଣିଆ ପ୍ରକୃତିର ହୋଇଥାନ୍ତି । ଏମାନଙ୍କ ଉପରେ ପ୍ରଭୁ ହନୁମାନ ଙ୍କ କୃପା ବିଶେଷ ଭାବେ ରାଇଛି । ମଙ୍ଗଳବାର ଠାରୁ ଆପଣଙ୍କର ଭାଗ୍ୟ ଖୋଲିଯିବ । ଧନ ପ୍ରାପ୍ତିର ଯୋଗ ଅଛି । ସବୁ କାମରେ ସଫଳତା ମିଇବ ।

5- K ନାମର ଲୋକ : ଏହି ନାମର ଲୋକ ମାନେ ସ୍ବଭାବରୁ ଭଲ ହୋଇଥାନ୍ତି । ସବୁ କାମରେ ପରଫେକ୍ଟ କରିଥାନ୍ତି । ଆପଣଙ୍କୁ ନୂଆ କାମ ମିଳିପାରେ । ଯେଉଁ କାରଣରୁ ଆପଣଙ୍କ ଭବିଷ୍ୟତ ଭଲ ରହିବ । ଅଚାନକ ଧନ ଲାଭର ଯୋଗ ଅଛି ।

6- P ନାମର ଲୋକ : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଆକର୍ଷକ ଓ ସ୍ଵଭାବ ସମ୍ପନ୍ନ ହୋଇଥାନ୍ତି । ଏମାନେ ନିଜ ପରିବାରକୁ ଆଗରେ ରଖିଥାନ୍ତି ଓ ଖୁସି ରେ ରଖିବାକୁ ସବୁ ଚେଷ୍ଟା କରିଥାନ୍ତି । ଏମାନଙ୍କର ସବୁ ସ୍ଵପ୍ନ ପୂରଣ ହେବ ହନୁମାନ ଜୀ ଙ୍କ କୃପାରୁ । ଚାକିରିର ଯୋଗ ଅଛି । ଅଚାନକ ଧନ ଲାଭ ହେବ । ମଙ୍ଗଳବାର ଠାରୁ ଆପଣଙ୍କ ଭାଗ୍ୟ ବଦଳିଯିବ ।

ବନ୍ଧୁଗଣ ଆପଣ ଅମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *