ଯଦି ଆପଣଙ୍କ ନାମ A,G,K,M,T,P,S,R ଏହି ଅକ୍ଷରରୁ ଆରମ୍ଭ ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ତାର ଜୀବନରେ ଅନେକ ପ୍ରଭାବ ପକାଇଥାଏ । ନାମର ପ୍ରଥମ ଅକ୍ଷର ବ୍ୟକ୍ତି ବିଷୟରେ ଅନେକ କଥା କହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ପ୍ରଥମ ଅକ୍ଷରରୁ ତାର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ନାମର ପ୍ରଥମ ଅକ୍ଷର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ମାନେ ନିଜ ବିଷୟରେ ଜାଣି ପାରିବେ ।

A ନାମର ବ୍ୟକ୍ତି : ଯଦି ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଛି ତେବେ ଆପଣ ବହୁତ ସାହସୀ, ଧର୍ଯ୍ୟବାନ ଓ ମେହନତୀ ହୋଇଥାନ୍ତି । ଆପଣ ଅଯଥା କଥା କହିବାକୁ ପସନ୍ଦ କରନ୍ତି ଅନହି । ସର୍ବଦା ସତ ପକ୍ଷରେ ଆପଣ ସାଥ ଦେଇଥାନ୍ତି । ଆପଣ ନିଜର ବିଚାର ଉପରେ ଅଟଳ ରହିଥାନ୍ତି ।

G ନାମର ବ୍ୟକ୍ତି : ଯଦି ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଛି ତେବେ ଆପଣ ଶାନ୍ତ ଦେଖାଗଲେ ମଧ୍ୟ ମେହନତୀ ହୋଇଥାନ୍ତି । ଏମାନେ ଅନ୍ୟ କାହାରି ଜବରଦସ୍ତିରେ କାମ କରିବାକୁ ପସନ୍ଦ କରନ୍ତି ଅନହି । ଏମାନଙ୍କର ମନକୁ ଯାହା ଆସେ କରିବା ସହ ନିଜ ମନ ଅନ୍ୟ ଆଗରେ ସେୟାର କରନ୍ତି ନାହି । ପ୍ରେମ ମାମଲାରେ ମାନେ ପଛରେ ରହିଥାନ୍ତି ।

K ନାମର ବ୍ୟକ୍ତି : ଯଦି ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଛି ତେବେ ଆପଣ ସର୍ବଦା ହସଖୁସିରେ ରହୁଥିବା ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କୁ ତାଙ୍କ ଭାଗ୍ୟର ସବୁ ଖୁସି ମିଳିଥାଏ ଯାହା ତାଙ୍କର ପ୍ରାପ୍ୟ ହୋଇଥାଏ । ଏମାନେ ଅନ୍ୟର ସାହାଜ୍ଯ କରିବାକୁ ସର୍ବଦା ଆଗରେ ରହିଥାନ୍ତି । ଏମାନଙ୍କର ପର୍ସନାଲିଟି ଗଜବ ରହିଥାଏ ।

M ନାମର ବ୍ୟକ୍ତି : ଯଦି ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଛି ତେବେ ଆପଣ ଅନ୍ୟକୁ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନଙ୍କର ଅଲଗା ଦୁନିଆ ରହିଥାଏ ଯେଉଁଠାରେ ଏମାନେ ସବୁବେଳେ ହଜି ରହିଥାନ୍ତି । ଏମାନେ ସମସ୍ତଙ୍କ ସହ ପ୍ରେମରେ ରହିଥାନ୍ତି । ଅନ୍ୟ ଲୋକର ଭାବନାକୁ ଏମାନେ ଗୁରୁତ୍ଵ ଦେଇଥାନ୍ତି ।

T ନାମର ବ୍ୟକ୍ତି : ଯଦି ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଛି ତେବେ ଆପଣ ଖର୍ଚ୍ଚୀ ସ୍ଵଭବର ହୋଇଥାନ୍ତି । ପରିବାର ଲୋକଙ୍କ ବହୁତ ଭଲ ଭାବେ କେୟାର ନେଇଥାନ୍ତି । ପ୍ରେମ ମାମଲାରେ ଏମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି । କିନ୍ତୁ ଯେବେ ପ୍ରେମରେ ପଡିଥାନ୍ତି ଅନ୍ୟ କିଛି ଦେଖନ୍ତି ନାହି ।

P ନାମର ବ୍ୟକ୍ତି : ଯଦି ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଛି ତେବେ ଆପଣ ସଚ୍ଚା ଓ ଇମାନ୍ଦାରୀ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜ ଦୁନିଆରେ ହଜି ରହିଥାନ୍ତି । ଖୁସି ପାଇବା ଆଶାରେ ଏମାନେ କଠିନ ପରିଶ୍ରମ କରିଥାନ୍ତି ।

S ନାମର ବ୍ୟକ୍ତି : ଯଦି ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଛି ତେବେ ଆପଣ ରୋମାଣ୍ଟିକ ଓ ମେହନତୀ ବ୍ୟକ୍ତି ଅଟନ୍ତି । ପ୍ରେମ ମାମଲାରେ ଗମଧିର ହୋଇଥାନ୍ତି । ନିଜ ମନ କଥା ଅନ୍ୟକୁ ଶେୟାର କରିବା ପସନ୍ଦ କରନ୍ତି ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *