ଯଦି ଆପଣଙ୍କର ଖରାପ ସମୟ ଚାଲିଛି ତେବେ ଘରୁ ଏହି 1 ଜିନିଷକୁ ତୁରନ୍ତ ବାହାର କରି ଦିଅନ୍ତୁ- Chanakya Niti

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ କୁହାଯାଇଛି ଏପରି କିଛି ଜିନିଷକୁ ଘର ମଧ୍ୟରେ ରଖିବା ଉଚିତ ନୁହେଁ । ଯଦି ଆପଣ ଏହି ସମସ୍ତ ଜିନିଷକୁ ଘର ମଧ୍ୟରୁ ଦୂର କରିଦେବେ ତା ହେଲେ ଆପଣଙ୍କ ପାଖରେ କେବେହେଲେ ଧନର ଅଭାବ ହେବ ନାହିଁ । ବନ୍ଧୁଗଣ ଘର ମଧ୍ୟରେ ଏପରି କିଛି ଜିନିଷ ରହିଥାଏ ଯେଉଁଥିରେ ନକରାତ୍ମକ ଶକ୍ତି ରହିଥାଏ ।

ଏହି ଜିନିଷ ପାଇଁ ଘରର ସଦସ୍ୟ ମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ବନ୍ଧୁଗଣ ଅଧିକାଂଶ ଲୋକ ଏହି ସମସ୍ତ ଜିନିଷ ବିଷୟରେ ଜାଣିନାହାନ୍ତି ଯାହା ଦ୍ଵାରା ସେମାନଙ୍କ ଆର୍ଥିକ ଅବସ୍ତା ଦୁର୍ବଳ ହୋଇଥାଏ । ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ତୁରନ୍ତ ଘର ମଧ୍ୟରୁ ବାହାର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ବିଷୟରେ ।

୧. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ସ୍ଥାନରେ ଆପଣ ଧନ ରଖୁଛନ୍ତି ସେହି ସ୍ଥାନରେ ବା ସେହି ସ୍ଥାନ ପାଖରେ କୌଣସି ପ୍ରକାରର ନୀଳ ରଙ୍ଗର ବସ୍ତୁ ବା କପଡା ରଖିବେ ନାହିଁ । କାରଣ ନୀଳ ରଙ୍ଗ ପାଣିର ପ୍ରତୀକ ଅଟେ ଓ ପାଣି ସବୁବେଳେ ବହି ଚାଲିଥାଏ । ତେଣୁ ଯେଉଁ ସ୍ଥାନରେ ଆପଣ ଧନ ରଖୁଛନ୍ତି ସେହି ସ୍ଥାନରେ କୌଣସି ପ୍ରକାରର ନୀଳ ରଙ୍ଗର ଜିନିଷ ରଖିବେ ନାହିଁ ।

୨. ବନ୍ଧୁଗଣ ସବୁବେଳେ ବହୁମୂଲ୍ୟ ଜିନିଷ ଗୁଡିକୁ ଉତ୍ତର- ପଶ୍ଚିମ କୋଣରେ ରଖିବା ଉଚିତ । ବନ୍ଧୁଗଣ ଏହି କୋଣ ବ୍ଯତୀତ ଅନ୍ୟ କୌଣସି କୋଣରେ ମୂଲ୍ଯବାନ ଜିନିଷ ରଖିବେ ନାହିଁ ।

୩. ବନ୍ଧୁଗଣ ଯେଉଁ ସ୍ଥାନରେ ଆପଣ ଧନ ରଖୁଛନ୍ତି ତଥା ଫଟା ତିଜୋରି ବା ପର୍ସରେ କେବେହେଲେ ଧନ ରଖିବେ ନାହିଁ । କାରଣ ମା ଲକ୍ଷ୍ମୀ କେବେହେଲେ ଫଟା ପର୍ସ ଓ ଭଙ୍ଗା ତିଜୋରିରେ ବାସ କରିନଥାନ୍ତି । ତେଣୁ ଆପଣଙ୍କ ଘରେ ଯଦି ଏହି ପରି କୌଣସି ଜିନିଷ ଅଛି ତା ହେଲେ ସେହି ଜିନିଷକୁ ତୁରନ୍ତ ବାହାର କରନ୍ତୁ ।

୪. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ କୁହାଯାଇଛି ଯଦି ଆପଣ ନିଜ ଘରେ ଭଙ୍ଗା ଫର୍ନୀଚର ରଖିବେ ତା ହେଲେ ଆପଣଙ୍କ ସମସ୍ତ କାର୍ଯ୍ୟ ଓ ଧନଲାଭରେ ଅସଫଳତା ମିଳିବ । ତେଣୁ ଯଦି ଆପଣଙ୍କ ଘରେ ଏହିପରିକା କିଛି ଜିନିଷ ଅଛି ତା ହେଲେ ତୁରନ୍ତ ଏହାକୁ ବାହାର କରନ୍ତୁ ।

୫. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ କେବେହେଲେ ନିଜ ଡ୍ରଇଙ୍ଗ ରୁମରେ ରକ୍ଷା ଯାଇଥିବା ସୋଫା ଓ ଚାଦର କେବେହେଲେ ଫଟା ଏବଂ ଅପରିଷ୍କାର ନହେବା ଉଚିତ । ଯଦି ବନ୍ଧୁଗଣ ଆପଣଙ୍କ ଘରେ ଏପରି କିଛି ଜିନିଷ ଅଛି ତା ହେଲେ ଏହାକୁ ତୁରନ୍ତ ଘରୁ ବାହାର କରନ୍ତୁ । କାରଣ ଏଥିରୁ ନକରାତ୍ମକ ପ୍ରଭାବ ଆସିଥାଏ, ଯାହା ଆପଣଙ୍କ ଘରର ସଦସ୍ୟ ମାନଙ୍କ ଉପରେ ପଡିଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *