ଯଦି ଆପଣଙ୍କୁ ମିଳୁଛି ଏହି 8ଟି ସଂକେତ ତେବେ ବହଗବାନ ଅଛନ୍ତି ଆପଣଙ୍କ ସହ- Jyotisha Shastra

ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ କହିବା କି ଆମେ ଜାଣିଛେ କି କିଚ୍ଛି ଲୋକାମନେ ପୂଜା କରି ଥାନ୍ତି ଓ କିଛି ଜଣଙ୍କ ମାନରେ ଭଗବାନ ଙ୍କ ଛାୟା ମନରେ ରହି ଯାଇଥାଏ । ଆଜି ଆମେ କହିବା କି କିଛି ଲୋକମାନେ ଯେଉଁ ମାନେ ଭଗବାନଙ୍କୁ ପୂଜା କରୁଛନ୍ତି ସେମାନେ ଚାହାଁନ୍ତି ବ୍ଭାଗବାନ ସବୁ ବେଳେ ତାଙ୍କ ସହ ଅଛନ୍ତି । ଆମକୁ ମଧ୍ୟ ଭଗବାନ କିଛି ସଂକେତ ଦେଇଥାନ୍ତି କିନ୍ତୁ ଆମେ ଏହାକୁ ଅନେକ ସମୟରେ ଲୋକମାନେ ଜାଣି ପାରି ନଥାନ୍ତି କାରଣ ସେମାନେ ସେହି ସଂକେତକୁ ବୁଝି ପାରାଇ ନଥାନ୍ତି ।

ଆଯୀ କଲି ସମାଜ ଯେତେ ଆଗକୁ ଗଲେ ମଧ୍ୟ ଆମେ କିଛି ସମୟ କାଢି ନେଇ ଥାଉ ଆମ ପୂଜା ପାଇଁ କିନ୍ତୁ ଆମେ ଯଦି ଏହାକୁ କାର୍ଯ୍ୟକାରୀ କରି ନଥାଉ ତେବେ ହୁଏ ତ ଆମକୁ ଏହାର ସଂକେତ ବାର ବାର ମିଳି ନଥାଏ । ଯେତେବେଳେ ଆମେ ପୂଜା କରିଥାଉ ତେବେ ଆମେ ସେତେବେଲେ ଆମକୁ କିଛି ସଂକେତ ମିଳିଥାଏ ।

ଆମେ ପୂଜା କରିବା ବେଳେ ଆମ ଜୀବନର ଯେତେ ସମୟ ଭୁଲି ଯାଇ ଆମେ ଏକ ଧ୍ୟାନ ରେ ବସିଥାଉ କିନ୍ତୁ ଆପଣ ମାନେ ଏହି ସମୟରେ ନିଜ ଭିତରୁ ବାହାରୁଥିବା ଊର୍ଜା ମଧ୍ୟରେ ଘେରି ହୋଇ ରହିଥାଉ । ଆଜି ଆମେ କହିବା କି ଆମେ ଯାହାଭି କରିଥାଉ କିମ୍ବା ଆମେ ଯାହାଭି ଏହି ସମୟରେ ଚିନ୍ତା କରୁ ଏହା ଶୁଭ ହୋଇ ଥାଏ ।

ଯଦି ଆପଣ ପୂଜାରେ ଥିବା ବେଳେ କେହି ଆପଣଙ୍କୁ ଭିକ ମାଗିବା ପାଇଁ ଆସିଥାଏ ତେବେ ଭାବି ନିନତୁ କି ଭଗବାନ ନିଜେ ଆସିଛନ୍ତି ଆପଣଙ୍କ ପାଖକୁ କାରଣ ହେଉଛି କି ଆପଣ ନିଜ ପୂଜା କରିବା ବେଳେ ଏହା ସିଛନ୍ତି ତେଣୁ ଆପଣ ଖାଲି ହାତରେ ଛାଡିବା ଅପେକ୍ଷା କିଛି ଭି ନିଜ ସାମର୍ଥ୍ୟ ହିସାବରେ ଦାନ କରନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।

ଏହା ପରେ ଦ୍ଵିତୀୟ ସଙ୍ଗକେତ ହେଉଛି ଆପଣ ଆଳତି କରିବା ବେଳେ ଯଦି ଏହା ଜ୍ଯୋର ସେ ଜଳି ଉଠି ଥାଏ ତେବେ ଏହା ଆମର ସଂକେତ ହୋଇଥାଏ କି ଭଗବାନ ଆମ ସହ ଅଛନ୍ତି । ଧୂପକାଠି କିମ୍ବା ଆମେ ଯଦି ଜଳାଇ ଥାଉ ଓ ଏହା ଆମର ଭଗବାନଙ୍କ ରୂପ ନେଇଥାଏ । ତେବେ ଆମେ ଜାଣିବା କି ଏହା ଆମ ପାଇଁ ଏକ ସଂକେତ ।

ଏହା ପରେ ଆସେ କି ଆପଣମାନେ ଯଦି ପୂଜା କରିବା ବେଳେ ସେହି ଫୁଲ ଭଗବାନ ଙ୍କ ମସ୍ତକରୁ ଖଶି ଥାଏ ତେବେ ଏହା ଭଲ ହୋଇଥାଏ ଏହାର ମାନେ ହେଉଛି ଆମ ସହ ଭଗବାନ ଅଛନ୍ତି । ଯଦି ଆପଣ ଭଗବାନ ଙ୍କ ପାଖରେ ନିଜର ଧୂପ ଲଗାଇବା ବେଳେ ଏହାର ସୁଗନ୍ଧ ଆପଣଙ୍କ ଘର ସାରା ବିଛୁରିତ ହୋଇ ଯାଇଥାଏ ।

ତେବେ ଏହା ମଧ୍ୟ ଭଲ ପରିଣାମ ଦେଇ ଥାଏ । ଏହା ସହ କିଛି ଜଣ ପୂଜା କରିବା ବେଳେ ଆପଣଙ୍କ ଆଖିରୁ ଭକ୍ତିର ଆସୁ ଆଶିଲେ ଆପଣ ଜାଣି ନିଅନ୍ତୁ କି ଏହା ଆପଣଙ୍କ ପାଇଁ ଶୁଭ ଅଟେ କାରଣ ଭଗବାନ ଆମ ସହ ଅଛନ୍ତି । ଯଦି କେହି ହଠାତ ଘରକୁ ଆସିବା ବେଳେ ଆପଣଙ୍କ ପାଇଁ କିଛି ଉପହାର କିମ୍ବା ଆପଣଙ୍କ ପାଇଁ କିଛି ମିଠା ନେଇକି ଆସିଥାଏ ଏହା ମଧ୍ୟ ଏକ ଶୁଭ ସଂକେତ ଥାଏ ।

Leave a Reply

Your email address will not be published. Required fields are marked *