ଯଦି ଏହା କ୍ୟାମେରାରେ ରେକର୍ଡ ହୋଇନଥାନ୍ତା ତ କେହି ଜାଣି ପାରିନଥାନ୍ତେ

ଏଥିରେ ଏମିତି ଭିଡିଓ ଅଛି ଆପଣ ଦେଖି ନିଶ୍ଚିତ ରୂପରେ ଡରିଯିବେ, ଏଥିରେ କିଛି ଏମିତି ରହିଛି ଆମ ବୁଝିବାର ବାହାରେ । ଏମିତି ବହୁତ ଜିନିଷ ରହିଛି ଯାହା ଉପରେ ବିଶ୍ବାସ କରିବାକୁ ଚାହିଁ ନଥାଉ ।  ନିଜକୁ ମଜଭୁତ କରିବା ପାଇଁ ଏହାକୁ ଗ୍ରହଣ କରି ନଥାଉ ।

ଏମିତି କିଛି ଜିନିଷ ବିଷୟରେ ଯାହା ଆମକୁ ଡରାଇ ଥାଏ, ଆମେ ତାକୁ ନଜର ଅନ୍ଦାଜ କରିଥାଉ ଓ ଭବିଠଉ ଏମିତି କିଛି ନଥିବା ବୋଲି । ଆଜି ଆମେ ଏମିତି କିଛି ଫୋଟ ଦେଖାଇବୁ ଯାହା ଲୋକଙ୍କ ଦ୍ଵାରା କ୍ୟାମେରାରେ ରେକର୍ଡ କରାଯାଇଛି । ଏହି ଫୋଟ ଦେଖି ଆପଣଙ୍କ ମତ ମତ ଦେବେକି ଆପଣଙ୍କୁ କଣ ଅନୁଭବ ହେଲା ଏହି ଫୋଟକୁ ଦେଖି । ଏହି ଭିଡିଓରେ ଛୁଆଟିକୁ ଦେଖୁଛନ୍ତି, ଏହି ପିଲାଟି ଆଇନାକୁ ଦେଖି ଖେଳୁଛି ଯେମିତିକି ସାଧାରଣ ଛୁଆମାନେ କରୁଛନ୍ତି ।

ପିଲାଟି ପଛରେ ତାର ବାପା ଭିଡିଓ ବନାଉଥିଲେ ଯେମିତି ସାଧାରଣ ବାପା ମା ମାନେ କରିଥାନ୍ତି । ଯେତେବେଳେ ଛୁଆଟିକୁ ଲାଗିଲା କି କିଏ ତାର ଭିଡିଓ ବନାଉଛି  ପିଲାଟି ପଛକୁ ବୁଲି କ୍ୟାମେରା ଆଡକୁ ଦେଖିଲା । ତା ପରେ ଦେଖନ୍ତୁ  କଣ ହେଲା କିନ୍ତୁ ଆଇନରେ ଦେଖା ଯାଉଥିବା ଛୁଆ ମଧ୍ୟ ସେମିତି ବୁଲୁ ଯାଇଥାନ୍ତା କିନ୍ତୁ ଏମିତି ହେଲାନି । ଆଇନରେ ଥିବା ଛୁଆ ସେହି ପିଲାଟୁକୁ ଦେଖୁଛି, ଯେମିତି ଲାଗୁଛି କି ଏହା ଆଉ ଗୋଟେ ଛୁଆ ଆଇନରେ ରହିଛି ।  ଆପଣଙ୍କୁ ଏହି ଭିଡିଓ ଦେଖି କେମିତି ଲାଗୁଛି ।

ଏହି ଭିଡିଓରେ ଦେଖୁଛନ୍ତି ଜ୍ଗିଆତି ଡ୍ୟାନ ଏକାଡେମି ଆଶି ଆଇନା ଆଗରେ ଆସି ଡ୍ୟାନ୍ସ ଅଭ୍ଯାସ କରୁଛି । ଏହି ଡ୍ୟାନ୍ସ କ୍ଲାସରେ ଚାରିପଟରେ ଆଇନା ଲାଗିଛି, ସାଧାରଣତ ଏମିତି ଅଇନା ଲାଗିଥାଏ ।  ଦେଖନ୍ତୁ ସିସିଟିଭି କ୍ୟାମେରାରେ ଦେଖନ୍ତୁ ଆଉ କିଛି ରେକର୍ଡ ହୋଇଛି । ଝିଅଟି ଡ୍ୟାନ୍ସ କରି କରି ଗୋଟିଏ ଜାଗାରେ ବସି ପଡୁଛି । ଆଇନରେ ଚାରିଆଡେ ଏହି ଝିଅଟିର ଋଫ୍ଳେକସାନ ନଜର ଆସୁଛି, କିନ୍ତୁ କିଛି ସମୟ ପରେ ଏମିତି ହେଲା ଏହି ଫୁଟେଜ ରାତାରାତୀ ଭାଇରାଲ ହୋଇଗଲା ।

ଏହି ଝିଅତିର ପଛ ରିଫ୍ଲେକଶଙ୍କୁ ଧ୍ୟାନର ସହିତ ଦେଖନ୍ତୁ କେମିତି କେମିତି ସେ ଝିଅଟିର ଋଫ୍ଳେକସନ ବସିଥିବା ଜାଗରୁ ଉଠି ଠିଆ ହୋଇଯାଉଛି । ଆପଣ ଏହି ଭିଡିଓକୁ ଇଣ୍ଟରନେଟରେ ମଧ୍ୟ ଦେଖିପାରିବେ । ଆପଣଙ୍କ କଣ ମତ ମତାମତ ନିଶ୍ଚିତ ରୂପରେ ଜଣାଇବେ ।

Leave a Reply

Your email address will not be published. Required fields are marked *