ଜନ୍ମ ବାର ଅନୁସାରେ ଜାଣନ୍ତୁ ନିଜର ସ୍ଵଭାବ, ବ୍ୟକ୍ତିତ୍ବ ଓ ଚରିତ୍ର, ଆପଣ କେଉଁ ବାର ରେ ଜନ୍ମ ହୋଇଛନ୍ତି ?

ବନ୍ଧୁଗଣ ନମସ୍କାର, ଆଜି ଆମେ ଆପଣଙ୍କୁ କହିବୁ କେଉଁ ବାରରେ ଜନ୍ମ ହେଲେ ବ୍ୟକ୍ତି ର ସ୍ଵ-ଭା-ବ, ବ୍ୟକ୍ତିତ୍ବ ତଥା ଚ-ରି-ତ୍ର କିପରି ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ଙ୍କ ସ୍ଵ-ଭା-ବ ଭିନ୍ନ ଭିନ୍ନ ହୋଇଥାଏ । ବିଚାର, ସ୍ୱ-ଭା-ବ, ଚାଲିଚଳଣ, ବ୍ୟବହାର ଆଦି ଦୃଷ୍ଟି ରୁ ପ୍ରତ୍ୟେକ ବ୍ୟକ୍ତି ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଯେଉଁ ବାର ରେ ଜନ୍ମ ହୋଇଥାଏ ତାହା ଦ୍ଵାରା ହିଁ ବ୍ୟକ୍ତି ର ସ୍ଵ-ଭା-ବ, ବ୍ୟକ୍ତିତ୍ବ, ଚ-ରି-ତ୍ର ଆଦି କିପରି ହୋଇଥାଏ ତାହା ସ୍ପଷ୍ଟ ଭାବରେ ଜଣା ପଡ଼ିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ନିଜର ଜନ୍ମ ବାର ହିସାବରେ ବ୍ୟକ୍ତି କିପରି ସ୍ୱଭାବ ର ହୋଇଥାଏ ଏବଂ ବ୍ୟକ୍ତି ମଧ୍ୟରେ କଣ ସବୁ ଲକ୍ଷଣ ରହିଥାଏ ।

୧. ରବିବାର- ବନ୍ଧୁଗଣ ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି, ଅଭିମାନୀ, କ୍ରୋ-ଧି, କାମଦୂର, କ୍ରୀଡ଼ା ପ୍ରେମୀ ଏବଂ କୃତୀ କ୍ରୀଡ଼ା ରେ ପାରଙ୍ଗମ ହୋଇଥାଏ । ଏହି ବ୍ୟକ୍ତି ନିଜ ସ୍ତ୍ରୀ କୁ ଭରପୁର ସୁଖ ପ୍ରଦାନ କରିଥାଏ ଏବଂ ନିଜ ମିଷ୍ଠ ଭାଷା ରେ ସମସ୍ତଙ୍କୁ ମୁ-ଗ୍ଧ କରିବା ସହ ଭ୍ରମଣ ପ୍ରିୟ, ଧାର୍ମିକ ତଥା ଭକ୍ତିପ୍ରିୟ ହୋଇଥାଏ । ୨. ସୋମବାର- ବନ୍ଧୁଗଣ ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅଳସୁଆ ଏବଂ ଭୋଗ ବିଲାସୀ ହୋଇଥାନ୍ତି । ସେମାନେ ନିଜ ସ୍ତ୍ରୀ କୁ ଖୁସି ପ୍ରଦାନ କରିଥାନ୍ତି ଏବଂ ସମସ୍ତ କ୍ଷେତ୍ରରେ ଉତ୍ସାହିତ କରିଥାନ୍ତି । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଶାନ୍ତ ସ୍ଵ-ଭା-ବ ର ହୋଇଥାନ୍ତି ଏବଂ ଏମାନେ ନ୍ୟାୟ ପରାୟଣ ହୋଇଥାନ୍ତି ।

୩. ମଙ୍ଗଳବାର- ବନ୍ଧୁଗଣ ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସାହସୀ ଏବଂ ଚଞ୍ଚଳ ସ୍ଵ-ଭା-ବ ର ହୋଇଥାନ୍ତି । ଏମାନେ ଅତ୍ୟନ୍ତ ବୁଦ୍ଧିମାନ ବା ବୁଦ୍ଧିମତୀ ହୋଇଥାନ୍ତି ଏବଂ ଏମାନେ ବିଦ୍ୟା ପରାୟଣ ଅଟନ୍ତି । ଏହା ସହିତ ଏହି ବ୍ୟକ୍ତି ମାନେ ସର୍ବଦା ଚିନ୍ତାଶୀଳ ରହିଥାନ୍ତି । ଏମାନେ ନିଜ କର୍ତ୍ତବ୍ୟ କୁ ସର୍ବଦା ପୂରଣ କରିଥାନ୍ତି । ୪. ବୁଧବାର- ବନ୍ଧୁଗଣ ଯେଉଁ ବ୍ୟକ୍ତି ବୁଧବାର ଦିନ ଜନ୍ମ ହୋଇଥାନ୍ତି ସେମାନେ ଅତ୍ୟନ୍ତ ଗୁଣୀ ଏବଂ ଚତୁର ହୋଇଥାନ୍ତି । ଏମାନେ ଧର୍ମ କାର୍ଯ୍ୟ ରେ ବିଶ୍ୱାସ ରଖନ୍ତି ଏକ ଏହି ବ୍ୟକ୍ତି ମାନେ ଅନେକ ସ୍ତ୍ରୀ ଙ୍କ ସ-ମ୍ପ-ର୍କ ରଖିଥାନ୍ତି ଏବଂ ଭୋ-ଗ ବି-ଳା-ସ ରେ ବୁଡ଼ି ରହିବାକୁ ଏହି ବ୍ୟକ୍ତି ମାନେ ବହୁତ ପସନ୍ଦ କରିଥାନ୍ତି ଏବଂ ଏହି ବ୍ୟକ୍ତି ଅତ୍ୟନ୍ତ ଗ-ର୍ବୀ ସ୍ଵ-ଭା-ବ ର ହୋଇଥାନ୍ତି ।

୫. ଗୁରୁବାର- ବନ୍ଧୁଗଣ ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁ ଗୁଣ ର ଅଧିକାରୀ ହୋଇଥାନ୍ତି ଏବଂ ବୁଦ୍ଧି ବିଦ୍ୟା ରେ ବି-ଚ-କ୍ଷ-ଣ ହୋଇଥାନ୍ତି । ଏହି ବ୍ୟକ୍ତି ମାନଙ୍କ ସ୍ଵ-ଭା-ବ ପ-ଶୁ ପରି ହୋଇଥାଏ । ଏହି ବ୍ୟକ୍ତି ମାନେ ନ୍ୟାୟବନ୍ତ ଅଟନ୍ତି । ୬. ଶୁକ୍ରବାର- ବନ୍ଧୁଗଣ ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ଜନ୍ମଗ୍ରହଣ କରିଥାଏ ସେହି ବ୍ୟକ୍ତି ସର୍ବଦା ନୀତି ନିୟମ କୁ ଆଖି ଆଗରେ ରଖି ଚଳିବାକୁ ଚେଷ୍ଟା କରିଥାନ୍ତି ଏବଂ ଏହି ବ୍ୟକ୍ତି ପରୋପକାରୀ, ଭ୍ରମଣ ପ୍ରିୟ ଏବଂ କାମ ବିଲାସୀ ହୋଇଥାନ୍ତି ।

ଏହି ବ୍ୟକ୍ତି ନିଜ ସ୍ତ୍ରୀ କୁ ସୁଖ ପ୍ରଦାନ କରିବା ନିମନ୍ତେ କେବେବି ଅବହେଳା କରନ୍ତି ନାହିଁ । ୭. ଶନିବାର- ବନ୍ଧୁଗଣ ଶନିବାର ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଚଞ୍ଚଳ ସ୍ୱଭାବ ର ହୋଇଥାନ୍ତି ଏବଂ ଏହି ବ୍ୟକ୍ତି ବହୁତ ଅ-ହ-ଙ୍କା-ରୀ ମଧ୍ୟ ହୋଇଥାନ୍ତି ଏବଂ ତାମସିକ ବିଦ୍ୟା ରେ ପ୍ରବୀଣ ଅଟନ୍ତି । ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ସର୍ବଦା ପର ଧନ ରେ ଲୋଭ ରଖିଥାନ୍ତି । ଏହା ସହିତ ଏହି ବ୍ୟକ୍ତି ମାନେ ଯଶସ୍ୱୀ ମଧ୍ୟ ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *