ବିଛା ରାଶିର 2022 January ମାସର ମାସିକ ରାଶିଫଳ-Astro Predict

ଆମ ରାଶି ଚକ୍ରରେ ୧୨ ଟି ରାଶି ଅଛି ଆପଣ ମାନେ ଏହା ମଧ୍ୟରୁ ବିଛା ରାଶି କୁ ଭଲ ଭାବେ ଜାଣି ଥିବେ । ଏହି ରାଶିର ଲୋକମାନେ ବହୁତ ଭଲ ଥାନ୍ତି ଏମାନେ କିନ୍ତୁ  ଅନେକ ସମୟରେ ଜିଦି କରିକି ନିଜ କୁ ସବୁ ଙ୍କ ଆଗରେ ଖରାପ କରି ଦେଇ ଥାନ୍ତି । ଆପଣ ମାନେ ଯଦି ଜାଣି ଥିବେ ତ ଏହା ମଧ୍ୟ ଜାଣି ନିଅନ୍ତୁ କି ଆପଣ ଯଦି ବିଛା ରାଶିର ଲୋକ ହୋଇ ଥାନ୍ତି ତେବେ ଆପଣ ନିଜ ସ୍ଵାଭାବ କୁ ଖୁବ ଭଲ ଭାବେ ଜାଣି ଥିବେ ।

ଏହି ରାଶିର ଲୋକମାନେ ଯଦି କାହା ସହ ମିଶି ଥାନ୍ତି ତେବେ ଏମାନେ ଭଲ ଭାବେ ମିଶି ଯାଇ ଥାନ୍ତି । ଆପଣ ମାନେ ଏହା ମଧ୍ୟ ଜାଣି ରଖନ୍ତୁ କି ଏମାନେ ମିଶିବା  ପରେ ଅଧିକ ଅଧିକାର ଦେଖାଇ ଥାନ୍ତି । ଆପଣ ମାନେ ଜଣାଇ ନଥିବେ ଯଦି ଆପଣ ମାନେ କେଉଁ ଭଳି ପ୍ରେମ କରନ୍ତି ଆମେ ଆପଣଙ୍କୁ କହହୁଛୁ କି ଆପଣ ପାଗଳ ଙ୍କ ଭଳି ନିଜ ଜୀବନ ସାଥି କୁ ଭଲ ପାଇ ଥାନ୍ତି ।

କିନ୍ତୁ ଯଦି ଆପଣ କେବେ ଏହାଙ୍କ ପାଖରୁ ଦୂରେଇ ଯାଇ ଥାନ୍ତି ତେବେ ଆପଣଙ୍କୁ ବହୁତ ସମୟ ଲାଗିଥାଏ ଏହା ଜାଣିବା ପାଇଁ କି ଆପଣ ବହୁ ସମୟ ଅନ୍ତର ପରେ ପୁଣି ଠାରେ ପ୍ରେମ କରିବା ପାଇ ଶାହାଶ ପାଇ ଥାନ୍ତି । ଆପଣଙ୍କ ଶୁଭ ରଙ୍ଗ ଲାଲୀ ହୋଇ ଥାଏ ।

ଆପଣଙ୍କ ପୂଜନୀୟ ଦେବତା ହନୁମାନ ଜି ଓ ଶୈବ ଭଗବାନ ହୋଇ ଥାନ୍ତି । ଏହା ସହ ଆପଣଙ୍କ ଶୁଭ ବାର ମଙ୍ଗଳ ବାର ହୋଇଥାଏ । ଜାନୁୟାରି ମାସରେ ଆପଣଙ୍କ ସମୟ ଭଲ ହେବା ପାଇଁ ଯାଉଛି ଯଦି ଆପଣ ଜାଣି ନାହାନ୍ତି ତେବେ ଜାଣି ନିଅନ୍ତୁ କି ଏହି ସମୟରେ ଆପଣଙ୍କ ପ୍ରଗତି ହୋଇ ପାରିବ ।

ଯଦି ଆପଣ ନୂଆ ଅଜାଗା କିମ୍ବା ସମ୍ପତ୍ତି କିଣିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ ଲାଭବାନ ହେବେ । ଆପଣ ମାନେ ଯଦି ଅପଖର୍ଚ କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ବୋଲି ଆସା ଛାଡି ଦିଅନ୍ତୁ । ଯଦି ଆପଣ ଏହି ଭଳି ଅଭ୍ୟାଶ ରଖୀ ଛନ୍ତି ତେବେ ଆପଣ ଏହାକୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ।

ଆପଣ ମାନେ ଜାଣି ନିଅନ୍ତୁ କି ଆପଣ  ଚାକିରି କରୁଛନ୍ତି ଯଦି ଆପଣ ପ୍ରମୋଶନ ପାଇବେ । ଆପଣଙ୍କ ପାରିବାରିକ କଳହ ହୋଇ ପାରେ । ଆପଣ ଯେତେ ପାରିବେ ସେତେ ଛୋଟ କଥା ଠାରୁ ନିଜକୁ ଦୂରେଇ ରୁହନ୍ତୁ ।

ପିଲା ମାନଙ୍କ ପାଇ ଏହି ସମୟ ରେ ବହୁତ ପରିଶ୍ରମ କରିବା ଆବଶ୍ୟକ ଅଛି ଆପଣ ଯଦି ଏବେ ଏହା ଅଣ କରିବେ ତେବେ ଆପଣ ଅସୁବିଧା ରେ ପଡିବ । ଆପଣ ନିଜ ମନ କଥାକୁ କାହାକୁ ଭି କୁହନ୍ତୁ ନି । ଆପଣ ଏହି ସବୁ ସମସ୍ୟାରୁ ଦୂର ରେ ରହିବା ଅପାଇନ ଆପଣ କିଛି ଖାଇବା ବୁଲା କୁକୁରଙ୍କୁ ଖାଇବା କୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *