ଯେଉଁମାନଙ୍କ ନିଦ ଭୋର 3 ରୁ 5 ଟା ମଧ୍ୟରେ ଭାଙ୍ଗିଥାଏ, ସେମାନେ ଏହାକୁ ନିହାତି ଥରେ ପଢନ୍ତୁ

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ନୀତି ଗ୍ରନ୍ଥ , ଯେଉଁଥିରେ ଜୀବନକୁ ସୁଖମୟ କରିବାକୁ ଉପଦେଶ ଲେଖା ଅଛି । ଏହି ଗ୍ରନ୍ଥର ମୂଳ ଲକ୍ଷ ମାନବ ସମାଜକୁ ଜୀବନର ମୂଲ୍ୟବୋଧ କରେଇବାକୁ ଅନେକ ନୀତି ଶିକ୍ଷା ଦିଆଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯେ ନିଜ କୂଟନୀତି ବଳରେ ଚନ୍ଦ୍ରଗୁପ୍ତ ମୋର୍ୟଙ୍କୁ ରାଜା କରାଇଥିଲେ ।

ଜାଣନ୍ତୁ ଚାଣକ୍ୟ ଙ୍କର ଏହିପରି କିଛି ମହାତ୍ପୁର୍ନ୍ୟ ବାଣୀ ଯାହା ଆପଣଙ୍କ ଜୀବନରେ ସବୁ ପରିସ୍ଥିତିରେ କାମରେ ଆସିବ । ଆଜି ଆମେ ଆପଣଙ୍କୁ ଯାହା କହିବୁ ତାହା ଆପଣଙ୍କ ନିଦ୍ରା ସହ ଜଡିତ । ଯଦି କାହା ନିଦ ସକଳ ୩ ଟାରୁ ୫ ଟା ମଧ୍ୟ ରେ ଭଙ୍ଗୁଥାଏ ତେବେ ଜାଣିବେ ତା ସହିତ କିଛି ଦୈବୀ ସକ୍ତି ରହେ । ଏମିତି ବହୁଥର ହୁଏ ରାତିରେ ଗଭୀର ନିଦରେ ସୋଇଲେ ବି ରାତିରେ ୩ ଟାରୁ ୫ ଟା ମଧ୍ୟ ରେ ନିଦ ଖୋଲିଯାଏ, କିଛି ଲୋକ ଏହାକୁ ସାଧାରଣ ଭାବି ପୁଣି ସୋଇଯାନ୍ତି । କିନ୍ତୁ ଆମେ ଆପଣ କହି ରଖୁଚୁ ଯଦି ଆପଣଙ୍କର ନିଦ ଏହି ଭଳି ଭାଙ୍ଗି ଯାଉଛି ତେବେ ଏହା ସାଧାରଣ କଥା ନୁହେଁ ।

ଆପଣ ଏହି କଥାକୁ ସାଧାରଣ ଭାବରେ ନିଅନ୍ତୁ ନାହିଁ , ଏହାର ମାନେ ଏହି ଘଟଣା ପଛରେ ବହୁ ସଂକେତ ଲୁଚି ରହିଥାଏ । ଏହା ସତ୍ୟ ଯେ ମଣିଷ ଜୀବନରେ କୌଣସି ଜିନିଷ ବୀନା କାରଣରେ ହୁଏ ନହିଁ । ଲୋକ ସ୍ଵପ୍ନ ଦେଖେ ଯଦି, ତା ପଛରେ ବି କିଛି କାରଣ ଥାଏ । ତେଣୁ ଆମେ ଆପଣଙ୍କୁ ଜଣେଇବୁ 3-5 ଭିତରେ ନିଦ ଭାଙ୍ଗିବାର କଣ କାରଣ ଥାଏ । ପ୍ରଥମେ ଜାଣି ରଖନ୍ତୁ କି ରାତ୍ରି 3-5 ଟା ସମୟକୁ ବ୍ରହ୍ମ ମୁହୂର୍ତ କୁହାଯାଏ , ଏହି ସମୟରେ କେତେକ ଅଲୌକିକ ଶକ୍ତିଙ୍କର ପ୍ରଭାବ ହୋଇଥାଏ , ଆପଣଙ୍କୁ କହି ରଖୁଚୁ ଏହି ଶକ୍ତି ଗୁଡିକ ଆପଣମାନଙ୍କୁ କିଛି ସନ୍ଦେଶ ଦେଇଥାନ୍ତି , ଆଉ ଆପଣଙ୍କୁ ସେହି ସଂକେତ ଗୁଡିକୁ ବୁଝିବାର ଅଛି ।

ଆପଣଙ୍କୁ ଜାଣି କି ଖୁସି ଲାଗିବ କି ଏହି ଅଲୌକିକ ଶକ୍ତି ଗୁଡିକ ସେହି ମାନଙ୍କୁ ଉଠାଇ ଥାନ୍ତି ଯେଉମାନଙ୍କୁ ସେ ଖୁସି ଦେଖିବାକୁ ଚାହୁଥାନ୍ତି । ହଁ ଆଜ୍ଞା ଏହାର ଅର୍ଥ ଏହି ଶକ୍ତି ମାନେ ଆପଣଙ୍କ ଜୀବନରେ ଆପଣ ଯେଉଁ ଖୁସି ଚାହୁଛନ୍ତି ତାହା ଦେବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କର ଏହି 3-5 ସମୟ ଭିତରେ ନିଦ ଭାଙ୍ଗିବା ମାନେ ଆପଣଙ୍କ ଜୀବନରେ ଧନ ଧାନ୍ୟ ବୃଦ୍ଧି ହେବାର ଅଛି ଆଉ ଆପଣଙ୍କ ଘରେ ଖୁସି ଆସିବାର ଅଛି । ସେମିତି ବି ସକାଳୁ ଜଲ୍ଦି ଉଠିବା ସ୍ୱାସ୍ଥ୍ୟ ସହ ମନ ଭଲ ରଖିଥାଏ ଆଉ ବହୁତ ଧାର୍ମିକ ଲାଭ ମଧ୍ୟ ହୋଇଥାଏ ।

ସେମିତି ଦେଖିବାକୁ ଗଲେ ଯେଉଁ ମାନେ ସକାଳୁ ଜଲ୍ଦି ଉଠନ୍ତି ସେମାନେ ନିଜ ମଧ୍ୟରେ ବହୁ ଫୁରତି ଅନୁଭବ କରନ୍ତି ତାସହିତ ପ୍ରକୃତିର ପୂର୍ଣ ଆନନ୍ଦ ନିଅନ୍ତି । ଏଣୁ ଯଦି ଆପଣଙ୍କ ନିଦ 3-5 ଭିତରେ ଭଙ୍ଗୁଛି ଆପଣ ବହୁ ଭାଗ୍ୟଶାଳୀ ଅଟନ୍ତି । ସେମିତି ବି ଦୁନିଆରେ ବହୁ ଲୋକ ଅଛନ୍ତି ଯେଉଁମାନେ ଶାସ୍ତ୍ରରେ ଲେଖାକୁ ମାନନ୍ତି ନାହିଁ , କିନ୍ତୁ ଆପଣଙ୍କ ଜାଣିବା ପାଇଁ କହି ରଖୁଚୁ ଶାସ୍ତ୍ରରେ କୌଣସି ବିଷୟ ବୀନା କାରଣରେ କୁହା ଯାଇନି । ହଁ ଆଜ୍ଞା ଯେଉଁ ମାନଙ୍କ ନିଦ 3-5 ଭିତରେ ଭାଙ୍ଗେ ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *