ଆପଣ ମାନେ ଛୋଟ ବେଳେ ବହୁତ ପ୍ରହେଳିକାର ସମାଧାନ କରିଥିବେ କିନ୍ତୁ ଧୀରେ ଧୀରେ ବଡ ହେଲା ପରେ ଏହି ଅଭ୍ଯାସ ଗୁଡିକ ସବୁ ଛାଡି ଗଲାଣି । ଯଦି ଆମେ ଆପଣଙ୍କୁ କହିବୁ କି ଆଜି ଆମେ ଆପଣଙ୍କୁ କିଛି ପିଲାବେଳର କଥା ମନ ପକେଇଦବୁ ତେବେ ଆପଣଙ୍କୁ କେମିତି ଲାଗିବ । ନିଶ୍ଚୟ ଆପଣ ଖୁସି ହେଇଯିବେ, ଆଜି ଆମେ ଆପଣଙ୍କୁ ଏକ ପ୍ରହେଳିକା ଦ୍ଵାରା ଆପଣଙ୍କ ପିଲାବେଳର କଥା ମନ ପକେଇଦବୁ ।
ତେବେ ଆସନ୍ତୁ ଜାଣିବା ସେଇଟା କଣ –
ଏହି ଫୋଟୋକୁ ଦେଖିଲା ପରେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ, ଗୋଟେ ବାକ୍ସରେ ବହୁତ ସାରା X Alphabet ଭିତରେ ୫ଟି Y ଲୁଚି ରହିଛି । ଆପଣଙ୍କ ପାଇଁ ଚ୍ୟାଲେନଜ ଏହା କି ଆପଣ ଏହି X ଭିତରେ Y କୁ କେତେ ଜଳଦି ଖୋଜି ପାରୁଛନ୍ତି ।
ଯଦି ଆପଣ ନ ପାଉଛନ୍ତି ତେବେ ଦେଖିନିଅନ୍ତୁ ଉତ୍ତର ।
ଏବେ ଏହି ଫୋଟୋଟି ତ ଆପଣଙ୍କୁ ଦେଖା ଯାଉଥିବ ଯେଉଁ ଥିରେ ଏକ ବାଘ ବନା ହୋଇଛି । ଦେଖିବାକୁ ତ ଏହି ଫୋଟୋ ଟି ବହୁତ ସିମ୍ପଲ କିନ୍ତୁ ଏଥିରେ ଯେଉଁ ପ୍ରକାରର ପ୍ରହେଳିକା ଅଛି ତାକୁ ସମାଧାନ କଳା ବେଳକୁ ଆପଣ ମାନଙ୍କ ମୁଣ୍ଡ କାମ କରିବନି । ଆପଣମାନେ ତ ଏହି ଫୋଟୋରେ ଗୋଟେ ବାଘ କୁ ଦେଖିପାରୁଥିବେ କିନ୍ତୁ ଏଥିରେ ଆଉ ଗୋଟେ ବାଘ ମଧ୍ୟ ଲୁଚି ରହିଛି । ସେହି ବାଘକୁ ନିଜ ମୁଣ୍ଡ ଖର୍ଚ କରି ଯେତେ ଜଳଦି ପାରୁଛନ୍ତି ସେତେ ଜଳଦି ଖୋଜନ୍ତୁ । ବୋଧେ ଆପଣଙ୍କୁ ସେହି ବାଘଟି ମିଳିଲାନି, ତେବେ ଆସନ୍ତୁ ଆମେ ଆପଣଙ୍କୁ କହି ଦଉଛୁ ।
ଦେଖନ୍ତୁ ନାଲି ରଙ୍ଗରେ କରାଯାଇଥିବା ଚିହ୍ନ, ଏଥିରେ ଆପଣ ଜାଣି ପାରିବେ ଆଉ ଗୋଟେ ବାଘ କେଉଁଠି ଥିଲା । କିଛି ବାଘ ଏମିତି ହୋଇଥାନ୍ତି ସେ ମାନେ ଆପଣଙ୍କ ଆଖି ଆଗରେ ଥିଲେ ବି ଆପଣଙ୍କୁ ଦେଖା ଯାନ୍ତି ନାହିଁ । ସେହିଭଳି ଏହି ଫୋଟୋ ରେ ମଧ୍ୟ ହୋଇଛି । ଦ୍ଵିତୀୟ ଭାଘ ଟି ଏହି ବାଘ ସହ ମିତି ମିଶିଛି ଯେ ଯିଏ ଦେଖିବ ତାକୁ ଏହା ଗୋଟେ ବୋଲି ଲାଗିବ ।
ଆଶା କରୁଛୁ ଆପଣାକୁ ଆମର ଏହି ଲେଖା ପସନ୍ଦ ଆସିଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।