ଯେଉଁ ମହିଳାଙ୍କ ଦାନ୍ତ ମଝିରେ ଗ୍ୟାପ୍ ସେମାନେ ଏହାକୁ ନିଶ୍ଚୟ ଦେଖନ୍ତୁ- Samudrik Shastra

ନମସ୍କାର ବନ୍ଧୁଗଣ, ମଣିଷର ଶରୀର ଗଠନ ଅନୁସାରେ ତା ଆଚାର ବ୍ୟବହାରର ସାମଞ୍ଜସ୍ୟା ନିଶ୍ଚୟ ରହିଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟ ଶରୀରର ଲକ୍ଷଣ ଆଧାରରେ ତାଙ୍କ ଭବିଷ୍ୟତ ଏବଂ ତାଙ୍କ ବ୍ୟକ୍ତିତ୍ଵ କିଭଳି ରହିବ ଆଜି ଆମେ ସେହି ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ । ତେବେ ଆଜି ଆମେ ଜଣାଇବୁ ଦାନ୍ତ ମଝିରେ ଗ୍ୟାପ ଥିଲେ କଣ କଣ ସବୁ ହୋଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ ।

ସମସ୍ତଙ୍କୁ ଧଳା ଦାନ୍ତ ତ ବହୁତ ପସନ୍ଦ ହୋଇଥାଏ ଏବଂ ବିନା ଗ୍ୟାପ ରେ ଦାନ୍ତ ଥିବା ଲୋକ ବହୁତ ସୁନ୍ଦର ମଧ୍ୟ ଲାଗନ୍ତି । କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଦାନ୍ତ ମଝିରେ ଗ୍ୟାପ ରହିଥାଏ ସେମାନେ ବହୁତ ସୌଭାଗ୍ୟଶାଳି ହୋଇଥାନ୍ତି । ଚାକିରି କ୍ଷେତ୍ରରେ ଉଛ ପଦବୀ ପ୍ରାପ୍ତ କରନ୍ତି । ଆର୍ଥିକ ଦୃଷ୍ଟିରୁ ମଧ୍ୟ ସଫଳ ହୋଇଥାନ୍ତି ।

ଯାହାର ଦାନ୍ତ ଟିକେ ବହର୍ଫାକୁ ବାହାରିଥାଏ ସେମାନେ ଟିକେ ଜିଦି ସ୍ଵଭାବର ହୋଇଥାନ୍ତି ଏବଂ ଟାଣ କଥା କହିଥାନ୍ତି । ଏବଂ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ଗୋଲ ମୁହଁ ହୋଇଥିବା ବ୍ୟକ୍ତି ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ଭଲ ଚାକିରି ଭଲ ଜୀବନ ସାଥି ଏମାନଙ୍କ ଭାଗ୍ୟରେ ଲେଖାଥାଏ । ନାକରେ ଯଦି କଳାଯାଇ ଥାଏ ତେବେ ଅତ୍ୟନ୍ତ ଭାଗ୍ୟଶାଳୀ ମନାଯାଏ ।

ସେହିଭଳି ଯେଉଁ ଲୋକଙ୍କ କାନ ଟିକେ ବଡ ହୋଇଥାଏ ସେମାନଙ୍କ ଭାଗ୍ୟ ମଧ୍ୟ ବହୁତ ଭଲ ଥାଏ । ଚଉଡା ଓ ଲମ୍ବା ମଥା ଏବଂ ସେଥିରେ ଥିବା ରେଖା ଆମ ଭବିଷ୍ୟତକୁ ଦର୍ଶାଇଥାନ୍ତି । ଏହିବ୍ୟକ୍ତି ସମସ୍ତ କାମରେ ସଫଳତା ବହୁତ ଶୀଘ୍ର ହିଁ ପ୍ରାପ୍ତ କରିଦିଅନ୍ତି । ସବୁବେଳେ ନିଜ ନାମକୁ ଉପରେ ରଖନ୍ତି ନିଜ କାର୍ଯ୍ୟ ବଳରେ । ମୁଣ୍ଡରେ ଚୁଟି କମ ହେଲେ ବା ଚନ୍ଦା ହେଲେ ସମସ୍ତେ ବହୁତ ମନ ଖରାପ କରନ୍ତି କାରଣ ତାଙ୍କ ସୌନ୍ଦର୍ଜ୍ୟରେ କମି ଆସିଯାଏ ।

କିନ୍ତୁ ଜୋତିଶ ଶାସ୍ତ୍ର ହିସାବରେ ଚନ୍ଦା ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏବଂ ବହୁତ ଧନ କମାଇଥାନ୍ତି । ଯେଉଁ ମହିଳା ବାରମ୍ବାର ବଙ୍କା ସିନ୍ଦୁର ଲଗାଇଥାନ୍ତି ତାଙ୍କ ଦାମ୍ପତ୍ୟ ଜୀବନ ନଷ୍ଟ ହେବାକୁ ଲାଗିଥାଏ । ଶରୀରରେ କଳାଯାଇ ଜନ୍ମ ବେଳୁ ଥାଉ ବା ପରେ ହେଇଥାଉ ଏମାନଙ୍କ ପ୍ରଭାବ ସମାନ ହୋଇଥାଏ । ମଥା ମଝିରେ ଯଦି କଳାଜାଇ ହୋଇଥାଏ ତେବେ ବହୁତ ଲକି ହୋଇଥାନ୍ତି ସେହି ବ୍ୟକ୍ତିଙ୍କ ପାଇଁ ।

ସେହି ହାତ, ଡାହାଣ ଗାଲ, ଡାହାଣ ଆଖିରେ ଯଦି କଳାଜାଇ ଥାଏ ତେବେ ତାହା ବହୁତ ହିଁ ଖାସ ହୋଇଥାଏ । ଯେଉଁ ପୁରୁଷଙ୍କ ଶରୀରରେ ବହୁତ ଚୁଟି ଥାଏ ସେମାନେ ବହୁତ ଧନୀ ହୋଇଥାନ୍ତି । ତେଣୁ ସୌନ୍ଦର୍ଜ୍ୟ ଘଟାଉଥିବା ଜିନିଷ ଆପଣଙ୍କ ଭାଗ୍ୟକୁ ଚମକାଇ ଦିଏ । ତେବେ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *