ଯେଉଁ ମହିଳା ମାନେ ପାଦରେ ପାଉଁଜି ପିନ୍ଧନ୍ତି ସେମାନେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସହର ହେଉ ଅଥବା ଗାଁ ସାଧାରଣତଃ ପ୍ରତ୍ୟେକ ନାରୀ ଙ୍କ ପାଦରେ ପାଉଁଜି ଦେଖିବାକୁ ମିଳିଥାଏ । କାରଣ ଏମିତି ଅଧିକାଂଶ ମହିଳା ଅଛନ୍ତି ଯେଉଁମାନେ ନିଜ ପାଦରେ ପାଉଁଜି ନିହାତି ପିନ୍ଧିଥାନ୍ତି । କାରଣ ପାଦରେ ପାଉଁଜି ପିନ୍ଧିବା ଦ୍ଵାରା ନାରୀର ସୁନ୍ଦରତା ଆହୁରି ବଢ଼ି ଯାଇଥାଏ ।

କିନ୍ତୁ ବହୁତ କମ ମହିଳା ଅଛନ୍ତି ଯେଉଁମାନେ ଜାଣିଥିବେ ଯେ, ପାଦରେ ପାଉଁଜି ପିନ୍ଧିବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ପାଦରେ ପାଉଁଜି ପିନ୍ଧିବା ଦ୍ଵାରା କଣ ସବୁ ଫାଇଦା ମିଳିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ ଯେଉଁ ମହିଳା ମାନେ ନିଜ ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ । କାରଣ ପାଉଁଜି ର ମଧୁର ଧ୍ଵନି ଦ୍ୱାରା କୌଣସି ନକରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରି ନଥାଏ ଏବଂ ସର୍ବଦା ଘରେ ସକରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ ଓ ଘରେ ସୁଖ ଶାନ୍ତି ସ୍ଥାପନ ହୋଇଥାଏ । ତେଣୁ ନିକ ଘର ପରିବାର ଙ୍କ ମଙ୍ଗଳ ନିମନ୍ତେ ପ୍ରତ୍ୟେକ ମହିଳା ମାନଙ୍କୁ ନିଜ ପାଦରେ ପାଉଁଜି ନିହାତି ଭାବରେ ପିନ୍ଧିବା ଆବଶ୍ୟକ ଅଟେ ।

୨.ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ମହିଳା ମାନେ ନିଜ ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନଙ୍କ ଘରେ ସର୍ବଦା ଈଶ୍ୱର ଙ୍କ ବାସ ରହିଥାଏ । କାରଣ ଈଶ୍ୱର ଙ୍କୁ ପାଉଁଜି ର ଧ୍ଵନି ବହୁତ ପସନ୍ଦ ଆସିଥାଏ । ଏହି ମହିଳା ମାନଙ୍କ ଘରେ ସର୍ବଦା ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । କାରଣ ଏମାନଙ୍କ ଘରେ ଈଶ୍ୱର ଙ୍କ ବାସ ରହିଥାଏ । ତେଣୁ ନିଜ ଘର ସୁଖ ଶାନ୍ତି ନିମନ୍ତେ ପ୍ରତ୍ୟେକ ମହିଳା ନିଜ ପାଦରେ ପାଉଁଜି ପିନ୍ଧିବା ଉଚିତ । ଏହାଦ୍ବାରା ଈଶ୍ୱର ଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ ଏବଂ ଶେଷରେ, ସାଧାରଣତଃ ପାଉଁଜି ରୂପାରେ ନିର୍ମିତ ହୋଇଥାଏ । ଯାହା ଆମ ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିଥାଏ । ଯେଉଁ ମହିଳା ମାନେ ନିଜ ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନଙ୍କୁ ଶରୀର ସମ୍ବନ୍ଧୀୟ କୌଣସି ରୋଗ ରହି ନଥାଏ ।

ଯଦି ଆପଣଙ୍କ ଶରୀରରେ କୌଣସି ସମସ୍ୟା ରହିଅଛି ତେବେ ଆପଣ ମଧ୍ୟ ନିଜ ପାଦରେ ପାଉଁଜି ପିନ୍ଧିବା ଆରମ୍ଭ କରି ଦିଅନ୍ତୁ । ପାଉଁଜି ପିନ୍ଧିବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ପାୱାର ବଢ଼ିବ ଏବଂ ଆପଣଙ୍କୁ ଶରୀର ସମ୍ବନ୍ଧୀୟ କୌଣସି ରୋଗ ହେବ ନାହିଁ । ଆପଣ ସର୍ବଦା ସୁସ୍ଥ ରହିବେ ।

ତେବେ ବନ୍ଧୁଗଣ ଏହାଥିଲା ପାଦରେ ପାଉଁଜି ପିନ୍ଧିବା ଦ୍ୱାରା କଣ ସବୁ ଫାଇଦା ଆମକୁ ପ୍ରାପ୍ତ ହୋଇଥାଏ । ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *