ଝିଅ ମାନଙ୍କର ଏହି ଜାଗାରେ ଥିଲେ ( କଳାଯାଇ ) ସୌଭାଗ୍ୟବତୀ ହୋଇଥାନ୍ତି- Lucky Black moles

ଜନ୍ମ ସମୟରେ ସବୁଙ୍କ ପାଖରେ କିଛି ନା କିଛି ଚିହ୍ନ ଥାଏ କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପରିବାକୀ ଆମ ଏହି ଚିହ୍ନ ଅନୁସାରେ କିଛି ସଂକେତ ମଧ୍ୟ ମିଳି ଥାଏ । ଆଜି ଆମେ ଆପଣଙ୍କୁ କଳା ଯାଇ ବିଶାୟରେ କହିବା ପାଇଁ ଯାଉଛୁ । ଯାହା ପୁଅ ପିଲାଙ୍କ କେଉଁ ଅନାଗରେ ଓ କେଉଁ ପଟେ ରହିଲେ ଶୁଭ ହୋଇ ଥାଏ । ଓ ଝିଅ ମାନଙ୍କ ର କେଉଁ ପଟେ ଓ କେଉଁ ଦିଗରେ ରହିଲେ ଶୁଭ ହୋଇ ଥାଏ । କେଉଁ ଅଙ୍ଗରେ ନାରୀ ମାନଙ୍କ କଳା ଯାଇ ଥିଲେ ସେମାନେ ଶୁଗୁଣା, ସୁଖୀ ଓ ସୁଲକ୍ଷଣା ହୋଇ ଥାନ୍ତି ଜାଣନ୍ତୁ ।

ନାରୀ ମାନଙ୍କ ପେଟରେ ଥିବା ନାଭି ପାଖରେ କିମ୍ବା ନାଭି ତଳେ ଯଦି କଳା ଯାଇ ଥାଏ । ଏହା ଉତ୍ତମ ହୋଇ ଥାଏ ସେମାନଙ୍କୁ ସବୁ ପ୍ରକାର ଭୋଗ ବିଲାଶ ମିଳିଥାଏ । ସେମାନଙ୍କୁ ଉତ୍ତମ ସ୍ଵାମୀ ଓ ଉତ୍ତମ ଘର ପରିବାର ପ୍ରାପ୍ତ ହୋଇ ଥାଏ । କୌଣଶୀ ନାରୀର ପିଠିରେ କଳା ଯାଇ ଥିଲେ ଏମାନେ ଖୁବ ରୋମାଣ୍ଟିକ ହୋଇଥାନ୍ତି । ଏମାନେ ଧନ ଉପାର୍ଜନ ରେ ବହୁତ ଆଗୁଆ ଥାଏ । ଏମାନେ ନିଜ ଭୋଗ ବିଳାଶ ରେ ଅନେକ ପଇସା ଖର୍ଚ କରି ଥାନ୍ତି । ଏମାନେ ଖୁବ ଖର୍ଚି ହୋଇ ଥାନ୍ତି । ଯଦି କେଉଁ ମହିଳା ମାନଙ୍କ କଳା ଯାଇ ମଥାରେ ଥାଏ ତେବେ ସେହି ନ୍ଣଆରି ବହୁ ଧନୀ ପୁରୁଷ କୁ ବିବାହ କରି ଥାଏ । ନିଜ ସ୍ୱାସ୍ଥ୍ୟ ମଧ୍ୟ ଭଲ ଥାଏ । ତାଙ୍କ ସ୍ଵାମୀ ଖୁବ ଗୁଣବାନ ହୋଇଥାନ୍ତି ।

ଏମାନେ ଇଶ୍ଵର ଙ୍କ ଉପରେ ଅଧିକ ବିଶ୍ଵାଶ କରି ଥାନ୍ତି । ସବୁ ପ୍ରକାର ସୁଖ ଏମାନଙ୍କୁ ମିଳିଥାଏ । ଏବେ କହିବା ଆଙ୍ଗୁଳି ବିଷୟରେ ଯଦି ଆପଣଙ୍କ ତର୍ଜନୀ କିମ୍ବା ବିଷୀ ଆଙ୍ଗୁଠି ରେ କଳାଯାଇ ଥାଏ । ଏହି ଭଳି ନାରୀ ମାନେ ଧନବାନ ହୋଇ ଥାନ୍ତି କିନ୍ତୁ କିଛି ଲୋକଙ୍କ ଦ୍ଵାରା ଏମାନେ ହଇରାଣ ହୋଇଥାନ୍ତି । ଅନାମିକା କିମ୍ବା ପରି ଆଙ୍ଗୁଳିରେ କଳା ଯାଇ ଥିଲେ ସେହି ନାରୀ ଧନ, ଯଶ ସହ ଉଚ ପଦ ମଧ୍ୟ ପାଇ ଥାଏ । ଯଦି ମାଝି ଆଙ୍ଗୁଳିରେ କଳା ଯାଇ ଥାଏ ସେହି ନାରୀ ସାନ୍ତ ସ୍ଵଭାବର ହୋଇ ଥାନ୍ତି । ଯଦି କାଣୀ ଆଙ୍ଗୁଳିରେ କଳାଯାଇ ଅଛି ସବୁ ପ୍ରକାର ଯଶ ମିଳିଥାଏ କିନ୍ତୁ ସେମାନଙ୍କ ମନରେ କିଛି ନଥାଏ ।

ଯେଉଁ ନାରୀର ପାପୁଲିରେ କଳାଜାଇ ଥାଏ ସେମାନେ ଦେଖିବା ପାଇଁ ସୁନ୍ଦର ହୋଇ ଥାନ୍ତି ଓ ଭାଗ୍ଯବାନ ମଧ୍ୟ ହୋଇ ଥାନ୍ତି ଏମାନେ । ଯଦି ବେକାର କଳାଯାଇ ଥାଏ ସେହି ନାରୀ ମାନେ ଖୁବ ଭାଗ୍ଯବାନ ହୋଇ ଥାନ୍ତି ଭଲ ଘର ଓ ଭଲ ବର ପାଇ ଥାନ୍ତି ଏମାନେ । ଏମାନେ ନିଜ ପରିବାର ପାଇଁ ଉସ୍ଛର୍ଗ ହୋଇ ଥାଏ । ଯେଉଁ ନାରୀ ମାନଙ୍କ ଅଣ୍ଟାରେ କଳାଜାଇ ଥାଏ । ସେମାନେ IAS, ଆଇପିଏସ, ଓପିଏସ ପାଇ ଥାନ୍ତି । ଜଙ୍ଘରେ ଯଦି କଳାଜାଇ ଥାଏ ତେବେ ସେମାନେ ପୁରୁଷ ମାନଙ୍କୁ ସମୋହିତ କରିଥାନ୍ତି । ଯେଉଁ ମାନଙ୍କ ହାତରେ କଳାଜାଇ ଥାଏ ଏହା ଅଭୁତ ଶୁଭ ହୋଇ ଥାଏ । ସେମାନେ ସବୁ ବେଳେ ଭଲ କ୍ଯାରିୟର କରି ଥାନ୍ତି ।

Leave a Reply

Your email address will not be published. Required fields are marked *