ଝିଟିପିଟି କେଉଁଠି ପଡ଼ିଲେ ସମ୍ପତ୍ତି ପ୍ରାପ୍ତିର ସଙ୍କେତ ମିଳିଥାଏ ? ଏହା ସହ ଆହୁରି 10+Ajira Anuchinta

ବନ୍ଧୁଗଣ ଶାସ୍ତ୍ରରେ ଅନେକ ପ୍ରକାରର ନୀତିବାଣୀ କୁହାଯାଇଛି ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ଅଟେ । ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ । ୧- ଘର ସମୁଖରେ ମୁରୁଜରେ ଲକ୍ଷ୍ମୀ ପାଦ ପକାଇବା ଦ୍ଵାରା ଦୁଷ୍ଟ ଆତ୍ମାର ଦ୍ରୁଷ୍ଟି ଘର ଉପରେ ପଡେ ନାହି । ଠାକୁର ଘରର ଆଖପାଖରେ ଔଷଧ ରଖିବା ଅଶୁଭ ହୋଇଥାଏ ।

୨- ଶୋଇବା ଖଟ ତଳେ କେବେ ବି ଲୁଣ, ତେଲ, ଝାଡୁ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ମାନସିକ ଅସାନ୍ତି ଦେଖାଯିବା ସହ ଦୁର୍ଭାଗ୍ୟ ଆସିଥାଏ ।

୩- ନାଲି ରଙ୍ଗର ରିବନ ଘରର ମୁଖ୍ୟଦ୍ଵାରରେ ଟାଙ୍ଗିବା ଦ୍ଵାରା ଧନର ଆଗମନ ହୋଇଥାଏ । ଘରେ ଯଦି ଝିଅ ବାହାଘର ବିଳମ୍ବ ହେଉଥାଏ ତେବେ ହଳଦିଆ ରଙ୍ଗର ବେଡସିଟ ପକାଇ ଶୋଇବା ଦ୍ଵାରା ବିବାହ ଜଲ୍ଦି ହୋଇଥାଏ ।

୪- ପଇସାର ଅଭାବ ଦେଖାଯାଉଥିଲେ ତେବେ ପଇସା ରଖୁଥିବା ଘରେ ନାଲି ଓ ହଳଦିଆ ରଙ୍ଗ କରିବା ଶୁଭ ହୋଇଥାଏ । ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯିବା ସମୟରେ ପାଖରେ ନାଲି ରଙ୍ଗର ରୁମାଲ ରଖିବା ଉଚିତ ।

୫- ଧାର କରଯ କରିଥାନ୍ତି ତେବେ ମଙ୍ଗଳବାର ଦିନ ସୁଝିବା ଦ୍ଵାରା କରଜ ରୁ ଜଲ୍ଦି ମୁକ୍ତି ମିଳିଥାଏ । ଘରର ଦକ୍ଷିଣ ଦିଗରେ ପାଣିଟାଙ୍କି, ଟ୍ୟାପ, କୂଅ ରଖିବା ଦ୍ଵାରା ଧାର କରଯ ବୃଦ୍ଧି ହୋଇଥାଏ ।

୬- ଘରର ଉତ୍ତର-ପୂର୍ବ ଦକ୍ଷିଣ-ପଶ୍ଚିମ ପାର୍ଶ୍ଵ ଅପେକ୍ଷା ନିଚା ରହିବା ଦ୍ଵାରା ଧନ ସମ୍ପତି ବୃଦ୍ଧି କରିଥାଏ । ଘରେ ଦର୍ପଣ ଲାଗୁଥିଲେ ଉତ୍ତର ବା ପୂର୍ବ ଦିଗରେ ଲଗାଇଲେ ଶୁଭପ୍ରଦ ହୋଇଥାଏ ।

୭- ଘରର ଉତ୍ତର-ପୂର୍ବ ଦିଗରେ କେବେବି ଭାରି ଜିନିଷ ରଖିବା ଦ୍ଵାରା ପିଲାଙ୍କର ମନରେ ଚାପ ସୃଷ୍ଟି ହୋଇଥାଏ । ଜ୍ଞାନ ପ୍ରାପ୍ତି ପାଇଁ ଇଚ୍ଛା ରଖୁଥିବା ଲୋକେ ପୂର୍ବର୍କୁ ମୁଣ୍ଡ ରଖିକି ଶୋଇବା ଉଚିତ ।

୮- ପିଲାଙ୍କ ପଢିବା ତେବଳ ଉପରେ ପିରାମିଡ ରଖିଲେ ସ୍ମରଣ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ଘରର ଐଶାନ୍ୟ କୋଣରେ ପିଲାଙ୍କର ପଢିବା ଘର କରିବା ଉଚିତ ।

୯- ଘରର ମୁଖ୍ୟଦ୍ଵାର ମଧ୍ୟ ଭାଗରେ ସ୍ଵସ୍ତିକ ଚିହ୍ନ ଆଂକିବା ଦ୍ଵାରା ଘର ପ୍ରତି ଆସୁଥିବା ବିପଦ ଦୂର ହୋଇଥାଏ । ମସ୍ତକରେ ତିଳକ ଧାରଣ କରିଲେ ଜପ, ଯଜ୍ଞ, ଦାନ, ଦେବା ପୂଜାରୁ ସୁଫଳ ହୋଇଥାଏ ।

୧୦- ତ୍ରିମୂଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ଵାରା ବିଦ୍ୟା ବୃଦ୍ଧି ହୋଇଥାଏ । ଘରେ ଭକ୍ତି ନିଷ୍ଠାର ସହ ଶଙ୍ଖ ପୂଜା କରିଲେ ଆର୍ଥିକ ସଙ୍କଟ ଦୂର ହୋଇଥାଏ ।

୧୧- ସପ୍ତମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ଵାରା ଦାରିଦ୍ରତାରୁ ମୁକ୍ତି ମିଳିଥାଏ । ଅଗ୍ନି ଦେବତାଙ୍କୁ ପୂଜା କରିଲେ ପେଟ ରୋଗରୁ ମୁକ୍ତି ମିଳିଥାଏ ।

୧୨- ଜଙ୍ଘରେ ଝିଟିପିଟି ପଡିବ ଆଡବରା ଅର୍ଥ କ୍ଷତି ହେବାର ସଂକେତ ହୋଇଥାଏ ଓ ପାଦରେ ପଡିବା ଦ୍ଵାରା ଦେଶ ଭ୍ରମଣର ସଂକେତ ହୋଇଥାଏ । କାନ୍ଧରେ ଝିଟିପିଟି ପଡିଲେ ଅର୍ଥ ଆଗମନ ଓ ପିଠିରେ ପଡିଲେ ଭୂ-ସମ୍ପତି ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *