ଜୀବନରେ ସବୁ ବେଳେ ଦୁଃଖୀ ରୁହନ୍ତି ଏହି 3 ନାମର ଝିଅ- Jyotisha Shastra

ଜୀବନରେ କେବେହେଲେ ସୁଖୀ ହୋଇ ପାରନ୍ତି ଏହି ନାମର ମହିଳା ମାନେ । ଆପଣ ଜାଣି ଥିବେ କି ବିବାହ କିମ୍ବା ପ୍ରେମ ଆମକୁ ବହୁତ କିଛି ଦେଇ ଥାଏ । ନିଜ ଜୀବନ ସାଥି ସହ ଖୁଶି ରହିବା ନିହାତି ଭାବେ ଦରକାର କାରଣ ଏହା ନ ହେଲେ ଆମେ ସାରା ଜୀବନ ନିଜକୁ କେବଳ ଏକ ନର୍କ ଭଳି ଅନୁଭବ କରିବା । ଏହି ଭଳି କିଛି ମହିଳା ଅମାନଙ୍କ କଥା ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ ।

ତେବେ ଆସନ୍ତୁ ଜାଣିବା କେଉଁ ଝିଅ ମାନେ ନିଜକୁ କେବେହେଲେ ଖୁଶି ରେ ରଖୀ ପାରି ନଥାନ୍ତି । ପ୍ରଥମ ନାମ “K” ମହିଳା ମାନେ । ଏମାନେ ସବୁ ବେଳେ କିଛି ନା କିଛି ଆସା କରି ଥାନ୍ତି । ଆପଣ ଏହା ମଧ୍ୟ ଜାଣିଥିବେ କି ମହିଳାମାନେ ସବୁ ବେଳେ ଜିଦି କରିଥାନ୍ତି ।

କିଛି ମହିଳାମାନେ ସହଜରେ ନିଜ କଥାକୁ ବୁଝି ପାରି ନଥାନ୍ତି । ଯାହା ପାଇଁ ସେମାନେ ସବୁ ବେଳେ ନିଜକୁ କଷ୍ଟ ରେ ରହି ଥାନ୍ତି ଏମାନେ ସବୁ ବେଳେ ନିଜ ସ୍ଵାମୀ ଠାରୁ ରୁଷ୍ଠ ହୋଇ ରହିଥାନ୍ତି । ମାତ୍ର ଏମାନେ ସହନଶୀଳ ଅଟନ୍ତି ଏମାନେ ଦରକାର ଠାରୁ ଅଧିକା ଚାହିଁ ଥାନ୍ତି ।

ଏମାନେ କଥା ଲୁଚାଇବା ପାଇଁ ସବୁ ବେଳେ ଚେଷ୍ଟା କରିଥାନ୍ତି । ଏମାନେ ନିଜ ଭବିଷ୍ୟତ କୁ ନେଇକି ଚିନ୍ତା କରି ଥାନ୍ତି ଯାହା ପାଇଁ ଏମାନେ ସବୁ କଥାରେ ଝଗଡା କରି ଥାନ୍ତି । ଏମାନେ ନିଜକୁ ସବୁ ଙ୍କ ଠାରୁ ସୁନ୍ଦର ଭାବିଥାନ୍ତି । ଏହା ପର ନାମ ଆସେ “P” ନାମର ମହିଳାମାନେ ।

ଏହି ନାମର ମହିଳାମାନେ ଦେଖିବା ପାଇଁ ଖୁବ ଭଲ ଏମାନେ ଯାହାକୁ ଭି ଚାହିଁ ଥାନ୍ତି ତାକୁ ନ ପାଇବା ଯାଏ ସେମାନେ ତାଙ୍କ ପଛରେ ଲାଗିଥାନ୍ତି । ଏହା ସହ ଏମାନେ ସବୁ ବେଳେ ନିଜ ମନକୁ ମାରି ବସିଥାନ୍ତି କାରଣ ଏମାନେ ଯାହା ପାଇଲେ ମଧ୍ୟ ନିଜକୁ ଶାନ୍ତି ପାଇ ନଥାନ୍ତି ।

ଏମାନେ କିଛି ନ ଜାଣିବା କଥା ଯଦି ପଛରେ ଜାଣି ଥାନ୍ତି ଏମାନେ ଝଗଡା କରିଥାନ୍ତି । ଏମାନେ ସବୁ ବେଳେ ଘରକୁ ସବୁ ବେଳେ ସମ୍ଭାଳି କି ରଖିବା ପାଇଁ ଭଲ ପାଇ ଥାନ୍ତି ମାତ୍ର ଏମାନେ କାହାକୁ ହିସାବ ଦେବା ପାଇ ଭଲ ପାଇ ନଥାନ୍ତି ।

ଏହାଙ୍କୁ ବଜାରରେ ବୁଲିବା କିଛି କିନା କିଣି କରିବା ଖୁବ ଭଲ ଲାଗିଥାଏ । ଏହା ପର ନାମ ଆସୁଛି “S” ନାମର ମହିଳା ମାନେ । ବାସ୍ତୁ ଶାସ୍ତ୍ର ଅନୁସାରେ ଏମାନେ ବହୁତ ଘମାଣ୍ଡି ଥାନ୍ତି । ପ୍ରେମ ପ୍ରତି ବଫାଦାର ନଥାନ୍ତି ଯାହା ପାଇଁ ଏମାନେ ପଛକୁ ଯାଇ ଥାନ୍ତି । କେହି ଯଦି ଏମାନଙ୍କୁ ନଜର ଅନ୍ଦାଜ କରିଥାନ୍ତି ତାହା ଏମାନେ ସ୍ଵୀକାର କରି ପାରନ୍ତି ନି ।

Leave a Reply

Your email address will not be published. Required fields are marked *