ଜୀବନରେ ଖୁସି ଆସିବା ଆଗରୁ ମହାଦେବ ଦେଇଥାନ୍ତି ଏହି 7ଟି ସଂକେତ- Vastu Tips

ଆପଣମାନେ ଜାଣି ଥିବେ କି ଆମ ଶାସ୍ତ୍ର ଅନୁସାରେ କୁହାଯାଇଛି କି ଭଗବାନ ଶିବ ହେଉଛନ୍ତି ସାରା ଦୁନିଆର ସଂହାର କର୍ତ୍ତା ଯଦି କେହି ଭି କିଛି କରିଥାଏ ତେବେ ତାକୁ ତାର ଭୁଲ ର ପ୍ରାୟଶ୍ଚିତ କରିବା ପାଇଁ ଭଗବାନ ଶୈବ ଙ୍କ ପୂଜା କରିଥାନ୍ତି । ଆଜି ଆମେ କହିବା କି ଭଗବାନ ଶିବ ଙ୍କୁ ଆମେ ଭୋଳା ନାଥ ମଧ୍ୟ କୁହାଯାଏ । ଏହାର କାରଣ ହେଉଛି କି ସେ କେତେବେଳେ ଭି କିଛି କଥାକୁ ଧରି ରହି ନଥାନ୍ତି । ଯେଉଁମାନେ ଯାହା ଚାହିଁ ଥାନ୍ତି ତାଙ୍କୁ ଭଗବାନ ସେୟା ଦେଇ ଦେଇଥାନ୍ତି ।

ଆପଣମାନେ ଯଦି ମଧ୍ୟ ବହଗବାନ ଶିବ ଭଗବାନ ଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ନିଶ୍ଚିତ ଭାବେ ସବୁ ମନ କାମନା ପୂରଣ ହୋଇଯିବ । ଆପଣମାନେ ଏହା ମାଧେ ଜାଣି ରଖନ୍ତୁ କି ଭଗବାନ ଶିବ ଙ୍କ ଆରାଧନା କରିଆବା ଦ୍ଵାରା ଆମେ ଯାହାଭି କରିବା କିମ୍ବା ଆମେ ଯାହା ଚିନ୍ତା କରିବା ତାହା ନିଶ୍ଚିତ ହେବ କିନ୍ତୁ ଆପଣ ଏହାର ଧ୍ୟାନ ରଖିବେ କି ଭଗବାନ ଙ୍କ ସହ ପୂଜା କରିବା ସହ ଅପଣମାନେ ଏହା ମଧ୍ୟ କରିବେକୀ ନିଜ ଚେଷ୍ଟା ଜାରି ରଖିବେ ।

ଆଜି ଆମେ ଆପାନନ୍କୁ କହହିବା କି ଭଗବାନ ଶିବ ଙ୍କ ଆରାଧନା କରିବା ସହ ଆମେ ସଂକେତ ବିଶୟରେ ଆପଣଙ୍କୁ କହିବା ଯାହା ଦ୍ଵାରା ଆମେ ଜାଣି ପରିବା କି ଭଗବାନ ଭୋଳାନାଥ ଆମ ସହ ଅଛନ୍ତି । ଯଦି ଆପଣଙ୍କୁ ଏହି ସଂକେତ ସୋମବାର ଦିନ ମିଳୁଛି ତେବେ ଆପଣ ଏହା ଜାଣିବା ନିହାତି ଭାବେ ଦରକାର ।

ଆପଣ ଯଦି ବ୍ରାହ୍ମ ମୂହୁର୍ତ୍ତ ରେ ଉଠିଯିବେ କିମ୍ବା ଆପଣ ଯଦି ଏହି ସମୟରେ ଉଠିବା ପରେ ଚାନ୍ଦ କୁ ଦେଖିବେ ତେବେ ଏହା ଆପଣଙ୍କ ପାଇଁ ଭଲ ହୋଇ ଥାଏ । ଆପଣ ଜାଣି ନିଅନ୍ତୁ କି କିଛି ଭଲ ପରିଣାମ ମିଳିବା ପାଇଁ ଯାଉଛି । ଏହା ପରେ ଯଦି ଆପଣ ବାଟରେ ଯିବା ସମୟରେ ଧଳା ଗାଇକି ଦେଖିବେ ତେବେ ଆପଣ ନିଶ୍ଚିତ ଭାବେ ଏହାର ଶୁଭ ପରିଣାମ ପାଇବେ ।

ଆପଣ ଯଦି ନାଗ ଦେବଙ୍କ ଦର୍ଶନ ହାଉଛି ତେବେ ଆପଣ ଜାଣି ନିନତୁ କି ଆପଣ ମାନେ ଭଲ ପରିଣାମ ପାଇବେ କାରଣ ନାଗ ଦେବତା ହେଉଛନ୍ତି ଭଗବାନ ଶିବ ଙ୍କ ଅଳଙ୍କକାର । ଆପଣ ଯେଉଁ କାମରେ ଜୀବବେ ତାହା ନିଶ୍ଚିତ ଭାବେ ପୂରଣ ହୋଇଯିବ ।

ଏହା ପରେ ଆସେ କି ଆପଣ ଯଦି ସୋମବାର ଦିନ ସ୍ଵାମୀ ସ୍ତ୍ରୀ ଙ୍କୁ କିମ୍ବା ଆଉ କାହାକୁ ଏକା ସହ ବସିକି ଦେଖିବାର ପାଇବେ ତେବେ ଏହା ମଧ୍ୟ ଭଲ ହୋଇଥାଏ । ଏହା ସହ ଆପଣ ଯଦି ଭସ୍ମ ଦେଖିବା ପାଇଁ ପାଇବେ ତେବେ ଏହା ଭଲ ହୋଇଥାଏ । କାରଣ ଆପଣ ମାନେ ଯଦି କେଉଁ ଭି ସାଧୁକୁ ଭସ୍ମ ଲଗାଇବାର ଦେଖିବେ ଏହା ମଧ୍ୟ ଭଲ ହୋଇଥାଏ । ଆପଣଙ୍କ ସବୁ କାମ ଭଲରେ ହୋଇଯିବ ଓ ଆପଣଙ୍କ ସମୟ ମଧ୍ୟ ଭଲରେ ଜୀବ ।

Leave a Reply

Your email address will not be published. Required fields are marked *