ରାଜନୀତିରେ ପାଦ ଦେଲେ ଲକ୍ଷ୍ନୌରେ କ୍ୟାବ ଡ୍ରାଇଭର, ଯିଏ ଯୁବତୀଙ୍କ ଠାରୁ ଚାପୁଡା ଖାଇ ହୋଇଥଲେ ଭାଇରାଲ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସେଦିନ ରାତିରେ ଜଣେ ଯୁବତୀଙ୍କ ଠାରୁ ମା-ଡ ଖାଉଥିଲେ ଜଣେ କ୍ୟାବ ଡ୍ରାଇଭର ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ର ବିଷୟ ହୋଇଥିଲା । ଏହି ଘଟଣା ର ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା କୁ ଆସିଥିବା ଏହି କ୍ୟାବ ଡ୍ରାଇଭର ଜଣକ ଏବେ ରାଜନୀତି ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେଦିନ ରାତିର ପୁରା ଘଟଣା କଣ ଥିଲା ଓ କାହିଁକି କ୍ୟାବ ଡ୍ରାଇଭର ରାଜନୀତିରେ ପ୍ରବେଶ କରିବାକୁ ନିସ୍ପତି ନେଇଛନ୍ତି ।

ସୂଚନା ଯୋଗ୍ୟ କି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଟ୍ରାଫିକ ପୋ-ଲି-ସ ଆଗରେ ଜଣେ ଯୁବତୀଙ୍କ ଠାରୁ ରାସ୍ତା ମଝିରେ ଚା-ପୁ-ଡା ପରେ ଚା-ପୁ-ଡା ମା-ଡ ଖାଇଥିଲେ କ୍ୟାବ ଡ୍ରାଇଭର ସାତତ ଅଲ୍ଲୀ । ଏହି ଘଟଣାର ଚର୍ଚ୍ଚା ହେବାର କିଛି ଦିନ ପରେ କ୍ୟାବ ଡ୍ରାଇଭର ସାତତ ଅଲ୍ଲୀ ରାଜନୀତି ରେ ପାଦ ଦେବାକୁ ଯାଉଛନ୍ତି ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଖିଲେଶ ଯାଦବଙ୍କ ମାମୁଁ ସିପାଲ ଯାଦବଙ୍କ ଦଳରେ ଯୋଗ ଦେଇଛନ୍ତି ସାତତ ଅଲ୍ଲୀ । ଶିବପାଳ ଯାଦବଙ୍କ ଦଳରେ ସାତ ଅଲ୍ଲୀ ଯୋଗ ଦେବା ପରେ କହିଛନ୍ତି ଯେ ତାଙ୍କ ସହ ସେଦିନ ଯାହା ଘଟିଥିଲା ସେ କେବେ ବୁଲି ପାରିବେ ନାହି ।

ନିଜେ ସର୍ବ ଜଣ ସାଧାରଣଙ୍କ ଆଗରେ ଜଣେ ମହିଳାଙ୍କ ଦ୍ଵାରା ଅ-ପ-ମା-ନି-ତ ହୋଇଛନ୍ତି ଆଉ କୌଣସି ପୁରୁଷ ଯେପରି ଏହାର ସାମନା ନ କରନ୍ତି ସେଥିପାଇଁ ଅଣ୍ଟା ଭିଡିଛନ୍ତି ସାତତ ଅଲ୍ଲୀ । ଯେଉଁଠି ପୁରୁଷ ମାନେ ଅ-ନ୍ୟା-ୟର ଶି-କା-ର ହେଉଥିବେ ସେଠାରେ ନ୍ୟାୟ ପାଇଁ ସ୍ଵର ଉତ୍ତୋଳନ କରିବେ ସାତତ ଅଲ୍ଲୀ ।

ଏହି ଲକ୍ଷ୍ୟ ନେଇ ରାଜନୀତିରେ ପ୍ରବେଶ କରିଛନ୍ତି ସାତତ ଅଲ୍ଲୀ । ଏହି ବର୍ଷ ଜୁଲାଇ ୩୦ରେ ଲଖାନୁ ସହରରେ କ୍ୟାବ ନେଇ ଯାଉଥିଲେ ସାତତ । ଅଚାନକ ପ୍ରିୟଦର୍ଶିନୀ ନାମକ ଯୁବତୀ ତାଙ୍କ ଗାଡିକୁ ଅଟକାଇ ଦେଇଥିଲେ ।

କେହି କିଛି ବୁଝିବା ପୂର୍ବରୁ ପ୍ରିୟଦର୍ଶିନୀ ସାତତଙ୍କ ଗାଲ ରେ ଚା-ପୁ-ଡା ଉପରେ ଚା-ପୁ-ଡା ମା-ରି ଚାଲିଲେ । କେବଳ ଏତିକି ନୁହେଁ ବରଂ ସାତଙ୍କ ସାର୍ଟ କଲର ଘୋଷାଡ଼ି ଥିଲେ ପ୍ରିୟଦର୍ଶିନୀ । ଏହି ଘଟଣା ଘଟିବା ସମୟରେ ଅନେକ ଲୋକ ମାନେ ସେଠାରେ ଥାଇ ମଧ୍ୟ ସାତତଙ୍କୁ ସୁରକ୍ଷା ଦେବା ପାଇଁ କେହି ଆସି ନ ଥିଲେ ।

ଏମିତି କି ଯୁବତୀଙ୍କ ବି-ରୁ-ଦ୍ଧ-ରେ ପୋ-ଲି-ସ କାର୍ଯ୍ୟ ଅନୁଷ୍ଠାନ ନେବା ବଦଳରେ ଓଲଟି ପୋ-ଲି-ସ ସାତତଙ୍କୁ ତା-ଗି-ଦ କରି ଥା-ନାକୁ ନେଇ ଯାଇଥିଲା । ତେବେ ସାତତଙ୍କର ରାଜନୀତିରେ ପ୍ରବେଶ କରିବା କେତେ ଦୂର ଠିକ ତାହା ସମୟ କହିବ ।

ବନ୍ଧୁଗଣ ଆପଣ ମାନଙ୍କର ସାତତ ଅଲ୍ଲୀଙ୍କ ଏହିଭଳି ପଦକ୍ଷେପକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *