କଟକ ମହାନଦୀରେ ବୁଡି 4 ଜଣ ପିଲା ହରାଇଲେ ଜୀବନ, ପିଲାଙ୍କ ଶ-ବ-କୁ ଧରି କାନ୍ଦୁଛନ୍ତି ବାପା ମା’… ଦେଖିଲେ ଆଖିରେ ରହିବନି ଲୁହ

ନମସ୍କାର ବନ୍ଧୁଗଣ । ଗତ କାଲି କଟକରେ ଥିବା ମହାନଦୀରେ ୪ ଜଣ ପିଲା ବୁଡି ଯାଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃ-ତ ଦେ-ହ ଉଦ୍ଧାର କରା ଯାଇଛି । ସେମାନେ ହେଉଛନ୍ତି କ୍ଷେତ୍ରବାସୀ ବେହେରା, ଆକାଶ ବାହାଳିଆ ଓ ଚନ୍ଦନା ବେହେରା । ଗତ କାଲି ରାତିରେ କ୍ଷେତ୍ରବାସୀ ବେହେରାଙ୍କର ମୃ-ତ ଶ-ରୀ-ର ଉଧାର କର ଯାଇଥିଲା । ଆଜି ସକାଳେ ଆକାଶ ବାହାଳିଆ ଓ ଚନ୍ଦନ ବେହେରାଙ୍କର ମୃ-ତ ଦେ-ହ ଉଧାର କରା ଯାଇଛି । ତେବେ ନିଜ ପିଲାଙ୍କୁ ହରାଇ ପରିବାର ଲୋକେ ଦୁଖରେ ମ-ର୍ମା-ହ-ତ ହୋଇ ପଡିଛନ୍ତି ।

ଆଉ ଜଣେ ପିଲା ଯାହାଙ୍କର ମୃ-ତ ଦେ-ହ ଏ ଯାଏଁ ଉଦ୍ଧାର ହୋଇପାରି ନାହି । ମହାନଦୀରେ ଅଗ୍ନିସମ ବାହିନୀ ଏ ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନା ଅନୁସାରେ ଏହି ୪ଜଣ ପିଲା ମହାନଦୀକୁ ଗାଧୋଇବାକୁ ଆସିଥିଲେ ।

ଯେଉଁ ପିଲାଙ୍କର ମୃ-ତ୍ୟୁ ହୋଇଛି ସେମାନଙ୍କର ବୟସ ୧୪ରୁ ୧୫ ବର୍ଷ ହେବ । ଏହି ୪ ଜଣ ପିଲା କୋଳି ଖାଇବା ପାଇଁ ଉଦ୍ୟମ କରୁଥିଲେ ବୋଲି କୁହା ଯାଉଛି । ପିଲା ମାନେ ଗତ କାଲି ଦିନ ୧ଟା ରୁ ୨ଟା ମଧ୍ୟରେ ଗାଧୋଇବାକୁ ମହାନଦୀକୁ ଯାଇଥିଲେ ।

ଘଟଣା ସ୍ଥଳରେ ଦୁଇଟି ସାଇକେଲ ଓ ୪ ହଳ ଚପଲ ମିଳିଛି । କିନ୍ତୁ ପିଲା ମାନେ ଘରକୁ ଫେରିବାକୁ ଡେରି ହେବାରୁ ତାଙ୍କ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ । ଏହା ପରେ ପରିବାର ଲୋକେ ଥାନାରେ ଅ-ଭି-ଯୋ-ଗ କରିଥିଲେ ।

ଅନେକ ଖୋଜା ଖୋଜି କରିବା ପରେ ପ୍ରଥମେ କ୍ଷେତ୍ରବାସୀ ବେହେରାଙ୍କ ମୃ-ତ ଦେ-ହ ଉଦ୍ଧାର କରିବା ପରେ କଟକ ବଡ ମେଡିକାଲ ନିଆ ଯାଇଥିଲା । ସେହି ସମୟରେ ଅଗ୍ନିସମ ବାହିନୀ ଖୋଜିବା ପରେ ବିଳମ୍ବିତ ରାତି ହେବା ଯୋଗୁ ଆଜି ସକାଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବର୍ତ୍ତମାନ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ୪ଟି ନିରୀହ ଶିଶୁ ଙ୍କର ଜୀ-ବ-ନ ଚା-ଲି ଯାଇଛି । ଗତ କାଲି ମହାନଦୀରେ ପାଣିର ସ୍ରୋତ ଅଧିକ ଥିବା କଥା ବୋଧ ହୁଏ ପିଲା ମାନେ ଜାଣି ନ ଥିଲେ ବୋଲି କୁହା ଯାଉଛି । ଏମିତି ବି କୁହା ଯାଉଛି କି ଜଣେ ପାଣିରେ ବୁଡି ଯିବାର ଦେଖି ତାକୁ ବଞ୍ଚାଇବାକୁ ଯାଇ ଆଉ ୩ଜଣ ପାଣିରେ ବୁଡି ଯାଇଛନ୍ତି ।

ଯେଉଁ ୪ଜଣଙ୍କର ମୃ-ତ୍ୟୁ ହୋଇଛି ସେମାନେ ପ୍ରତିଦିନ ସେଠାକୁ ଗାଧୋଇବାକୁ ଆସନ୍ତି ବୋଲି ସ୍ଥାନୀୟ ଲୋକ ମାନେ ସୂଚନା ଦେଇଛନ୍ତି । ପିଲା ମାନେ କାହା କଥା ନ ଶୁଣି ସେଠାରେ ଖେଳାଖେଳି ମଧ୍ୟ କରନ୍ତି ବୋଲି ଲୋକ ମାନେ ସୂଚନା ଦେଇଛନ୍ତି । ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ ସେ ସବୁ ପାଇଁ ପରିବାର ଲୋକେ ଦାୟୀ । କାରଣ ପିଲା ମାନେ କୁଆଡେ ଯାଉଛନ୍ତି କଣ କରୁଛନ୍ତି ତାହା ଦେଖିବା ପରିବାର ଲୋକଙ୍କ ଦାୟିତ୍ଵ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *