ଶ୍ଵଶୁର ଘର ଆଗରେ ଧାରଣା ଦେଇ ବସିଥିବା ମହିଳା କଣ କହୁଛନ୍ତି ଶୁଣନ୍ତୁ….

ଆପଣ ମାନେ ଜାଣିଥିବେ ବ୍ରାହପୁରର ଜଣେ ନବ ବିବାହିତ ବୋହୁ ଶ୍ଵଶୁର ଘର ଆଗରେ ଧାରଣା ଦେଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ଚାଲିଛି । ଗତ କାଲି ଏସିପି ନବ ବିବାହିତା ଡିମ୍ପଲ ଦାସଙ୍କୁ କୋର୍ଟରେ ଶୁଣାଣୀ ଥିବାରୁ ନିଜ ଘରକୁ ଯିବା ପାଇଁ କହିଥିଲେ । କିନ୍ତୁ ଡିମ୍ପଲ କିଛି ନ ଶୁଣି ସେମିତି ଶ୍ଵଶୁର ଘର ଆଗରେ ଧାରଣା ଦେଇ ବସି ରହିଛନ୍ତି ।

ନିଜକୁ ବୋହୁ ଦାବି କରାଇ ଦୀର୍ଘ ୪ ଦିନ ହେବ ଧାରଣା ଦେଇଛନ୍ତି ଛତ୍ରପୁରର ବାସିନ୍ଦା ଡିମ୍ପଲ ଦାସ । ଗତ କାଲି ସେ ଘର ଆଗରେ ମାଣ ବସାଇଛନ୍ତି ଯାହାର ଦୃଶ୍ୟ ଏହି ଭିଡିଓ ରେ ହୋଇଛି ।

SDJM କୋର୍ଟରେ ଡିମ୍ପଲ ନିଜର ଦାବିକୁ ଲେଖି ଜଣାଇଛନ୍ତି । ସେ ଆଶା ରଖିହନ୍ତି ଯେ ତାଙ୍କ ପରିବାର ଲୋକେ ତାଙ୍କୁ ଗ୍ରହଣ କରିବେ । ଏମିତିକି ତାଙ୍କ ସ୍ଵାମୀ ତାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରି ଘରକୁ ଫେରାଇ ନେବେ ବୋଲି ଆଶା ରଖିହନ୍ତି ଡିମ୍ପଲ ଦାସ । ଗତ କାଲି ରୀତିନୀତି ଅନୁସାରେ ସେ ମାନ ବସାଇ ପୂଜା ପାଠ ସମ୍ପନ୍ନ କରିଛନ୍ତି ।

ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ବିଷୟ ହୋଇ ପଡିଛି । ଗତ କାଲି କୋର୍ଟ ରେ ଜଜ ସାହେବ ଡିମ୍ପଲ ଙ୍କ ସପକ୍ଷରେ ଶୁଣାଣୀ କରିବେ ବୋଲି ଆଶା କରା ଯାଉଛି । ଡିମ୍ପଲ ଦୀର୍ଘ ୪ ଦିନ ହେବ ନିଜ ଶ୍ଵଶୁର ଘରକୁ ଯିବା ପାଇଁ ଦାବିଆ କରି ଘର ଆଗରେ ଅଖିଆ ଅପିଆ ବସି ରହିଛନ୍ତି ।

ସେଠାରୁ ଇଛେ ମାତ୍ର ହଲି ନାହାନ୍ତି ଡିମ୍ପଲ । ତାଙ୍କୁ ଅନେକ କଷ୍ଟ ଯନ୍ତ୍ରଣା ହୋଇଥିଲେ ମଧ୍ୟ ସେ ତାଙ୍କର କଥା ରେ ଅଟଳ ରହିଛନ୍ତି । ଗତ କାଲି ପୋଲିସ ଅଧିକାରୀ ତାଙ୍କୁ ବୁଝାଇ ଥିଲେ ନିଜ ଘରକୁ ଫେରିଯିବା ପାଇଁ । କିନ୍ତୁ ଡିମ୍ପଲ ନିଜର ଦାବିରେ ଅଟଳ ରହିଥିଲେ । ଡିମ୍ପଲ ନିଜ ରାଏ ରେ କହିଛନ୍ତି ଯେ ସେ ତାଙ୍କ ସ୍ଵାମୀଙ୍କ ସହ ରହିବାକୁ ଇଚ୍ଛୁକ ଅଛନ୍ତି ବୋଲି ଲେଖିକି କୋର୍ଟରେ ଦେଇଛନ୍ତି ।

SDJM ଅଧିକାରୀ ଡିମ୍ପଲଙ୍କୁ ଧାରଣାରୁ ଉଠିବାକୁ କହିଥିଲେ ମଧ୍ୟ ସେ ଶୁଣି ନ ଥିଲେ । ଯେଉଁ ଯାଏଁ କୋର୍ଟରୁ ଅର୍ଡର ଆସି ନାହି କି ସେ ତାଙ୍କ ପରିବାର ଓ ସ୍ଵାମୀଙ୍କ ସହ ଏକାଠି ମିଶି ରହିବେ ବୋଲି ସେତେ ଯାଏଁ ଡିମ୍ପଲ ଧାରଣାରୁ ଉଠିବେ ନାହି ବୋଲି ରାଏ ଦେଇଛନ୍ତି ।

ତାଙ୍କର ସତ ବିଶ୍ଵାସ ରହିଛି କୋର୍ଟ ଉପରେ ତାଙ୍କୁ ନ୍ୟାୟ ମିଳିବ । ତାଙ୍କ ସହ ଜଣେ ମହିଳା ମଧ୍ୟ ରହିଛନ୍ତି ଡିମ୍ପଲଙ୍କ ସୁରକ୍ଷା ଦେବା ପାଇଁ । ଗତ କାଲି ରାସ୍ତା ଫିଟିବ ବୋଲି ଆଶା ରହିଛି ସମସ୍ତଙ୍କର । ତେବେ ଗତ କାଲି କୋର୍ଟ କଣ ରାଏ ଦେବ ତାହା ଦେଖିବା ବାକି ରହିଲା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *