Jyotish Shastra- ଶନି ଦେବଙ୍କର ହେବ ମାର୍ଗୀ ଚଳନ, ଏହି ରାଶିର ଆରମ୍ଭ ହେଲା ଶୁଭ ଦିନ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟ ର ଦେବତା ଅଟନ୍ତି । କୌଣସି ବ୍ୟକ୍ତି ର କର୍ମ ଅନୁଯାୟୀ ହିଁ ଶନି ଦେବ ସେହି ବ୍ୟକ୍ତି କୁ ଫଳ ପ୍ରଦାନ କରିଥାନ୍ତି ।

ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ଭଲ କର୍ମ କରିଥାଏ ତେବେ ଶନିଦେବ ସେହି ବ୍ୟକ୍ତି ଙ୍କୁ ନିଶ୍ଚିତ ଭଲ ଫଳ ପ୍ରଦାନ କରିଥାନ୍ତି ଏବଂ ଯେଉଁ ବ୍ୟକ୍ତି ନିଜ ଜୀବନରେ ଖରାପ କର୍ମ କରିଥାଏ ସେହି ବ୍ୟକ୍ତି ଙ୍କୁ ଶନିଦେବ ତାର କର୍ମ ଅନୁସାରେ ନିଶ୍ଚିତ ଦଣ୍ଡିତ କରିଥାନ୍ତି ।

ତେବେ ଦୀର୍ଘ ୧୦୦ ବର୍ଷ ପରେ ଗ୍ରହ ମାନଙ୍କ ଚଳନ ରେ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଫଳରେ ଭଗବାନ ଶନିଦେବ ୧୨ଟି ରାଶି ମଧ୍ୟରୁ ୬ଟି ରାଶି ଉପରେ ପ୍ରସନ୍ନ ରହିବେ । ଶନିଦେବ ଙ୍କ କୃପା ରୁ ଏହି ରାଶି ଥିବା ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଅନେକ ପ୍ରକାର ପରିବର୍ତ୍ତନ ହେବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶି ଏବଂ ତାଙ୍କ ଜୀବନରେ ହେବାକୁ ଥିବା ପରିବର୍ତ୍ତନ ସମ୍ବନ୍ଧରେ ବିସ୍ତାର ରୂପରେ-

ବନ୍ଧୁଗଣ ଏହି ରାଶି ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଭଗବାନ ଶନିଦେବ ଙ୍କ କୃପାଦୃଷ୍ଟି ଲାଭ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ଜୀବନରେ ଥିବା ସମସ୍ତ ପ୍ରକାର ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । କୌଣସି ଯାନବାହନ କ୍ରୟ କରିବାର ସମ୍ଭାବନା ରହିଛି । ଯେଉଁମାନେ ପ୍ରେମ ସମ୍ବନ୍ଧରେ ଅଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଏହି ରାଶିର ବ୍ୟକ୍ତି ମାନଙ୍କ ଆସୁଥିବା ସମୟ ଅତ୍ୟନ୍ତ ଆନନ୍ଦ ଦାୟକ ରହିବ ।

ଏହି ରାଶିର ବ୍ୟକ୍ତି ମାନଙ୍କୁ ସମସ୍ତ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ଏବଂ ଏମାନେ ଉନ୍ନତି ହାସଲ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ବହୁତ ଉପଯୋଗୀ ରହିବ । ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ହାସଲ କରିବେ ଏବଂ ଏହା ସହିତ ପ୍ରତିଯୋଗିତା ଓ ଖେଳକୁଦ ରେ ମଧ୍ୟ ଉନ୍ନତି ହାସଲ କରିବେ । କୌଣସି ଗୁପ୍ତ ଧନ ଲାଭ ହେବାର ସମ୍ଭାବନା ରହିଛି । ଏମାନଙ୍କ ମନ ପାଠରେ ଲାଗି ରହିବ । ସମସ୍ତ କାର୍ଯ୍ୟ ସଫଳ ଭାବରେ ସମ୍ପାଦନ ହେବ ।

ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟରେ ବିଦେଶ ଯାତ୍ରା ର ଯୋଗ ରହିଛି ଏବଂ ଏହା ସହିତ କୌଣସି ଧାର୍ମିକ ଅନୁଷ୍ଠାନ କୁ ମଧ୍ୟ ଏମାନେ ଯାତ୍ରା କରି ପାରିବେ । କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ପକ୍ଷ ରେ ରହିବ । ଧର୍ମ କର୍ମ କାର୍ଯ୍ୟ ରେ ରୁଚି ବଢ଼ିବ । ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଏବଂ ଜୀବନ ରେ ଥିବା ସମସ୍ତ ବାଧା ବିଘ୍ନ ଦୁର ହେବ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଘର ଓ ପରିବାର ରେ ଶାନ୍ତି ର ବାତାବରଣ ରହିବ ଏବଂ ଏମାନଙ୍କ ଜୀବନ ଧନଧାନ୍ୟ ରେ ପୂର୍ଣ ହୋଇଯିବ ।

ଏହି ରାଶି ଥିବା ବ୍ୟକ୍ତି ବିଶେଷ ଙ୍କ ଦୀର୍ଘ ଦିନ ଧରି ଅଟକି ରହି ଯାଇଥିବା କାର୍ଯ୍ୟ ବର୍ତ୍ତମାନ ପୂର୍ଣ୍ଣ ହେବ । କାରବାର ରେ ଲାଭ ହାସଲ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ଓ ମଧୁର ହେବ । ଧନ ହାସଲ କରିବାର ବିଭିନ୍ନ ସୁଯୋଗ ଆସିବ । ଏହି ରାଶିର ବ୍ୟକ୍ତି ବିଶେଷ ଏହି ସମୟରେ କୌଣସି ନୂତନ କାର୍ଯ୍ୟ ର ଆରମ୍ଭ ମଧ୍ୟ କରି ପାରିବେ ।

ତେବେ ବନ୍ଧୁଗଣ ସେହି ୬ଟି ଭାଗ୍ୟଶାଳୀ ରାଶି ହେଉଛନ୍ତି, ‘ମିଥୁନ ରାଶି’, ‘କର୍କଟ ରାଶି’, ‘ବୃଷ ରାଶି’, ‘ମୀନ ରାଶି’, ‘କନ୍ୟା ରାଶି’ ଏବଂ ‘ମେଷ ରାଶି’ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *