‘ K ‘ Letter ଥିବା ବ୍ୟକ୍ତି ଯଦି ଆପଣଙ୍କ ପାଖରେ ଅଛନ୍ତି ତେବେ ଏହାକୁ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ସ୍ଵଭାବ ବିଷୟରେ ଯେଉଁ ମାନଙ୍କର ନାମ K ଅକ୍ଷର ରୁ ଆରମ୍ଭ ହୋଇଥାଏ । ଏ ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର K ରୁ ଆରମ୍ଭ ହୋଇଥାଏ । ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସଫଳତାର ଶୀର୍ଷ ରେ ପହଞ୍ଚି ସାରିଛନ୍ତି । K ନାମର ବ୍ୟକ୍ତି ଦେଖିବାକୁ ସୁନ୍ଦର ହୋଇଥାନ୍ତି ଯାହା ପାଇଁ ଅନେକ ଲୋକ ସେମାନଙ୍କ ପ୍ରତି ଆକର୍ଷିତ ରହିଥାନ୍ତି । K ନାମ ଥିବା ବ୍ୟକ୍ତି ସାହସୀ ହେବା ସହ ଭିଡ ଭିତରୁ ବାହାରି ଏକା ରହିବାକୁ ପସନ୍ଦ କରନ୍ତି ।

ଏମାନେ କାହାକୁ ବି ଭୟ କରନ୍ତି ନାହି । ଏମାନେ କାର୍ଯ୍ୟ କ୍ରମରେ ଯିବାକୁ ପସନ୍ଦ କରିବା ସହ କ୍ରୋଧୀ ସ୍ଵଭାବର ହୋଇଥାନ୍ତି । ଯେଉଁଥି ପାଇଁ ଲୋକେ ଏମାନଙ୍କ ପାଖକୁ ଯିବାକୁ ଭୟ କରିଥାନ୍ତି । ରାଗରେ ଏମାନେ ଏମିତି କିଛି କହିଥାନ୍ତି ଯାହା ପାଇଁ ପରେ ଖରାପ ଭାବିଥାନ୍ତି । ଏହି ନାମର ବ୍ୟକ୍ତି ମନରେ କିଛି ରଖନ୍ତି ନାହି ଯାହା ମନକୁ ଆସେ କହିଥାନ୍ତି । ଏମାନେ ନିଜ ବିଷୟରେ ଅଧିକ ଚିନ୍ତା କରନ୍ତି । ଏହା ହିଁ କାରଣ ଅଟେ ଆଗକୁ ବହୁତ ଉନ୍ନତି କରିଥାନ୍ତି ।

ଏମାନେ ବହୁତ ରହସ୍ୟମୟ ହେବା ସହ କୌଣସି କଥାକୁ ଗୁପ୍ତ ରଖିବାରେ କୌଶଳୀ ହୋଇଥାନ୍ତି । ଏମାନେ ଅନ୍ୟର କଥାକୁ ନିଜ ଭିତରେ ସୀମିତ ରଖିଥାନ୍ତି । ଭଲ ବନ୍ଧୁ ହେବା ସହ ଏମାନେ ପ୍ରାୟତ ସବୁ କଥାରେ ମୁଣ୍ଡ ପୁରାନ୍ତି ନାହି । ଏମାନଙ୍କ ଠାରେ ଅଧିକ କମ ଭାବ ରଖିଥାନ୍ତି । ଏମାନେ ନିଜ କଥାକୁ ସର୍ବଦା ଉଚ୍ଚ ରେ ରଖିବାକୁ ଚାହି ଥାନ୍ତି । ଯେଉଁ କାମରେ ଲାଗିଥାନ୍ତି ତାକୁ ପୁରା କରିଥାନ୍ତି । ନିଜ କଥା କୁ ଶୁଣିବାକୁ ଇଚ୍ଛା କରନ୍ତି । ବୋଧ ହୁଏ ଏହା କାରଣ ହୋଇପାରେ କି ସଫଳତା ଏମାନଙ୍କର ହାତ ମୁଠା ରେ ଥାଏ ।

ଏହି ନାମର ବ୍ୟକ୍ତି ବିଜନେସମ୍ୟାନ ହେବା ସହ ରିସ୍କ ନେବା ଭଳି କାର୍ଯ୍ୟ ହାତକୁ ନେଇଥାନ୍ତି । ଏମାନଙ୍କୁ ପ୍ରତେକ କାର୍ଯ୍ୟ ନିଖୁଣ ଭାବେ କରିବାକୁ ପସନ୍ଦ ହୋଇଥାଏ । ଏମାନେ ଅଧିକ ଟଙ୍କା ରୋଜଗାର କରିବା ସହ ବହୁତ ଭଲ ଭାବେ ଜାଣିଥାନ୍ତି କଣ କରିବା ଆବଶ୍ୟକ । ଏମାନେ ଟଙ୍କା ରୋଜଗାର କରିବାକୁ ସବୁ ସମସ୍ୟାର ସମୁଖିନ୍ନ ହୋଇଥାନ୍ତି । ଏମାନଙ୍କୁ ସ୍ମାର୍ଟ ସାଥିର ଆବଶ୍ୟକ ହୋଇଥାଏ । ଏମାନେ ପ୍ରାୟତ ରୋମାଣ୍ଟିକ ଟାଇପର ହୋଇଥାନ୍ତି ।

କାହାକୁ ଭଲ ପାଇଲେ ସାରା ଜୀବନ କେବେ ବି ବିଶ୍ବଘାତକତା କରନ୍ତି ନାହି । ଏମାନେ ଭଲ ପାଇବା କ୍ଷେତ୍ରରେ ଉନ୍ନତ ସ୍ଵଭାବର ହୋଇଥାନ୍ତି । ଯାହାକୁ ବି ଭଲ ପାଇଥାନ୍ତି କହିବାକୁ ଜମା ବି ଡେରି କରନ୍ତି ନାହି । ଏମାନେ ଅଧିକାଂଶ ଆରେଞ୍ଜ ମ୍ୟାରେଜ କରନ୍ତି । ବନ୍ଧୁଗଣ ଆପଣ ମାନନକୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *