କାହାର ନାଁ ଚିନ୍ତା କରି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-LOVE QUIZ

ବନ୍ଧୁଗଣ ଆପଣ ନିଜ ଲାଇଫରେ କାହାକୁ ନା କାହାକୁ ନିଶ୍ଚୟ ଭଲ ପାଉଥିବେ । ଆପଣଙ୍କ ଲାଇଫରେ ନିଜ ସାଥିଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ ନିଶ୍ଚୟ ଥିବେ । ତେବେ ସେମାନଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି ତାହା ଜାଣିବାକୁ ନିଶ୍ଚୟ ଆପଣ ଚେଷ୍ଟା କରୁଥିବେ । ଏଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 4ଟି ଷ୍ଟାର ର ଚିତ୍ର । ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଏହା ଆପଣ 4 ଜଣଙ୍କ ପାଇଁ ଅଲଗା ଅଲଗା କରି ଦେଖିପାରିବେ । ଏକା ଏକ ଟାଇମଲେସ ରିଡିଙ୍ଗ ଅଟେ । ଏବେ ଆସନ୍ତୁ ଜାଣି ନେବା ଜବାବ ।

1- ଯଦି ଆପଣ ପ୍ରଥମ ଷ୍ଟାର କୁ ବାଛିଛନ୍ତି ତେବେ ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । କିଛି ସମୟ ପାଇଁ ଆପଣଙ୍କ ପ୍ରତି ତାଙ୍କର ନେଗେଟିଭ ବିଚାର ରହିଥିଲା । ସେ ଭାବୁଥିଲେ ଆପଣ ଯାହା କରୁଛନ୍ତି ଯାହା କହୁଛନ୍ତି ସବୁ ମିଛ । କିନ୍ତୁ ସମୟ ବିତିବା ସହ ସେ ଆପଣଙ୍କ ପ୍ରତି ଯେଉଁ ରାୟ ରଖୁଥିଲେ ପଜେଟିଭ ଅଛି । ଆପଣ କାହାକୁ ଧୋକା ଦେଇ ପାରିବେନି । ଆପଣ ନିଜକୁ ଖୁସିରେ ରଖିବା ସହ ଅନ୍ୟକୁ ଖୁସିରେ ରଖିଥାନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ଷ୍ଟାରକୁ ଚୁଜ କରିଛନ୍ତି ଆପଣଙ୍କ ପରସନ ସମୟର ଅପେକ୍ଷା କରିଛନ୍ତି । ଆପଣ ପ୍ରତେକ ଜିନିଷ ପାଇଁ ସମୟ ନେଇଥାନ୍ତି । ଯାହା କରିଥାନ୍ତି ପୁରା ପ୍ଳାନ ସହ କରିଥାନ୍ତି ଓ ସଫଳ ହୋଇଥାନ୍ତି । ତାଙ୍କର ଆପଣଙ୍କ ପ୍ରତି ଆକର୍ଷଣ ଭାବ ରହିଛି । ତାଙ୍କୁ ଲାଗୁଛି କିଛି ଏମିତି ଅଛି ଯାହା ଆପଣ ଲୁଚାଉଛନ୍ତି । ଆପଣ ଯେମିତି ଭାବେ କଥା ହୁଅନ୍ତି, ପ୍ରେଜେଣ୍ଟ କରନ୍ତି ସେଥିରେ ପ୍ରଶ୍ନ ଆସିଥାଏ ।

3- ଯଦି ଆପଣ ତୃତୀୟ ଷ୍ଟାର କୁ ବାଛିଛନ୍ତି ତେବେ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ସେ ଆପଣଙ୍କୁ ତାଙ୍କ ଲାଇଫର କିରଣ ବୋଲି ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ଯେଉଁଠି କି ଯିବେ ଖୁସି ନେଇକି ଯିବେ । ଆପଣ ବହୁତ ଲକି ପର୍ଶନ ଅଟନ୍ତି । ଆପଣ ଯେଉଁଠି ଯାଇଥାନ୍ତି ପଜେଟିଭ ପରିବେଶ ସୃଷ୍ଟି କରିଥାନ୍ତି । ଶାରୀରିକ ଓ ମାନସିକ ଦ୍ରୁଷ୍ଟି ରୁଅ ଆପଣ ସୁନ୍ଦର ସମ୍ପନ୍ନ ବ୍ୟକ୍ତି ଅଟନ୍ତି ।

4- ଯଦି ଆପଣ ଚତୁର୍ଥ ଷ୍ଟାରକୁ ଚୁଜ କରୁଛନ୍ତି ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ଲାଇଫରେ ସଂଘର୍ଷ କରୁଛନ୍ତି । ମେହନତ କରୁଛନ୍ତି । ଆପଣ ଯାହା ବି ଜୀବନରେ ପାଇଛନ୍ତି ମେହନତ ବଳରେ ପାଇଛନ୍ତି । ଆପଣ ଭାଗ୍ୟ ଭରସାରେ ରୁହନ୍ତି ନାହିଁ । ଆପଣଙ୍କ ପାଇଁ ତାଙ୍କ ମନରେ ବହୁତ ସମ୍ମାନ ଅଛି । ଆପଣଙ୍କୁ ତଳକୁ ଖସାଇବା ପାଇଁ ଅନେକ ଲୋକ ଅଛନ୍ତି । ଏମିତି ଏନର୍ଜିରେ ଆପଣ ଯୋଡି ହୋଇ ଅଛନ୍ତି ଯାହା ପାଇଁ ଆପଣ ତଳକୁ ତଳ ଖସିଯିବେ । ଆପଣ ବହୁତ ଜଲ୍ଦି ରାଗି ଯାଇଥାନ୍ତି । ସେ ଆପଣଙ୍କୁ ନେଇ ପଜେଟିଭ ଭାବୁଛନ୍ତି । କ୍ୟାରିୟରକୁ ନେଇ ବହୁତ ଚିନ୍ତା କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *