ପ୍ରତିଦିନ କେବଳ ଏହି ପାଣି ପିଅନ୍ତୁ, ଖରାପ ରୁ ଖରାପ ଲିଭର ବିନା ଔଷଧରେ ଠିକ ହେବ… ବିଶ୍ଵାସ ନଥିଲେ ଆଜିଠୁ କରିକି ଦେଖନ୍ତୁ

ବନ୍ଧୁଗଣ ଆମ ଶରୀରରେ ଥିବା ସବୁ ଅଙ୍ଗ କୁ ଖରାପ ହେବାରୁ ବଞ୍ଚାଇବା ପାଇଁ ଲିଭର ସବୁ କାମ କରିଥାଏ । ଲିଭର ସବୁ ବିଷାକ୍ତ ପଦାର୍ଥ କୁ ନିଜ ଭିତରକୁ ନେଇଯାଏ । ଯଦି ଲିଭର ଖରାପ ରୁହେ ତେବେ ଫ୍ୟାଟି ଲିଭର ବା ଲିଭର ଶିରୋସିସ ଭଳି ସମସ୍ଯା ଦେଖାଯାଏ । ଲିଭର ଖରାପ ହେଲେ ଶରୀରର ଅନ୍ୟ ଅଙ୍ଗ ମଧ୍ୟ ଖରାପ ହୋଇପାରେ । ଆଜି ଆମେ ଜାଣିବା ଲିଭର କୁ କିପରି ସୁସ୍ଥ ରଖିବାକୁ ପଡିଥାଏ । ଏମିତି ଏକ ରେମେଡି ବିଷୟରେ ଯାହାର ପ୍ରୟୋଗ ଦ୍ଵାରା ଖରାପ ରୁ ଖରାପ ଲିଭର ସଂପୂର୍ଣ୍ଣ ଠିକ ହୋଇପାରିବ ।

ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ପଡିବ ଧନିଆ ପତ୍ର ଓ ଏହାର ଡେମ୍ଫ । ଧନିଆ ପତ୍ରକୁ ଭଲ ଭାବେ ପାଣିରେ ଧୋଇ ନିଅନ୍ତୁ । ଏହା ପରେ 2 ଗ୍ଳାସ ପାଣି ଏକ ପାତ୍ରରେ ଗ୍ଯାସ ରେ ବସାନ୍ତୁ । ପାଣି ଗରମ ହେବା ପରେ ସେଥିରେ ଧୋଇ ରଖିଥିବା ଧନିଆ ପତ୍ର କୁ ପକାଇ ଦିଅନ୍ତୁ । 10ରୁ 15 ମିନିଟ ଯାଏଁ ଏହି ପାଣି କୁ ଭଲ ଭାବେ ଫୁଟାନ୍ତୁ । ପାଣି ଯେବେ ଯାଏଁ ଏକ ଗ୍ଳାସ ନ ହୋଇଛି ସେ ଯାଏଁ ଫୁଟାନ୍ତୁ ।

ଏବେ ଏହାକୁ ଏକ ଗ୍ଳାସ କୁ ଛାଣି ନିଅନ୍ତୁ । ଯେମିତି ଆପଣ ଚାହା ପିଅନ୍ତି ଠିକ ସେମିତି ଧନିଆ ପାଣି ର ସେବନ କରନ୍ତୁ । ଏହାକି ଧୀରେ ଧୀରେ ପିଅନ୍ତୁ । ଯେମିତି ଏହାକୁ ସେବନ କରିବା ପାଇଁ 10ରୁ 15 ଈଳିତ ଲାଗିବ । ଏହି ପାଣି ସେବନ କରିବାର 1 ଘଣ୍ଟା ଯାଏଁ କିଛି ବି ଖାଦ୍ୟ ଖାଇବେ ନାହିଁ । ପ୍ରତି ଦିନ ସକାଳୁ ଖାଲି ପେଟରେ ଏହାର ସେବନ କରିବାକୁ ହେବ ।

ଲଗାତାର ଏହାର ସେବନ କରିଲେ ଲିଭର ରେ ଯେଉଁ ଡ୍ୟାମେଜ ହୋଇଥିବ ତାହା ଧୀରେ ଧୀରେ ଠିକ ହେବା ଆରମ୍ଭ ହେବ । ଫ୍ୟାଟି ଲିଭର ଠିକ ହେବ । ଲିଭର ଫୁଲା କମିଯିବ । ଲିଭର ନିଜେ ନିଜେ ନିଜକୁ ସଂପୂର୍ଣ୍ଣ ସୁସ୍ଥ କରି ନେବ । 1ରୁ 2 ମାସ ଏହି ପାଣି ର ସେବନ କରନ୍ତୁ । ଦେଖିବେ ଲିଭର ସଂପୂର୍ଣ୍ଣ ସୁସ୍ଥ ରହିବ । ଏହା ଛଡା ମସାଲା ଜାତୀୟ ଖାଦ୍ୟ, ମଦ, ସିଗାରେଟ, ତମ୍ବାକୁ, ତେଲ ଜାତୀୟ ଖାଦ୍ୟ ର ସେବନ କରିବା ଉଚିତ ନୁହେଁ ।

ପ୍ରାକୃତିକ ଜିନିଷର ସେବନ କରିବା ଉଚିତ । ଯେମିତି କି ଫଳ ରସ, ଫଳ, ସବୁଜ ପନିପରିବା, କଞ୍ଚା ପନିପରିବା, ଗ୍ରୀନ ଜୁସ, ଅଙ୍ଗୁର ଆଦି ଖାଇବା ଉଚିତ । ଏହା ଦ୍ଵାରା ଶରୀର ସୁସ୍ଥ ରହିବ । ଏହି ସବୁ ଉପାୟ କରିବା ଦ୍ଵାରା ଲିଭର ସୁସ୍ଥ ରହିବା ସହ ଠିକ ଭାବେ କାମ ମଧ୍ୟ କରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *