ଆପଣ ମାନେ ଜାଣି ଥିବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖିବା ପାଇ ଯିବା ତ ଆମେ ଜାଣି ପାରିବା ଆମ ର ଭାଗ୍ଯର ଯୋଗ ମାନ ଅନେକ ସମୟରେ ବଦଲୁ ଥାଏ ଏହା ଗ୍ରହ ମାନଙ୍କ ଚଳଣ ଉପରେ ନିର୍ଭର କରି ଥାଏ । କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ଭି କରିବା କିମ୍ବା ଯାହା ଭି କରିବା ପାଇଁ ଯିବା ତେବେ ଏହାର ପ୍ରଭାବ ଆମ ଉପରେ କେବେ ନା କେବେ ପଡିବ ।
ଏହା ଯୋଗ ଭାଗ୍ୟ କି ଏହା କେଉଁ ସମୟରେ କେଉଁ ରୂପରେ ଆସିଯିବ ଆମ ସାମନାକୁ ଏହା ଆମେ ଜାଣି ପାରିବା ନି କିଛି ସମୟ ଯିବା ପରେ କିମ୍ବା ଆମ ବିପଦ ଭଲ ହେବା ପରେ ଆମେ ଏହାକୁ ଜାଣି ଥାଉ । କୁହା ଯାଏ କି ସମସ୍ଯା କୁ ପାଖରୁ ଦେଖିଲେ ଏହା ବଡ ଅଲାଗ୍ଗି ଥାଏ କିନ୍ତୁ ଏହାକୁ ଜାଡ୍ୟ ଆମେ ଦୂରରୁ ଦେଖୁଛେ ତେବେ ଏହା ଆମକୁ ଖୁବ ଛୋଟ ଦେଖା ଯାଇ ଥାଏ । ଏହାର କାରଣ କଣ ଆପଣ ମାନେ ଜାଣି ଛନ୍ତି କି ଆମ ଦେଖିବାର ନିଜର ଏକ ଦ୍ରୁଷ୍ଟି କୋଣ ରହିବା ଦରକାର ଅଟେ । ଆଜି ଆମେ ଆପାଙ୍କୁ କହିବା ପାଇଁ ଯାଉହଛୁ କି କିଛି ଦିନ ମାଧୟରେ ଏବେ କାଳ ସର୍ପ ଯୋଗ ହେବା ପାଇଁ ଯାଉଛି ।
ଆପଣ ମାନେ ଜାଣିକି ଖୁଶି ହେବେ କି ଏହା ହେବାର କାରଣ ହେଉଛି କି ଆମେ ଯାହାଭି କରୁଛେ କିମ୍ବା ଆମେ ଯାହାଭି କରିବା ଏହାର ପରିଣାମ ସାଙ୍ଗେ ସାଙ୍ଗେ ପାଇବା । ଯେଉଁ ମାନଙ୍କ ପାଇଁ ଏହା ଖରାପ ଅଛି ସେମାନଙ୍କ ଭାଗ୍ୟରେ ଅଭି ଖୁବ ଦୁଃଖ ଅଛି । ମାତ୍ର କିଛି ଲୋକଙ୍କ ଜୀବନରେ ଏବେ ଖୁଶି ହିଁ ଖୁଶି ଅଛି । ଆଜି ଆମେ କହିବା ପାଇଁ ଜୀବ ଆକି ଏହି ରାଶି ଗୁଡିକ ହେଲେ କେଉଁ ମାନେ ଓ କଣ କଣ ଫଳ ପାଇବେ । ପ୍ରଥମ ରାଶି ହେଉଛି ମେଷ ରାଶି – ଆପଣ ପ୍ରୟାଶ କରିଇଆବା ଦ୍ଵାରା ଆପଣ ଖୁବ ଭଲ ସମୟ ବିତାଇବେ । ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଖୁବ ଭଲ ହେବ । ଆପଣ ସମଯରେ ନିଜର ମାନ ସମ୍ମାନ ପାଇବେ ।
ଏହା ପରେ ଆସୁଛି ଧନୁ ରାଶି – ଏହିରାଶିର ଲୋକଙ୍କ ପାଇଁ ସମୟ ଖୁବ ଭଲ ଅଟେ । ଯେଉଁ ମାନେ ବିବାହ କରିବା ପାଇଁ ଯାଉଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଭଲ ଜୀବନ ସାଥି ପାଇବେ ବାହାରକକୁ ଯିବାର ଯୋଗ ମଧ୍ୟ ଅଛି ଆପଣଙ୍କର । କୁମ୍ଭ ରାଶି – ଏହା ଭାଗ୍ୟ ଶାଳି ସମୟ ଅଟେ । ଆପଣ ଧାର୍ମିକ ଜାଗାକୁ ଯିବେ ବ୍ୟାପାର ରେ ଆପଣ ଲାଭ ବାନ ହେବେ । ଗରିବ ମାନଙ୍କୁ ଦାନ କରିବେ । ଆପଣଙ୍କ ସନ୍ତାନ ସୁଖ ପାଇବାର ମଦ୍ୟ ଯୋଗ ଦେଖାଉଛି । ଏହା ଅପରେ ଆସେ ମିନ ରାଶି – ଏହି ରାଶିର ଲୋକମାନେ ଏବେ ଖୁବ ଭଲ ସମୟ ରେ ଅଛନ୍ତି ଏମାନେ ନିଜ ସ୍ଵାସ୍ଥ୍ୟର ସାମାନ୍ଯ ଧ୍ୟାନ ଦେବା ଦରକାର ନଚେତ ଏମାନଙ୍କ ସମୟ ଖୁବ ଭଲ ଅଛି । ଏମାନେ ସବୁକିଛି ପାଇ ପାରିବେ ଏହି ଯୋଗ ଅଛି ମଧ୍ୟରେ ସବୁ ମନସ୍କାମନା ପୂରଣ ମଧ୍ୟ ହୋଇଯିବ ।