ନମସ୍କାର ବନ୍ଧୁଗଣ, କାର୍ତ୍ତିକ ମାସର ଆରମ୍ଭ ହୋଇସାରିଛି । ଏହି ପବତ୍ର କାର୍ତ୍ତିକ ମାସର ଅନେକ ମାନ୍ୟତା ରହିଛି । ତେଣୁ ଏହି ମାସରେ ସମସ୍ତେ ଆମିଷକୁ ତ୍ୟାଗ କରିଥାନ୍ତି । ଶୁଦ୍ଧ ଶାକାହାରୀ ଭାବେ ଏହି ମାସଟିକୁ ପାଳନ କରନ୍ତି । ତେବେ ଏହି ପବିତ୍ର ମାସର ଆରମ୍ଭରେ କେଉଁ ୫ଟି ରାଶିର ଭାଗ୍ୟରେ ପରିବର୍ତ୍ତନ ଘଟିବାକୁ ଯାଉଛି ତାହା ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସମସ୍ତ ଭାଗ୍ୟଶାଳୀ ରାଶିର ବ୍ୟକ୍ତିଙ୍କ ବିଷୟରେ ।
ମେଷ ରାଶି: ଏହି ରାଶିର ଲୋକମାନଙ୍କୁ ଆଗାମୀ ଭବିଷ୍ୟତରେ ବ୍ୟାପାର ବାଣିଜ୍ୟରେ ଲାଭ ହେବ ସହିତ ଧନ ପ୍ରାପ୍ତିର ନୂଆ ନୂଆ ମାର୍ଗ ମଧ୍ୟ ମିଳିବ । ଆପଣଙ୍କ ପରିଶ୍ରମର ଉଚିତ ମୂଲ୍ୟ ପାଇବେ ଆସୁଥିବା ସମୟରେ । ଏହି ରାଶିର ଭାଗ୍ୟର ତାଲା ଏବେ ଖୋଲିବାକୁ ଯାଉଛି । ସିଂହ ରାଶି: ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ମତ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ନିଜ ପସନ୍ଦର ଉପହାର ମାନ ମିଳିବାକୁ ଯାଉଛି ।
ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ଯୋଗ ରହିଛି । ନୂଆ ବ୍ୟାପାର ବାଣିଜ୍ୟ ପାଇଁ ଏହି ସମୟ ଅତ୍ୟନ୍ତ ଭଲ ରହିବ । ଧନ ଲାଭ ହେବାର ବହୁତ ହିଁ ଭଲ ଶୁଭ ଯୋଗ ରହିଛି । କୁମ୍ଭ ରାଶି: ଏହି କୁମ୍ଭ ରାଶିରେ ଗ୍ରହ ପରିବର୍ତ୍ତନ କାରଣରୁ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ସମୟ ଆପଣଙ୍କ ପାଇଁ ଅନେକ ଖୁସି ଆଣିଦେବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ । କୋର୍ଟ କଚେରୀ ମାମଲାରୁ ମୁକ୍ତି ମିଳିବ ।
କନ୍ୟା ରାଶି: ଏହି କନ୍ୟା ରାଶିର ଛାତ୍ର ଛାତ୍ରୀ ମାନଙ୍କୁ ବହୁତ ବଡ ଲାଭ ମିଳିବାକୁ ଯାଉଛି । ଯେଉଁ କାର୍ଯ୍ୟରେ ଆପଣ ସଫଳତା ପାଇବା ପାଇଁ ଅନେକ ଦିନ ହେବ ଅପେକ୍ଷାରେ ଥିଲେ ତେବେ ଏହି ସମୟରେ ସେହି ଇଚ୍ଛା ପୁରା ହେବ । ମାତା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ଆଉ କେବେ ମଧ୍ୟ ଆର୍ଥିକ ସମସ୍ୟା ଦେଖା ଦେବା ନାହିଁ । ପାଦ ରଖୁଥିବା ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇବେ ।
ସନ୍ତାନ ମାନଙ୍କ ପାଖରୁ କୌଣସି ବଡ ଖୁସି ଖବର ମିଳିବ । ମୀନ ରାଶି: ଏହି ରାଶିର ଲୋକମାନେ ବହୁତ ଆତ୍ମ ବିଶ୍ଵାସୀ ଅଟନ୍ତି । ନିଜର ପରିଶ୍ରମ ଓ ଚେଷ୍ଟା ବଳରେ ସମସ୍ତ କ୍ଷେତ୍ରରେ ଏବେ ସଫଳତା ହାସଲ କରିବେ । କୌଣସି ବ୍ୟକ୍ତି ଏବେ ଏମାନଙ୍କର ଯେତେ ଚେଷ୍ଟା କଲେ ମଧ୍ୟ କ୍ଷତି କରିପାରିବ ନାହିଁ ।
ଆର୍ଥିକ ସ୍ଥିତି ଏବେ ଆପଣଙ୍କର ସୁଦୃଢ ହେବାକୁ ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ । ଆଶା କରୁଛୁ ଆପଣଙ୍କ ପାଇଁ ଏହା ଫଳପ୍ରଦ ହେବ ।