କଦଳୀ ସହିତ କଣ ଖାଇଲେ ମଣିଷ ର ମୃତ୍ୟୁ ହୋଇପାରେ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ, ମଣିଷ ଦୁନିଆର ସର୍ବ ଶ୍ରେଷ୍ଠ ପ୍ରାଣୀ ହେଲେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଆମ ପାଖରେ ନ ଥାଏ । ଯେଉଁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମ ମନରେ ଜିଜ୍ଞାସା ଭରି ହୋଇ ରହିଥାଏ । ଆପଣଙ୍କ ପିଲାମାନଙ୍କ ଜ୍ଞାନକୁ ଆପଣ ମାନେ ଏହି ପ୍ରଶ୍ନ ଦ୍ଵାରା ବୃଦ୍ଧି କରାଇ ପାରିବେ । ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ । ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ ।

୧- କେଉଁ ଦେଶରେ କୁକୁର କୁ ପୂଜା କରାଯାଏ ?

ଉତ୍ତର- ନେପାଳ ।

୨- କେଉଁ ପଶୁ ର କ୍ଷୀର ଗୋଲାପୀ ରଙ୍ଗ ର ହୋଇଥାଏ ?

ଉତ୍ତର- ହିପୋ ।

୩- ଭାରତର ସବୁଠାରୁ ଛୋଟ ରାଜ୍ୟ ର ନାମ କଣ ?

ଉତ୍ତର- ଗୋଆ ।

୪- କେଉଁ ରାଜ୍ୟ ରେ ଝାନ୍ସି ନଗର ରହିଛି ?

ଉତ୍ତର- ଉତ୍ତର ପ୍ରଦେଶ ।

୫- ଶାନ୍ତି ର ପ୍ରତିକ କେଉଁ ପକ୍ଷୀ କୁ ମାନନ୍ତି ?

ଉତ୍ତର- ପାରା ।

୬- ଭାରତ ରତ୍ନ କାହା ଦ୍ଵାରା ପ୍ରଦାନ କରାଯାଏ ?

ଉତ୍ତର- ରାଷ୍ଟ୍ରପତି ।

୭- କେଉଁ ଫୁଲ ୧୨ ବର୍ଷ ରେ ଥରେ ଫୁଟିଥାଏ ?

ଉତ୍ତର- ନୀଳକୁରଞ୍ଜି ଫୁଲ ।

୮- ସୂର୍ଯ୍ୟ କିରଣ ରେ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର- ଭିଟାମିନ-ଡି ।

୯- ଭାରତରେ ବର୍ତ୍ତମାନ କେତୋଟି ରାକ୍ୟ ରହିଛି ?

ଉତ୍ତର- ୩୦ଟି ।

୧୦- କଦଳୀ ସହିତ କଣ ଖାଇଲେ ମଣିଷ ର ମୃତ୍ୟୁ ହୋଇପାରେ ?

ଉତ୍ତର- ଅଣ୍ଡା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ । ଆମେ ଆପଣଙ୍କ ପାଇଁ ଆଗକୁ ଏମିତି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଭଳି ବିଷୟ ବସ୍ତୁ ନେଇ କରି ଆସିବୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *